Latest Odisha News

BREAKING NEWS

Browsing Category

ଫିଚର

ଅର୍ଜୁନ ତେନ୍ଦୁଲକରଙ୍କୁ କାମୁଡିଲା କୁକୁର

ମୁମ୍ବାଇ: ଆଇପିଏଲ ୨୦୨୩ ଅବସରରେ ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ କୁକୁର କାମୁଡି ଦେଇଛି । ଅର୍ଜୁନ ଏ ସମ୍ପର୍କରେ ନିଜେ ସୂଚନା ଦେଇଛନ୍ତି । ବୋଲିଂ ଆର୍ମରେ କୁକୁର କାମୁଡିଥିବାରୁ ତାଙ୍କୁ ବିଶ୍ରାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେଥିପାଇଁ ମଙ୍ଗଳବାର ଲକ୍ଷ୍ନୌ…

‘ରାଜସ୍ଥାନ ରାଜନୀତି’, ପାଇଲଟଙ୍କୁ ପିସିସି ସଭାପତି ଅଫର !

ଭୁବନେଶ୍ୱର: ରାଜସ୍ଥାନରେ କଂଗ୍ରେସକୁ ପାଇଲଟ ଅଡୁଆ। ମୁଖ୍ୟମନ୍ତ୍ରୀ ପଦ ପାଇଁ ପୂର୍ବରୁ ଲଢେଇ କରି ବିଫଳ ହୋଇଥିବା ପାଇଲଟ ଏବେ ନିର୍ବାଚନ ପୂର୍ବରୁ ଗେହଲଟ ସରକାର ବିରୋଧରେ ଖୋଲାଖୋଲି ବିଦ୍ରୋହ କରୁଛନ୍ତି। ଦୁର୍ନୀତି ପ୍ରସଙ୍ଗକୁ ନେଇ ପ୍ରଥମେ ଦିନିକିଆ ଅନଶନ ଓ ଏବେ ପାଞ୍ଚଦିନିଆ…

ଏମିତି ଏକ ସହର: ଯେଉଁଠି ରୁହନ୍ତି ମାତ୍ର ୪ ଜଣ

ବ୍ରିଟେନ୍‌: ଆଜିକାଲି ଅଧିକାଂଶ ଲୋକ ରୋଜଗାର ସନ୍ଧାନରେ ସହରମୁହାଁ ହେଉଛନ୍ତି । ଏମିତି କି ଗାଁ ଛାଡ଼ି ସହରରେ ରହିବାକୁ ଇଛା କରୁଛନ୍ତି । କାରଣ ଗାଁ ଅପେକ୍ଷା ସହରରେ ଅନେକ ସୁବିଧାସୁଯୋଗ ମିଳିଥାଏ । ଆପଣ ଯାହା ଚାହିଁବେ ହାତପାହାନ୍ତାରେ ମିଳିଯାଏ । ସେଥିଲାଗି ବିଭିନ୍ନ ସହରଗୁଡ଼ିକରେ ଲୋକଙ୍କ…

କଂଗ୍ରେସର ଦୁଇ ତିନି ଫର୍ମୁଲା, ସିଦ୍ଦରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଅଙ୍କ ଛିଡୁନି। ଯାହାକୁ ନେଇ କର୍ଣ୍ଣାଟକ ସମେତ ଦେଶବ୍ୟାପୀ ଚର୍ଚ୍ଚା। ବିଭିନ୍ନ ରାଜ୍ୟରେ କଂଗ୍ରେସର ଏଭଳି ସ୍ଥିତି ପାଇଁ ଦଳ ବହୁ ସମସ୍ୟାର ସମ୍ମୁଖୀନ ହେଉଛି। ଯେଉଁ କାରଣ ପାଇଁ ମଧ୍ୟପ୍ରଦେଶରେ ଜିତି ସରକାର ଗଢ଼ିଥିଲେ ମଧ୍ୟ…

୧୭ ବର୍ଷ ହେଲାଣି କୋଲ୍‌ଡ ଡ଼୍ରିଙ୍କ୍‌ସ ପିଇ ବଞ୍ଚିଛନ୍ତି ବ୍ୟକ୍ତି : ତଥାପି ପୂରା ଫିଟ୍‌

ଇରାନ୍‌: କୋଲଡ଼ ଡ଼୍ରିଙ୍କ୍‌ସ ଅଧିକ ପିଇଲେ ଶରୀର ପାଇଁ କ୍ଷତିକାରକ ବୋଲି ସମସ୍ତେ ଜାଣନ୍ତି । ଏହି ପାନୀୟଗୁଡ଼ିକ କେବଳ ପାଟିକୁ ସ୍ୱାଦ ଦେଇଥାଏ ଆଉ କୌଣସି ଲାଭ ଦେଇ ନ ଥାଏ । ବେଶୀ କୋଲଡ଼ ଡ଼୍ରିଙ୍କ୍‌ସ ପିଇଲେ ମେଦବହୁଳତା ସହ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ । କିନ୍ତୁ ଇରାନର ଜଣେ ବ୍ୟକ୍ତି…

