Latest Odisha News

BREAKING NEWS

Browsing Category

ଫିଚର

ଟାଇଗର ୩: ସଲମାନ-ଶାହାରୁଖଙ୍କ ଆକ୍ସନ ଦୃଶ୍ୟ ପାଇଁ ଖର୍ଚ୍ଚ ହେବ ୩୫ କୋଟି

ମୁମ୍ବାଇ: ପଠାନ ଫିଲ୍ମରେ ସଲମାନ ଖାଁଙ୍କ କ୍ୟାମିଓ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲେ । ଶାହାରୁଖ ଖାଁ ଓ ସଲମାନଙ୍କୁ ଏକତ୍ର ଦେଖି ଦର୍ଶକ ପାଗଳ ପ୍ରାୟ ହୋଇ ଉଠିଥିଲେ । ଏହାର ସଫଳତା ପରେ ଟାଇଗର ୩ରେ ମଧ୍ୟ ଦୁଇ ସୁପରଷ୍ଟାର ଏକତ୍ର ହେବେ । ମନୀଷ ଶର୍ମା ନିର୍ଦ୍ଦେଶିତ ଏହି ଫିଲ୍ମରେ ମେକର୍ସ…

ଶିମିଳିପାଳରେ ରାଷ୍ଟ୍ରପତି; ଚହଲାରେ କରିବେ ମଧ୍ୟାହ୍ନଭୋଜନ

ମୟୂରଭଞ୍ଜ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ୨ୟ ଦିନ । ୨ୟ ଦିନରେ ଆଜି  ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିଛନ୍ତି ରାଷ୍ଟ୍ରପତି  । ରାଷ୍ଟ୍ରପତିଙ୍କର ଏହି ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି…

ଏନସିପି କୋର କମିଟିରେ ଶରଦ ପାୱାରଙ୍କ ଇସ୍ତଫା ନାମଞ୍ଜୁର

ମୁମ୍ବାଇ:  ଏନସିପିର କୋର କମିଟି ଶରଦ ପାୱାରଙ୍କ ଇସ୍ତଫାକୁ ନାମଞ୍ଜୁର କରି ଦେଇଛି । ମୁମ୍ବାଇରେ ଅନୁଷ୍ଠିତ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ  ଶରଦଙ୍କ ସମର୍ଥକମାନେ ଜୋରଦାର ପାଟିତୁଣ୍ଡ କରିଥିଲେ । ଶରଦ ତାଙ୍କ ଇସ୍ତଫା ଫେରାଇ ନେବାକୁ ସମର୍ଥକମାନେ ଦାବି କରିଥିଲେ । । ଶେଷରେ…

ବିଷ ଖାଇ ଆତ୍ମହତ୍ୟା କଲେ କେରଳର ପ୍ରଥମ କିନ୍ନର ବଡି ବିଲଡର ପ୍ରବୀନ ନାଥ

ଥିରୁଭନନ୍ତପୁରମ: ଆତ୍ମହତ୍ୟା କଲେ କେରଳର ପ୍ରଥମ କିନ୍ନର ବଡି ବିଲଡର ପ୍ରବୀନ ନାଥ। ଗୁରୁବାର ଥ୍ରିସୁରରେ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି। ୨୧ ବର୍ଷୀୟ ପ୍ରବୀଣ ଗୁରୁବାର ଅପରାହ୍ନରେ ବିଷ ଖାଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ପ୍ରବୀଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର…

ବିବାହ ବନ୍ଧନରେ ବାନ୍ଧି ହେବେ ଆଉ ଦୁଇ ଆଇଏଏସ ଅଫିସର

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେବେ ଓଡ଼ିଶା କ୍ୟାଡରର ଆଉ ଦୁଇ ଆଇଏଏସ ଅଫିସର । ଅନନ୍ୟା ଦାସ ଏବଂ ଚଞ୍ଚଲ ରାଣାଙ୍କ ବିବାହ ପରେ ଏବେ ଏହି ଦୁଇ ଅଫିସରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖୁବ ଶୀଘ୍ର ବିବାହ କରିବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ରାୟଗଡା ଜିଲ୍ଲାପାଳ…

ବିଶ୍ୱକପ୍ ୨୦୨୩: ଅହମଦାବାଦରେ ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଭାରତରେ ଆୟୋଜନ ହେବ ଆଇସିସି ଦିନିକିଆ ବିଶ୍ୱକପ୍‌। ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଏବେ ବିଶ୍ୱକପ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍…

ଗାଡ଼ି କିସ୍ତି ଦେବାକୁ ଯିବା ବାଟରେ ଚାଲିଗଲା ଦାଦା, ପୁତୁରାଙ୍କ ଜୀବନ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ବନ୍ଦାଣିଆ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌ । ଦୁର୍ଘଟଣାସ୍ଥଳରେ ୨ ଜଣ ବାଇକ୍‌ ଆରୋହୀ ମୃତ । ମୃତକଦ୍ୱୟ ହେଲେ ଯାଜପୁର ଜିଲ୍ଲାର ଟାଟାମାଇନ୍ସ ଅଞ୍ଚଳ ମଲ୍ଲାର ସାହିର…

ରାସ୍ତାତଳକୁ ଓଲଟି ପଡ଼ିଲା ପାଟ୍ରୋଲିଂ ଗାଡି; ୫ ପୋଲିସ କର୍ମଚାରୀ ଗୁରୁତର

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାର ପାଟ୍ରୋଲିଂ ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ୫ ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ପୋଲସ ଗାଡି ପେଟ୍ରୋଲିଂ ସାରି ଫେରୁଥିବା ବେଳେ ରାସ୍ତା କଡରେ ଥିବା ଏକ ବରଗଛକୁ ଧକ୍କାଦେଇ ଓଲଟି ପଡିଥିଲା । ଫଳରେ ଜଣେ ଏସ୍ଆଇଙ୍କ ସହତ ୪ କନେଷ୍ଟବଳ…

ଥମୁନି ହାତୀ ଉପଦ୍ରବ, ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଢେଙ୍କାନାଳ : ଦିନକୁ ଦିନ ବଢ଼ିଚାଲିଛି ହାତୀ ଉପଦ୍ରବ । ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଜରଡ଼ା ପଞ୍ଚାୟତ ବାଲିକିଆରି ଗାଁରେ ମାତିଛନ୍ତି ହାତୀ । ପୁଣି ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ । ମୃତକ ଜଣକ ହେଲେ ବାଲିକିଆରୀ ଗାଁର ଲକ୍ଷ୍ମୀଧର ସାହୁ । ଲକ୍ଷ୍ମୀଧର ଗାଁ ନିକଟ ପୋଖରୀକୁ ଶୌଚ ହେବାକୁ…

ମଣିପୁର ହିଂସା: ବିଜେପି ବିଧାୟକଙ୍କୁ ବୋମାମାଡ଼,ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଇମ୍ଫାଲ: ମଣିପୁର ହିଂସା ତୀବ୍ର ରୂପ ନେଇଛି। ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏପଟେ ଦଙ୍ଗାକାରୀମାନେ ବିଜେପି ବିଧାୟକଙ୍କ ଉପରେ ବୋମାମାଡ଼ କରିଛନ୍ତି। ଗୁରୁବାର ଇମ୍ଫାଲ୍‌ରେ ବିଜେପି ବିଧାୟକ ଭୁଙ୍ଗଜାଗିନ ଭାଲ୍‌ତେଙ୍କ ଉପରେ ବୋମା ମାଡ଼…