Latest Odisha News

BREAKING NEWS

Browsing Category

ଫିଚର

ସ୍ନାନ ପରେ ଅଣସର ଘରେ ଶ୍ରୀଜିଉ, ଅଲାରନାଥ ଦର୍ଶନ କଲେ ଭକ୍ତ

ପୁରୀ: ମହା ପ୍ରଭୁଙ୍କୁ ଜ୍ୱର ହୋଇଛି। ଗତକାଲି ଦେବସ୍ନାନ ପୂର୍ଣ୍ଣିମାନରେ ଶ୍ରୀ ଜୀଉ ୧୦୮ ସୁବାଶିତ ଜଳରେ ସ୍ନାନ କରିବା ପରେ ଆଜି ଜ୍ୱରରେ କମ୍ପୁଛନ୍ତି ତିନି ଠାକୁର। ସେପଟେ ଦାରୁବ୍ରହ୍ମଙ୍କୁ ଶୀଘ୍ର ସୁସ୍ଥ କରିବା ପାଇଁ ଲାଗିପଡ଼ିଛନ୍ତି ପଣ୍ଡା ଓ ସେବାୟତ। ଚାଲିଛି ଗୁପ୍ତ ଉପଚାର।…

କୋଲକାତାକୁ ଆରମ୍ଭ ହେଲା ମାଗଣା ବସ୍‌ ସେବା: ପୁରୀ, ଭୁବନେଶ୍ୱର ଓ କଟକରୁ ଗଡ଼ିଲା ୫୯ଟି ବସ୍

କଟକ: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପରେ ଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ମାଗଣା ବସ୍‌ ସେବା। ଟ୍ରେନ୍ ଦୁର୍ଘଟଣାରେ କୋଲକାତାକୁ ରେଳଯାତ୍ରା ପ୍ରଭାବିତ ହୋଇଛି। ଆହତ ଓ ମୃତକଙ୍କ ପରିଜନ ଏବେ ସୁଦ୍ଧ ନିଜ ଲୋକ ପାଖରେ ପହଞ୍ଚି ପାରୁ ନାହାନ୍ତି।ଏଥିପାଇଁ ରାଜ୍ୟ ସରକାର ପୁରୀ, ଭୁବନେଶ୍ୱର ଓ କଟକରୁ…

ବାହାନଗା ରେଳ ଦୁର୍ଘଟଣାର ୫୧ ଘଣ୍ଟା ପରେ ଟ୍ରାକରେ ଗଡ଼ିଲା ପ୍ରଥମ ଟ୍ରେନ, ରେଳ ମନ୍ତ୍ରୀ ହାତ ଯୋଡ଼ି ଦେଲେ ବିଦାୟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାର ୫୧ ଘଣ୍ଟା ପରେ ଟ୍ରାକରେ ଗଡିଲା ପ୍ରଥମ ଟ୍ରେନ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭାବପୂର୍ଣ୍ଣ ହୋଇ ହାତ ଯୋଡି ଉକ୍ତ ଟ୍ରେନକୁ ଦେଲେ ବିଦାୟ। ଦୁର୍ଘଟଣା ଘଟିଥିବା ଟ୍ରାକରେ ଗଡିଲା ପାସେଞ୍ଜର ଟ୍ରେନ। ଏହି ଅବସରରେ ରେଳ ମନ୍ତ୍ରୀ…

ଗୁଜବ ନେଇ ମୁହଁ ଖୋଲିଲେ ଚିରଞ୍ଜିବୀ, ମୋତେ କର୍କଟ ରୋଗ ହୋଇନି

ମାଡ୍ରାସ: ଦକ୍ଷିଣ ଭାରତର ସୁପରଷ୍ଟାର ଚିରଞ୍ଜିବୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଏକ ଗୁଜବ ଘୁରି ବୁଲୁଛି । ସୋସିଆଲ ମିଡିଆରେ ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକମାନେ ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ । ରବିବାର ଚିରଞ୍ଜିବୀ ତାଙ୍କ ଅସୁସ୍ଥତା ଖବର ନେଇ ମୁହଁ ଖୋଲିଛନ୍ତି…

