Latest Odisha News

BREAKING NEWS

Browsing Category

ଫିଚର

ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବେ ମହାମହିମ, ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ବନ୍ଦ

ଭୁବନେଶ୍ୱର : ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ । ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବାର ପ୍ଲାନ ରହିଛି । ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ସାଧାରଣ ପର୍ଯ୍ୟଟକଙ୍କ ପାଇଁ…

ସର୍ବିଆରେ ପୁଣି ଗୁଳିକାଣ୍ଡ; ୮ ମୃତ, ୧୦ ଆହତ, ଦୁଇ ଦିନରେ ଗଲାଣି ୧୭ ଜୀବନ

 ବେଲଗ୍ରେଡ୍; ସର୍ବିଆରେ ପୁଣି ଭୟଙ୍କର ଗୁଳିକାଣ୍ଡ। ଜଣେ ୨୧ ବର୍ଷୀୟ ସନ୍ଦିଗ୍ଧ ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଗୁରୁବାର ରାତିରେ ସର୍ବିଆ ରାଜଧାନୀ ଦକ୍ଷିଣ ବେଲଗ୍ରେଡ୍ ଠାରୁ ୫୦ କିମି ଦୂରର ମ୍ଲାଡେନୋଭାକ୍‌ରେ ଏହି ଗୁଳିକାଣ୍ଡ ହୋଇଛି। ଗତ…

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ କାର୍‌ ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ; ତେଜିଲା ଆନ୍ଦୋଳନ

କୋଲକାତା: ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭଯୋଗ ହୋଇଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଆନ୍ଦୋଳନାକାରୀମାନେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଗୁରୁବାର ରାତିରେ ପୂର୍ବ…

ଗୀତା ଫୋଗାଟ ଓ ତାଙ୍କ ସ୍ୱାମୀ ପବନ ସରୋହାଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ୍ !

ନୂଆଦିଲ୍ଲୀ: ଗିରଫ ହେଲେ କୁସ୍ତି ଯୋଦ୍ଧା ଗୀତା ଫୋଗାଟ୍। ଦିଲ୍ଲୀର ଜନ୍ତର ମନ୍ତର ଆନ୍ଦୋଳନ କରୁଥିବା ତାଙ୍କ ଭଉଣୀମାନଙ୍କୁ ଭେଟିବାକୁ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗୀତା ଓ ତାଙ୍କ ସ୍ୱାମୀ ପବନ ସରୋହାଙ୍କୁ…

କୁକୁଡା ଦେଇ ଫେରିବା ବେଳେ ଦୁର୍ଘଟଣା ; ୨ ମୃତ, ୨ ଗୁରୁତର

ବାଲେଶ୍ୱର : ସକାଳୁ ସକାଳୁ ଦୁର୍ଘଟଣା ୨ ମୃତ, ୨ ଗୁରୁତର । ଅଜଣା ଗାଡ଼ି ସହ ଧକ୍କା ହେଲା ମିନିଟ୍ରକ୍‌ । ମୃତକ ୨ ଜଣ ହେଲେ ସୈଫୁଲ ଗାଜି ଓ ଅଶରଫ୍‌ ସର୍ଦ୍ଦାର । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କଲେଜ ଛକ ନିକଟ ଜଗନ୍ନାଥ ଢ଼ାବା ନିକଟରେ ମର୍ମନ୍ତୁଦ ସଡ଼କ…

ଶିଶୁକୁ କଜ୍ଜଳ ଲଗାଉଛନ୍ତି କି ?

ସାଧାରଣତଃ ପ୍ରତିଟି ପରିବାରରେ ଶିଶୁକୁ କଜ୍ଜଳ ଲଗାଇ ଥାଆନ୍ତି । ଶିଶୁକୁ କଜ୍ଜଳ ଲଗାଇବା ପାଇଁ ବୟୋଜ୍ୟେଷ୍ଠ ମାନେ ପରାମର୍ଶ ମଧ୍ୟ ଦେଇଥାଆନ୍ତି । ତାଙ୍କ ମତରେ ଶିଶୁକୁ କଜ୍ଜଳ ଲଗାଇବା ଦ୍ୱାରା କାହାର ନଜର ଲାଗିନଥାଏ । କିନ୍ତୁ ଶିଶୁଙ୍କୁ କଜ୍ଜଳ ଲଗାଇବା ନେଇ ବୈଜ୍ଞାନିକଙ୍କ ବଡ଼ ଖୁଲାସା ।…

