Latest Odisha News

BREAKING NEWS

Browsing Category

ଫିଚର

ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ: ୧୭୮ ରନର ଲକ୍ଷ୍ୟ ରଖିଲା ଲକ୍ଷ୍ନୌ

ଲକ୍ଷ୍ନୌ:ଚଳିତ ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ୧୭୮ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ଟସ ଜିତି ମୁମ୍ବାଇ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ମାର୍କୋସ ଷ୍ଟୋଇନିସ ୪୭ ବଲରେ ୪ ଚୌକା ଓ ୮ ଛକା ସହାୟତାରେ ୮୯…

କପିଳେଶ୍ୱର ମନ୍ଦିର ପ୍ରସଙ୍ଗରେ ଭୁଲ୍ ଧରାପଡିବା ପରେ ରାଗୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ଜବାବ। ଧର୍ମେନ୍ଦ୍ରଙ୍କ ମହିଳା ସମ୍ମାନ ମନ୍ତବ୍ୟକୁ ନେଇ ଆଜି ସମ୍ବାଦିକ ସମ୍ମିଳନୀର କରି ଲେନିନ କହିଛନ୍ତି ଯେ ଧର୍ମେନ୍ଦ୍ରର ଭାଇ, ଆପଣ ମୋ ପାଇଁ ଜଣେ ବଡ଼ ଭାଇ। ଏବଂ ମୁଁ କପିଳେଶ୍ୱର ମନ୍ଦିରର…

ଦ୍ୱିତୀୟ ଥର ପାଇଁ ବାପା ହେଲେ ଅମ୍ବାତି ରାୟୁଡୁ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଦ୍ୱିତୀୟ ଥର ପାଇଁ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରାୟୁଡୁ ଏବଂ ତାଙ୍କ ପତ୍ନୀ ଚେନ୍ନୁପଲ୍ଲୀ ବିଦ୍ୟାଙ୍କ ଏହା ଦ୍ୱିତୀୟ କନ୍ୟା ସନ୍ତାନ । ୩୭ ବର୍ଷୀୟ ଭାରତର ଏହି ବ୍ୟାଟ୍ସମ୍ୟାନ ଇନଷ୍ଟାଗ୍ରାମରେ ଏହି…

କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ହତ୍ୟା ଧମକ। ଫୋନ୍ କରି ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ। ତେବେ କେଉଁଆଡ଼ୁ ଫୋନ୍ ଆସିଥିଲା ତାହାରା ଟ୍ରାସିଂ ଚାଲିଛି ବୋଲି ମଙ୍ଗଳବାର ଦିଲ୍ଲୀ ପୁଲିସ ସୂଚନା ଦେଇଛି। ପୁଲିସର ସୂଚନା ଅନୁସାରେ, ଏହି ହତ୍ୟା ଧମକ ସୋମବାର ଆସିଥିଲା।…

ଲେହ ବିମାନବନ୍ଦରରେ ଫସିଲା ଭାରତୀୟ ବାୟୁସେନାର ବିମାନ

ଲେହ: ଲେହ ବିମାନବନ୍ଦରରେ ଭାରତୀୟ ବାୟୁସେନାର ଏକ ବିମାନ ଫସିଯାଇଛି । ମାଲବାହୀ ବିମାନ ସି ୧୭ ଗ୍ଲୋବମାଷ୍ଟରରେ ତ୍ରୁଟି ଯୋଗୁ ଏହା ରନୱେରେ ଫସି ରହିଥିଲା । ଏଥିପାଇଁ ଅନ୍ୟ ଯାତ୍ରୀ ବିମାନ ଉଡାନକୁ ସାମୟିକ ଭାବେ ବାତିଲ କରାଯାଇଛି । ଲେହକୁ ଇଣ୍ଡିଗୋ, ଏୟାର ଇଣ୍ଡିଆ, ସ୍ପାଇସଜେଟ ଓ ଭିସ୍ତାରା…

‘2024 ନିର୍ବାଚନ’, ବିଜେପିଠୁ ଲୋକସଭା ସିଟ ଛଡାଇନେବେ ବିରୋଧୀ !