ସଙ୍କଟରେ ବଲିଉଡ: ୬ ମାସରେ ବନ୍ଦ ହୋଇପାରେ ୫୦ ଥିଏଟର୍ସ

ମୁମ୍ବାଇ: କରୋନା ମହାମାରୀ ପରଠାରୁ ବଲିଉଡର ମାତ୍ରାଧିକ କ୍ଷତି ଘଟିବାରେ ଲାଗିଛି । ହାତ ଗଣତି ଫିଲ୍ମ ଛାଡିଦେଲେ ବକ୍ସ ଅଫିସରେ ଅଧିକ ଫିଲ୍ମ ଫ୍ଲପ ହେଉଛି । ଏହା ବ୍ୟତୀତ ପିଭିଆର ଓ ଆଇନକ୍ସରେ ଫିଲ୍ମ ଦେଖିବା ମଧ୍ୟବିତ ପରିବାର ଉପରେ ଚାପ ପକାଇଛି । ଦର୍ଶକ ହଲଠାରୁ ଦୂରେଇବାରେ ଲାଗିଛନ୍ତି ।…

ଅଜବ ଜୀବ: ଦେଖିବାକୁ ମୂଷା ପରି, ଆହାର କେବଳ ଫୁଲ ପାଖୁଡ଼ା

ଅଷ୍ଟ୍ରେଲିଆ: ଦୁନିଆରେ ଅଜବ ଜୀବ ଅଛନ୍ତି । ଅନେକ ଜୀବଙ୍କୁ ଦେଖିବେ ଯାହା ଏତେ ଅଦ୍ଭୁତ ଯେ ଆପଣ ସେମାନଙ୍କ ବିଷୟରେ ପୂର୍ବରୁ ଶୁଣି ନ ଥିବେ କି ଜାଣି ନ ଥିବେ । ଏହିପରି ଗୋଟିଏ ପଶୁ ହେଉଛି ହନି ପୋସମ୍ । ଏହା ଦେଖିବାକୁ ଠିକ୍‌୍ ମୂଷା ପରି । ହେଲେ ଏହା ମୂଷା ନୁହେଁ । ଏହି ଅଦ୍ଭୁତ ଜୀବର ଏକ…

୩ ଘଣ୍ଟା ଭିତରେ କାଳବୈଶାଖୀ ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା । ଭୁବନେଶ୍ୱର ସମେତ ଓଡ଼ିଶାର ୩ ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରିଛି ବିଭାଗ । ରାତି ୮.୨୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ସମେତ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ…

ବଜ୍ରକାପ୍ତା ଚାଲାଣ କରୁଥିଲେ ଫରେଷ୍ଟର, ମାଡି ବସିଲା ପୋଲିସ

ବାରିପଦା: ବାଡ଼ ଖାଇଗଲା ଫସଲ  । ଯାହା ହାତରେ ଥିଲା ସୁରକ୍ଷା ସିଏ ସାଜିଲା ଯମ ।  ବଜ୍ରକାପ୍ତା ଚାଲାଣ ଡ଼ିଲ ଚାଲିଛି ଫରେଷ୍ଟରଙ୍କ ନିର୍ଦ୍ଦେଶରେ  ।  ଜଣେ ଫରେଷ୍ଟର ବଜ୍ରକାପ୍ତା ଡ଼ିଲ ବେଳେ ପଡିଛନ୍ତି ପୋଲିସ ହାବୁଡ଼ରେ । କପ୍ତିପଦା ପୋଲିସ ଚଢ଼ାଉ କରି ବଜ୍ରକାପ୍ତା ବେପାରର ପର୍ଦାଫାଶ…

ବଦଳିଲା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଠିକଣା

ଭୁବନେଶ୍ୱର: ସ୍ଥାନାନ୍ତର ହେଲା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ । ଏ ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।   ପୂର୍ବରୁ କ୍ୟାପିଟାଲ ହସ୍‌ପିଟାଲ ପରିସରରେ ଥିବା ଏହି କାର୍ଯ୍ୟାଳୟ ଏବେ ସତ୍ୟନଗରସ୍ଥିତ ତୋଷାଳି ଭବନକୁ ସ୍ଥାନାନ୍ତରିତ ହୋଇଛି । ତୋଷାଳିଭବନ ଏ-୧ ବ୍ଲକର ତଳ…