ବାହାନଗା ଟ୍ରେନ୍ ଦୁର୍ଘଟଣା: ଟିକେଟ୍ କରି ନଥିବା ଯାତ୍ରୀଙ୍କୁ ବି ମିଳିବ ଅନୁକମ୍ପା ରାଶି

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଅନୁକମ୍ପା ରାଶି ପ୍ରଦାନ ନେଇ ବଡ଼ ସୂଚନା ଦେଇଛି ରେଲୱେ । ରବିବାର ରେଲୱେ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମଧ୍ୟ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବ । ସୁପ୍ରିମକୋର୍ଟଙ୍କ…

ଦି ଓଭାଲରେ ଭାରତୀୟ ଓପନରଙ୍କ ପ୍ରଦର୍ଶନ ଉତ୍ସାହଜନକ ରହି ନାହିଁ

ଓଭାଲ: ଏଠାରେ ୭ଜୁନରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ସିରିଜ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଏହି ପଡିଆରେ ଅବଶ୍ୟ ଭାରତର ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହି ନାହିଁ । ଏଠାରେ ଟିମ ଇଣ୍ଡିଆ ୧୪ଟି ଟେଷ୍ଟ ଖେଳି ମାତ୍ର ୨ଟିରେ ବିଜୟ ହାସଲ କରିଥିବା ବେଳେ ୫ଟି ମ୍ୟାଚରେ…

ଟ୍ରେନ୍ ଦୁର୍ଘଟଣାକୁ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ସୋସିଆଲ୍ ମିଡିଆରେ ପ୍ରୟାସ, କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲା…

ଭୁବନେଶ୍ୱର: ଶୁକ୍ରବାର ରାତିରେ ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ପରେ ସୋସିଆଲ୍ ମିଡିଆରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ନେଇ ହେଉଥିବା ପୋଷ୍ଟକୁ ନେଇ ଓଡ଼ିଶା ପୋଲିସ ଆପତ୍ତି ପ୍ରକାଶ କରିଛି । ଦୁର୍ଘଟଣା ସହ କୌଣସି ଧର୍ମ, ସମ୍ପ୍ରଦାୟକୁ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ନ କରିବା ଲାଗି…

ଧର୍ମେନ୍ଦ୍ରଙ୍କ ଅନସ୍କ୍ରିନ ମାଆ ସୁଲୋଚନାଙ୍କ ପରଲୋକ

ମୁମ୍ବାଇ: ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କ ପରଲୋକ ହୋଇଯାଇଛି । ଅନସ୍କ୍ରିନରେ ଧର୍ମେନ୍ଦ୍ରଙ୍କ ମାଆ ଭାବେ ପରିଚିତ ସୁଲୋଚନାଙ୍କୁ ମୃତ୍ୟୁବେଳକୁ ୯୪ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ…

କାଲିଠୁ ଭୁବନେଶ୍ୱରରୁ ବ୍ରହ୍ମଗିରିକୁ ‘ମୋ ବସ୍’ ସେବା, ବରମୁଣ୍ଡା ଓ ମାଷ୍ଟରକ୍ୟାଣ୍ଟିନରୁ ଗଡ଼ିବ ବସ୍

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ନାଗରିକ ଓ ପର୍ଯ୍ୟଟକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସ୍ୱତନ୍ତ୍ର ମୋ ବସ୍ ସେବାର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି । ସମସ୍ତଙ୍କ ପାଇଁ ଚିନ୍ତାମୁକ୍ତ ଓ ସୁବିଧାଜନକ ଯାତ୍ରା…

୮୦ ବର୍ଗଫୁଟରେ ମିଳୁଛି ଘର : ମାସକୁ ଭଡ଼ା ୪୫ ହଜାର

ନ୍ୟୁୟର୍କ: ଭଲ ଘରେ ରହିବା ଓ ଭଲ ଖଣ୍ଡେ ଚାକିରି କରିବାକୁ ପ୍ରତ୍ୟେକ ଲୋକଙ୍କର ଇଛା ଥାଏ । ସେଥିଲାଗି ଅନେକ ଲୋକ ଚାକିରି କରିବା ପାଇଁ ନିଜର ଘରଦ୍ୱାର ଛାଡ଼ି ବିଦେଶକୁ ଚାଲିଯାଆନ୍ତି । ଆଉ ସେଠାରେ ଜୀବନଶୈଳୀ ବହୁତ ଆରାମଦାୟକ ହୋଇଥାଏ ବୋଲି ସମସ୍ତ ଭାବନ୍ତି । କିନ୍ତୁ ନିକଟରେ ଆମେରିକାର ଜଣେ…