Latest Odisha News

BREAKING NEWS

Browsing Category

ଫିଚର

ପୁରୀ ସମୁଦ୍ର ବେଳାଭୂମିରେ ହଜାର ହଜାର ମୃତ ଜେଲି ଫିସ୍

ପୁରୀ : ପୁରୀ ସହରରେ ଥିବା ସମୁଦ୍ର ବେଳାଭୂମିରେ ମଙ୍ଗଳବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସମୁଦ୍ର କୂଳରେ ହଜାର ହଜାର ଜେଲି ଫିସର ଶବ ଭାସୁଥିବାର ଦେଖିବାକୁ ମିଳିଛି। ସକାଳେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକମାନେ ପ୍ରଥମେ ମୃତ ଜେଲିଫିସ୍ କୂଳରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ…

ଦୁବାଇରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା, ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ‘ଓଡ଼ିଶା ଦିବସ’ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ଅବସରରେ, ଗୁରୁବାର ଦୁବାଇର ହୋଟେଲ୍ ଲି ମେରିଡିନ୍ଠାରେ ଏକ ସ୍ୱତନ୍ତ୍ର ସାଂସ୍କୃତିକ ସନ୍ଧ୍ୟା 'ଓଡ଼ିଶା ଦିବସ' ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟୁଏଇରେ ପ୍ରବାସୀ ଓଡ଼ିଆଙ୍କ ସମେତ ୧୦୦୦ରୁ…

ମୋଦୀ ବାଣ୍ଟିଲେ ନିଯୁକ୍ତି ପତ୍ର, ଓଡ଼ିଶାରୁ ପାଇଲେ ୪୭୩ ଯୋଗ୍ୟ ପ୍ରାର୍ଥୀ

ନୂୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆଭାସୀ ମାଧ୍ୟମରେ ଜାତୀୟ ରୋଜଗାର ମେଳାରେ ନିଜର ଅଭିଭାଷଣ ରଖିବା ସହ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ସେହିପରି ରାଷ୍ଟ୍ରୀୟ ରୋଜଗାର ମେଳାର ପଞ୍ଚମ…

ରାଜ୍ୟରେ ସୁଶାସନ ଅଭାବ, ଅଧା ଇଞ୍ଜିନର ସରକାର ଚାଲିଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ବ୍ୟବସ୍ଥାକୁ କଡ଼ା ସମାଲୋଚନା କରିଛନ୍ତି। ସୁଶାସନର ଗୁରୁତ୍ୱ ସମ୍ପର୍କରେ ନବୀନ ପଟ୍ଟନାୟକ ନିକଟରେ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କେନ୍ଦ୍ର…

ହାଓ୍ୱଡାରୁ ପୁରୀ ମଧ୍ୟରେ ୭ଟି ଷ୍ଚେସନରେ ଅଟକିବ ବନ୍ଦେ ଭାରତ ଏକ୍ସପ୍ରେସ, ଅଧିକ ଜାଣନ୍ତୁ

ଭୁବନେଶ୍ୱର: ମେ' ୧୮ରେ ହାଓ୍ୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହେବ। ଗୁରୁବାରକୁ ଛାଡ଼ି ସପ୍ତାହକୁ ୬ ଦିନ ଚଳାଚଳ କରିବ ଏବଂ ଏଥିରେ ୭ଟି ଷ୍ଟପେଜ୍ ରହିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୬ଟି ବଗି ବିଶିଷ୍ଟ ଏହି ଟ୍ରେନ୍ ସକାଳ ୬ଟା ୧୦ରେ ପଶ୍ଚିମବଙ୍ଗର…

