Latest Odisha News

BREAKING NEWS

Browsing Category

ଫିଚର

ଜୁଲାଇ ସୁଦ୍ଧା ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ୫ଟି ଉପକ୍ରମରେ ବରମୁଣ୍ଡା ବସ୍‌ ଟର୍ମିନାଲର ହେଉଛି ରୂପାନ୍ତର । ଏହି କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ ଆଜି ଅପରାହ୍ଣରେ ବରମୁଣ୍ଡା ସ୍ଥିତ ନିର୍ମାଣଧୀନ ଆନ୍ତଃରାଜ୍ୟ ବସ୍‌…

ଭାରତୀୟ କ୍ରିକେଟ ଟିମର ୩ଟି ଫର୍ମାଟ ପାଇଁ ଅଲଗା ଅଲଗା ଜର୍ସି ଉନ୍ମୋଚିତ

ମୁମ୍ବାଇ: ସ୍ଥାନୀୟ ୱାଙ୍ଖେଡ ଷ୍ଟାଡିୟମରେ ଭାରତୀୟ କ୍ରିକେଟ ଟିମର ନୂତନ କିଟ ସ୍ପନଶର ପକ୍ଷରୁ ଜର୍ସି ଉନ୍ମୋଚନ କରାଯାଇଛି । ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ଆଡିଡାସ ଭାରତୀୟ ଖେଳାଳିମାନଙ୍କ ପାଇଁ ୩ଟି ଯାକ ଫର୍ମାଟ ନିମନ୍ତେ ଅଲଗା ଅଲଗା ଜର୍ସି ପ୍ରସ୍ତୁତ କରିଛି ।…

ସଫଳ ହେଲା ଧୋନୀଙ୍କ ଅସ୍ତ୍ରୋପଚାର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୩ ସଂସ୍କରଣରେ ଗୂଜରାଟ ଟାଇଟନ୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗସ ଚାମ୍ପିୟନ ହୋଇଛି । ଏହା ପରେ ପୁନର୍ବାର ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱ ଦକ୍ଷତାକୁ ପ୍ରଶଂସା କରାଯାଉଛି । ଆଘାତ ସମସ୍ୟାରେ ପଡିଥିବା ଧୋନୀ ବ୍ୟାଟରେ ସେ ଭଳି କିଛି କମାଲ କରି ନ…

‘ତେଲେଙ୍ଗାନା ରାଜନୀତି’, କେସିଆରଙ୍କୁ ବ୍ରାହ୍ମଣ ଭରସା !

ଭୁବନେଶ୍ୱର: ଆଗକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଥିବାରୁ ପ୍ରମୁଖ ରାଜନୈତିକ ଦଳ ତତ୍ପର ହୋଇଉଠିଛନ୍ତି। ଏହି କ୍ରମରେ ରାଜ୍ୟର ଶାସକ ଦଳ ବିଆରଏସ ହିନ୍ଦୁତ୍ୱ କାର୍ଡ ଖେଳିବା ଆରମ୍ଭ କରିଛି। ରାଜ୍ୟରେ ବ୍ରାହ୍ମଣ ମାନଙ୍କୁ ଫୋକସ କରିଛି ଦଳ। ରାଜ୍ୟରେ ଏକ ବ୍ରାହ୍ମଣ ସଦନ ଉଦଘାଟନ ଅବସରରେ…

ଯାହା କରିଛି ବିଜେପି, ସବୁ ହଟାଉଛି କଂଗ୍ରେସ!

ଭୁବନେଶ୍ୱର: କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ବିଜେପି ଯୋଜନାକୁ ବନ୍ଦ କରୁଥିବା କର୍ଣ୍ଣାଟକର କଂଗ୍ରେସ ସରକାର ଜାତୀୟ ଶିକ୍ଷାନୀତିକୁ ହଠାତ ବନ୍ଦ କରିବା ଯୋଜନାରେ ନାହିଁ ବୋଲି କହିଛନ୍ତି କର୍ଣ୍ଣାଟକର ଉଚ୍ଚ ଶିକ୍ଷା ମନ୍ତ୍ରୀ। ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକର କେନ୍ଦ୍ରର…

‘ମହାରାଷ୍ଟ୍ର ରାଜନୀତି’, ସିନ୍ଦେଙ୍କୁ ହଟାଇବାକୁ ବାଟ ଖୋଜୁଛି ବିଜେପି!