ହନିଟ୍ରାପରେ ଡିଆରଡିଓ ବୈଜ୍ଞାନିକ, ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିବା ଅଭିଯୋଗରେ ଗିରଫ

ମୁମ୍ବାଇ: ହନିଟ୍ରାପ ମାମଲାରେ ଡିଆରଡିଓ ବୈଜ୍ଞାନିକ ଗିରଫ। ମହାରାଷ୍ଟ୍ର ପୁଣେର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ନିର୍ଦ୍ଦେଶକ ପ୍ରଦୀପ କୁରୁଲକର ହନିଟ୍ରାପ ଜାଲରେ ଫସି ଦେଉଥିଲେ ଗୁପ୍ତ ତଥ୍ୟ। ମହାରାଷ୍ଟ୍ର ଏଟିଏସ ଟିମ୍ ପ୍ରଦୀପ କୁରୁଲକରଙ୍କୁ ଏବେ ଗିରଫ କରିଛି। …

ଚାକିରି କରାଇଦେବା ନାଁରେ ଠକେଇ କରି ପାଲଟିଥିଲା ଧନୀ, ଗିରଫ ହେଲା ଦେବବ୍ରତ

ଭୁବନେଶ୍ୱର: କଟକ-ଭୁବନେଶ୍ୱର କମିସନରେଟ୍ ପୁଲିସ ମୟୂରଭଞ୍ଜ ରାଇରଙ୍ଗପୁର ବ୍ଲକ୍ ଅନ୍ତର୍ଗତ କୃଷ୍ଣପୁର ଗ୍ରାମର ଦେବବ୍ରତ ପଲାଇ ନାମକ ଜଣେ ଠକକୁ ଗିରଫ କରିଛି। ପୋଲିସ ଚାକିରି କରାଇଦେବା ନାଁରେ ଅନେକ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ ରହିଛି। ପୋଲିସ ଚାକିରି ନାଁରେ ୨୫ ଲକ୍ଷ ଟଙ୍କା ଠକି…

ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଜାଣନ୍ତୁ ଜ୍ୟୋତିର୍ବିଦଙ୍କ ମତାମତ ଓ କେତେବେଳେ ରହିଛି ସମୟ

ନୂଆଦିଲ୍ଲୀ: ଯେତେବେଳେ ଚନ୍ଦ୍ର ଏବଂ ପୃଥିବୀ ଏକ ସରଳ ରେଖା ବା ଧାଡିରେ ଆସନ୍ତି, ଚନ୍ଦ୍ରଗ୍ରହଣ ହୁଏ। ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆଜି ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଗ୍ରହଣ ଅଶୁଭ ବୋଲି ବିବେଚନା କରାଯାଏ। ଅର୍ଥାତ୍ ଚନ୍ଦ୍ରଗ୍ରହଣ ସମୟରେ କୌଣସି ଶୁଭ କାମ କରିବା ନିଷେଧ।…

ଶରୀରକୁ ଜୀବାଣୁ ରଖିବ ସୁସ୍ଥ ଓ ନିରୋଗ, ‘ପ୍ରୋବାୟୋଟିକ’ର ଆବିଷ୍କାର କଲେ ଆଇଏଲଏସ ବୈଜ୍ଞାନିକ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍, ଭୁବନେଶ୍ୱର, ବାୟୋଟେକ୍ନୋଲୋଜି ଅନୁସନ୍ଧାନର ଏକ ଉତ୍କର୍ଷ କେନ୍ଦ୍ର, ଓଡିଶାର ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଏବଂ ପୁଷ୍ଟି କୁ ଦୃଷ୍ଟିରେ ରଖି ଏକ ଅଭିନବ ଗବେଷଣା ପଦକ୍ଷେପ ଆଣିଛି। ପ୍ରାୟ ତିନି ବର୍ଷ ପୂର୍ବେ, ଆଇ.ଏଲ୍.ଏସ.ର ପୂର୍ବତନ…