ଅଜ୍ଞାତ ସୂତ୍ରରୁ ବିଜେଡିର ମୋଟ ଆୟ ୯୪.୭ ପ୍ରତିଶତ; ଦ୍ବିତୀୟ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ସର୍ବୋଚ୍ଚ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ୨୦୨୧-୨୨ ଆର୍ଥିକ ବର୍ଷରେ ଶୀର୍ଷ ପାଞ୍ଚଟି ଆଞ୍ଚଳିକ ଦଳ ମଧ୍ୟରେ ଅଜ୍ଞାତ ଉତ୍ସରୁ ପାଣ୍ଠି ପାଇବାରେ ଦ୍ୱିତୀୟ ସ୍ଥାନରେ ରହିଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ ଜାରି ଏକ ରିପୋର୍ଟରେ ଏହା କୁହାଯାଇଛି। ଏହି ସମୟ ମଧ୍ୟରେ…

ଗହଣା ସୋରୁମରେ ଲୁଟ୍ ଘଟଣା, ତିନି ସନ୍ଦିଗ୍ଧଙ୍କ ଫଟୋ ଜାରି କଲା ପୋଲିସ

ଯାଜପୁର: ଏକ ଗହଣା ସୋ'ରୁମ୍ରୁ ୧୨ କୋଟି ଟଙ୍କାର ଅଳଙ୍କାର ଚୋରି ଘଟଣାରେ ଏଯାବତ କେହି ଗିରଫ ହୋଇନଥିବା ବେଳେ ଏହି ମାମଲାରେ ସମ୍ପୃକ୍ତ ଥିବା ତିନି ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି ଯାଜପୁର ପୋଲିସ। ତଦନ୍ତ ବେଳେ ପୋଲିସ ଦୋକାନ ଭିତରେ ଥିବା ଏକ କମ୍ପ୍ୟୁଟର ହାର୍ଡଡିସ୍କରୁ ସିସିଟିଭି…

ରାତିରେ ଅଘୋଷିତ ବିଜୁଳି କାଟ ବଢ଼ାଉଛି ଲୋକଙ୍କ ସମସ୍ୟା; ପ୍ରଶାସନ ନିରବ!

ଭୁବନେଶ୍ୱର:  ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଉର୍ଦ୍ଧ୍ୱରେ ପହଞ୍ଚିଥିବା ବେଳେ ବାରମ୍ବାର ଓ ଅଘୋଷିତ ବିଜୁଳି କାଟ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଯାହା ଅସହ୍ୟ ଗରମରେ ସଙ୍ଘର୍ଷ କରୁଥିବା ସାଧାରଣ…

ନୟାଗଡ଼ରେ ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ

ନୟାଗଡ: ନୟାଗଡ଼ ଜିଲ୍ଲାରେ ମଙ୍ଗଳବାର ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ। ମଙ୍ଗଳବାର ସନ୍ଧ୍ୟାରେ ବଜ୍ରପାତ ଯୋଗୁଁ ନୟାଗଡ଼ର ଖଣ୍ଡପଡ଼ା ଅଞ୍ଚଳରେ ଗଛ ଗୁଡ଼ିକ ଜଳିଯାଇଛି। ଖଲିସାହି ଠାରେ ଏକ ଗଛର ଡାଳ ଭାଙ୍ଗି ଅଟୋ ରିକ୍ସା ଉପରେ ପଡ଼ିିଯିବାରୁ ଅଟୋ ଭିତରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ…

ମିରୱାଜ୍ ଫାରୁକଙ୍କ ହତ୍ୟା ଘଟଣାର ୩୩ ବର୍ଷ ପରେ ଧରାପଡିଲେ ଦୁଇ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ନେତା ମିରୱାଇଜ ଫାରୁକଙ୍କ ହତ୍ୟା ଘଟଣାର ୩୩ ବର୍ଷ ପରେ ଧରାପଡ଼ିଲେ ଅପରାଧି। ଦୁଇ ଜଣ ହିଜବୁଲ ଆତଙ୍କବାଦୀଙ୍କୁ ଗିରଫ କଲା ଜାମ୍ମୁ-କାଶ୍ମୀର ପୁଲିସ। ୧୯୯୦ ମସିହା ମେ’ ୨୧ ତାରିଖରେ ଫାରୁକଙ୍କୁ ହତ୍ୟା କରାଯାଇଥିଲା। ଘଟଣାର ୩୩ ବର୍ଷ ପରେ ପୁଲିସ୍‌ ୨…