Latest Odisha News

BREAKING NEWS

Browsing Category

ଫିଚର

ମୋଦିଙ୍କ ଜନସମ୍ପର୍କ ଅଭିଯାନ; ୫୦୦ ସଭା, ୫୧ ରାଲି

ନୂଆଦିଲ୍ଲୀ:କଂଗ୍ରେସର ଭାରତ ଯୋଡୋ ଯାତ୍ରା ପରେ ବିଜେପି ଜନସମ୍ପର୍କ ଅଭିଯାନ । ରାହୁଲ ସାରା ଦେଶ ବୁଲି ସମର୍ଥନ ସାଉଁଟିବା ଉଦ୍ୟମ କରିବା ପରେ ଏବେ ସେହି ରାସ୍ତାରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୯ ବର୍ଷ…

ଓଟିଟି ପ୍ଲାଟ୍‌ଫର୍ମ ପାଇଁ କଡ଼ା ହେଲା ନିୟମ; ଦେଖାଇବାକୁ ହେବ ତମାଖୁ ଚେତାବନୀ ବିଜ୍ଞାପନ

ନୂଆଦିଲ୍ଲୀ: ଓଟିଟି ପ୍ଲାଟ୍‌ଫର୍ମ ପାଇଁ କଡ଼ା ହେଲା ନିୟମ। ଏଣିକି ଓଟିଟି ପ୍ଲାଟ୍‌ଫର୍ମ ବି ତମାଖୁ ଚେତାବନୀ ବିଜ୍ଞାପନ ଦେଖାଇବା ବାଧ୍ୟାତମୁଳକ ହୋଇଛି।  ତମାଖୁ ଚେତାବନୀ ପାଇଁ ନୂଆ ନିୟମର ଅଧିସୂଚନା ଜାରି କରି କେନ୍ଦ୍ର ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଯଦି ଅନ୍‌ଲାଇନ୍‌ କଣ୍ଟେଟ୍‌…

ଯୌନ ଶୋଷଣ ଅଭିଯୋଗ ଆଣିଥିବା ନାବାଳିକା ପ୍ରକୃତରେ ସାବାଳିକା; ବ୍ରିଜ ଭୂଷଣଙ୍କ ବିରୋଧରେ ହଟିପାରେ ପୋକ୍ସୋ ଆକ୍ଟ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଜଣେ ନାବାଳିକା କୁସ୍ତି ଯୋଦ୍ଧା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏଥିପାଇଁ ବ୍ରିଜ ଭୂଷଣଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଲାଗିଛି। ହେଲେ ଏବେ ପୁଲିସରୁ ସୂଚନା ଜଣାପଡ଼ିଛି ଯେ ନାବାଳିକା ଜଣଙ୍କ…

ପ୍ରଧାନମନ୍ତ୍ରୀଙ୍କୁ ଯଦି ଭଗବାନଙ୍କ ସହ ବସାଇ ଦିଆଯାଏ, ତେବେ ସିଏ ତାଙ୍କୁ ବ୍ରହ୍ମାଣ୍ଡର ରହସ୍ୟ ବୁଝାଇ ଦେବେ; ରାହୁଲ…

ସାନ୍‌ଫ୍ରାନ୍ସିସ୍‌ସ୍କୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର(ମେ ୩୦) ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ସେ ସାନ୍‌ଫ୍ରାନ୍ସିସ୍‌କୋରେ ଆମେରିକାରେ ରହୁଥିବା ମୂଳ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ ତାଙ୍କର ଭାରତ ଯୋଡ଼ ଯାତ୍ରା କଥା କହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ…

ଆଜି ମହାପ୍ରଭୁଙ୍କ ରୁକ୍ମଣୀ ବିବାହ

ପୁରୀ : ଆଜି ମହାପ୍ରଭୁଙ୍କ ବିବାହ ଉତ୍ସବ । ସ୍ୱତନ୍ତ୍ର ନୀତିକାନ୍ତି ସହ ଶ୍ରୀମନ୍ଦିରରେ ପାଳିତ ହେବ ରୁକ୍ମଣୀ ବିବାହ । ସିଂହଦ୍ୱାର ସମ୍ମୁଖରେ ବାଜୁଛି ତେଲିଙ୍ଗୀ ବାଜା, କାହାଳୀ, ଢୋଲ ଆଦି ବାଜା । ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ତିଥିରେ ବିଧି ଅନୁସାରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ…

ବାହାରିଲା ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ; ପୁଅଙ୍କୁ ପଛରେ ପକାଇଲେ ଝିଅ

ଭୁବନେଶ୍ୱର: ବାହାରିଲା ଯୁ୍କ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରାଯାଇଛି । ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର…

ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ

ଭୁବନେଶ୍ୱର:tସଭିଏଁ ପଢିବେ..ସଭିଏଁ ବଢିବେ ଏହି ଲକ୍ଷ୍ୟ ପୂରଣ ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ରାଜ୍ୟର ସମିସ୍ତ ପିଲାଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।   ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା…

ପଥର ଖାଦାନରେ ଦୁର୍ଘଟଣା; ଶିଶୁ ଶ୍ରମିକ ସମେତ ୩ ମୃତ

ଯାଜପୁର: ପଥର ଖାଦାନରେ ଦୁର୍ଘଟଣା । ଖାଦାନ ଭିତରେ କାମ କରୁଥିବାବେଳେ ମେସିନ ଭିତରେ ଚାପି ହୋଇଗଲେ ଶ୍ରମିକ । ଫଳରେ ଜଣେ ଶିଶୁ ଶ୍ରମିକଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି  ଯାଜପୁର ଜିଲ୍ଲା ଚଢେଇଧରା ଅଞ୍ଚଳରେ ଥିବା ପଥର ଖାଦାନରେ  । ରଙ୍ଗା, ଗଙ୍ଗା ଲୁଣିବର କଳା ପଥର…

ଅଟୋ ବାଇକ୍‌ ମୁହାଁମୁହିଁ ; ଜଣେ ମୃତ,୨ଗୁରୁତର

ପୁରୀ : କାକଟପୁର ଥାନା ଅନ୍ତର୍ଗତ କୁଣ୍ଢେଇ ତିନିଛକ ନିକଟରେ ସଡ଼କ ଦୁର୍ଘଟଣା । ଅଟୋରେ ପିଟିଲା ବାଇକ୍‌ । ଫଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏକ ବାଇକରେ ୨ଜଣ ଯୁବକ ଘରକୁ ଫେରୁଥିଲେ। ଏହି ସମୟରେ ତିନିଛକ…

ଅମିତ ଗର୍ଗ ହେଲେ ଟିପିଏସ୍‌ଓଡିଏଲ୍‌ ନୂଆ ସିଇଓ

ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌)ରେ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ ହେଲେ ଅମିତ ଗର୍ଗ।  ତାଙ୍କ କାର୍ଯ୍ୟକାଳ ୨୦୨୩ ଜୁନ୍ ୧ରୁ ଆରମ୍ଭ ହେବ। ୨୦୨୩…