ଭୁବନେଶ୍ୱର: ମହାରାଷ୍ଟ୍ରରେ ବଢୁଛି ବିଜେପି ଅଡୁଆ। ଆସନ୍ନ ଲୋକସଭା ନିର୍ବାଚନକୁ ନେଇ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଭିତିରିଆ ଲଢେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଲୋକସଭା ନିର୍ବାଚନ ଆଉ ଅଧିକ ଦିନ ନ ଥିବା ବେଳେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତା ପୂର୍ବରୁ ହୋଇପାରେ।…

ଗ୍ରେଡ୍ ପେ’ ବୃଦ୍ଧି ଦାବିରେ ସରକାରୀ କର୍ମଚାରୀ ସଂଘର ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ

ଭୁବନେଶ୍ୱର: ଗୁରୁବାର ବହୁ କର୍ମଚାରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାମୂହିକ ଛୁଟି ଘୋଷଣା କରି ଆନ୍ଦୋଳନକୁ ଓହ୍ଲାଇଥିବାରୁ ସାରା ରାଜ୍ୟରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ବାଧାପ୍ରାପ୍ତ ହୋଇଛି। ନିଜର ଗ୍ରେଡ୍ ପେ' ବୃଦ୍ଧି ଦାବିରେ କର୍ମଚାରୀମାନେ ଏଭଳି ପଦକ୍ଷେପ ନେବା ଫଳରେ ରାଜ୍ୟର ବିଭିନ୍ନ…

ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ, ସତୀଗୁ଼ଡ଼ା ଡ୍ୟାମରେ ଡଙ୍ଗା ବୁଡ଼଼ି ୨ ନିଖୋଜ

ମାଲକାନଗିରି: ମାଲକାନଗିରିରେ କାଳବୈଶାଖୀ ବର୍ଷା ତାଣ୍ଡବ ରଚିଛି । ଗୁରୁବାର ଅପରାହ୍ଣରେ ହୋଇଥିବା କାଳବୈଶାଖୀରେ ଭାଙ୍ଗି ଯାଇଛି ନିର୍ମାଣାଧୀନ ଏୟାରଷ୍ଟ୍ରିପର ପାଚେରି । ଅପରାହ୍ଣରେ ପାଚେରି କାମ ଚାଲିଥିବା ବେଳେ ହଠାତ୍ ବର୍ଷା ସହ ଜୋରରେ ପବନ ବୋହିଥିଲା । ପାଚେରି ଭୁଶୁଡ଼ି ଯିବା ଫଳରେ ୨…

ପିଏସଜି ପକ୍ଷରୁ ଶନିବାର ମେସି ଖେଳିବେ ଶେଷ ମ୍ୟାଚ

ନୂଆଦିଲ୍ଲୀ: ଆର୍ଜେଂଟିନାର ମହାନ ଖେଳାଳି ଲିଓନେଲ ମେସି ତାଙ୍କ ପ୍ରିୟ କ୍ଲବ ପିଏସଜି ଛାଡିବାକୁ ଯାଉଛନ୍ତି । ଗତ ମାସରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ପିଏସଜିର ମୂଖ୍ୟ କୋଚ ଗୁରୁବାର କ୍ରିଷ୍ଟଫେ ଗାଲ୍ଟିୟର କହିଛନ୍ତି ମେସି କ୍ଲେରମୋଂଟ ଫୁଟ ବିପକ୍ଷରେ ଶେଷ ମ୍ୟାଚ ଖେଳିବେ । ଫୁଟବଲ…

ରାସ୍ତାରେ ଫାଟିଗଲା ଆମ୍ବୁଲାନ୍ସ ଟାୟାର, ଚିକିତ୍ସା ନପାଇ ପ୍ରାଣ ହରାଇଲା ରୋଗୀ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ଭବାନୀପାଟଣା ଯାଉଥିବା ୧୦୮ ଆମ୍ବୁଲାନ୍ସର ଟାୟାର ଜୁନାଗଡ଼ ନିକଟସ୍ଥ ହାତୀ ନଦୀ ପୋଲ ଉପରେ ଫାଟି ହୋଇଯିବାରୁ ଗୁରୁବାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଖାଲି ସେତିକି ନୁହେଁ, ଟାୟାରଟି ଫାଟିବା ପୂର୍ବରୁ ଗାଡିରେ ଥିବା ଅନ୍ୟ ଏକ ଟାୟାର ଲିକ ଥିବା…