ଭୁବନେଶ୍ୱର: ବିଜେପି ଓ ବିରୋଧୀଙ୍କ ନଜର ୨୦୨୪ ସାଧାରଣ ନିର୍ବାଚନ ଉପରେ। ଦେଶରେ କ୍ଷମତାକୁ ନେଇ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି। ବିଜେପିକୁ ହରାଇବାକୁ ହେଲେ ଆଞ୍ଚଳିକ ସ୍ତରରେ ନିଜ ଭିତରେ ଲଢେଇ ନ କରି ବିରୋଧୀ ଦଳଗୁଡିକ ମଧ୍ୟରେ ଯିଏ ଯେଉଁଠି ଦୃଢ଼ ଅଛି ସେ ସେଠି…

ୟୁପିଏସ୍‌ସି ସଦସ୍ୟ ନିଯୁକ୍ତ ହେଲେ ଓଡ଼ିଆ ଆଇଏଏସ୍‌ ଅଫିସର ବିଦ୍ୟୁତ ବିହାରୀ ସ୍ୱାଇଁ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି)ର ନୂଆ ସଦସ୍ୟ ନିଯୁକ୍ତ ହେଲେ ଗୁଜରାଟ କ୍ୟାଡର ଓଡ଼ିଆ ଆଇଏଏସ୍ ଅଫିସର ବିଦ୍ୟୁତ୍ ବିହାରୀ ସ୍ୱାଇଁ। ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ ପଦବିରେ ନିଯୁକ୍ତି ଦେଇଛନ୍ତି। ସୂଚନା ଥାଉକି ବିଦ୍ୟୁତ…

ଅର୍ଜୁନ ତେନ୍ଦୁଲକରଙ୍କୁ କାମୁଡିଲା କୁକୁର

ମୁମ୍ବାଇ: ଆଇପିଏଲ ୨୦୨୩ ଅବସରରେ ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ କୁକୁର କାମୁଡି ଦେଇଛି । ଅର୍ଜୁନ ଏ ସମ୍ପର୍କରେ ନିଜେ ସୂଚନା ଦେଇଛନ୍ତି । ବୋଲିଂ ଆର୍ମରେ କୁକୁର କାମୁଡିଥିବାରୁ ତାଙ୍କୁ ବିଶ୍ରାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେଥିପାଇଁ ମଙ୍ଗଳବାର ଲକ୍ଷ୍ନୌ…

‘ରାଜସ୍ଥାନ ରାଜନୀତି’, ପାଇଲଟଙ୍କୁ ପିସିସି ସଭାପତି ଅଫର !

ଭୁବନେଶ୍ୱର: ରାଜସ୍ଥାନରେ କଂଗ୍ରେସକୁ ପାଇଲଟ ଅଡୁଆ। ମୁଖ୍ୟମନ୍ତ୍ରୀ ପଦ ପାଇଁ ପୂର୍ବରୁ ଲଢେଇ କରି ବିଫଳ ହୋଇଥିବା ପାଇଲଟ ଏବେ ନିର୍ବାଚନ ପୂର୍ବରୁ ଗେହଲଟ ସରକାର ବିରୋଧରେ ଖୋଲାଖୋଲି ବିଦ୍ରୋହ କରୁଛନ୍ତି। ଦୁର୍ନୀତି ପ୍ରସଙ୍ଗକୁ ନେଇ ପ୍ରଥମେ ଦିନିକିଆ ଅନଶନ ଓ ଏବେ ପାଞ୍ଚଦିନିଆ…

ଏମିତି ଏକ ସହର: ଯେଉଁଠି ରୁହନ୍ତି ମାତ୍ର ୪ ଜଣ

ବ୍ରିଟେନ୍‌: ଆଜିକାଲି ଅଧିକାଂଶ ଲୋକ ରୋଜଗାର ସନ୍ଧାନରେ ସହରମୁହାଁ ହେଉଛନ୍ତି । ଏମିତି କି ଗାଁ ଛାଡ଼ି ସହରରେ ରହିବାକୁ ଇଛା କରୁଛନ୍ତି । କାରଣ ଗାଁ ଅପେକ୍ଷା ସହରରେ ଅନେକ ସୁବିଧାସୁଯୋଗ ମିଳିଥାଏ । ଆପଣ ଯାହା ଚାହିଁବେ ହାତପାହାନ୍ତାରେ ମିଳିଯାଏ । ସେଥିଲାଗି ବିଭିନ୍ନ ସହରଗୁଡ଼ିକରେ ଲୋକଙ୍କ…