Latest Odisha News

BREAKING NEWS

Browsing Category

ଫିଚର

ଆଦାନୀ ଗ୍ରୁପ ଉପରେ ଲାଗିଥିବା ଅଭିଯୋଗର ତଦନ୍ତ ପାଇଁ ୬ ମାସ ସମୟ ମାଗିଲା ସେବି

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡନବର୍ଗ ଆଣିଥିବା ଅଭିଯୋଗରେ ତଦନ୍ତ କରିବାକୁ ଆଉ ୬ ମାସ ସମୟ ମାଗିଲା ଭାରତୀୟ ସିକ୍ୟୁରିଟି ଓ ଏକ୍ସଚେଞ୍ଜ ବୋର୍ଡ(ସେବି)। ଏନେଇ ସେବି ପକ୍ଷରୁ ଶନିବାର ସୁପ୍ରିମକୋର୍ଟରେ ଅନୁରୋଧ ଦାଖଲ କରାଯାଇଛି। ମାମଲାରେ ଅନେକ ଜଟଳିତା ରହିଛି। ଅନେକ ଗୁଡ଼ିଏ…

ମସ୍କଙ୍କ ଆଉ ଏକ ଝଟକା: ଟ୍ବିଟରରେ ନ୍ୟୁଜ ପଢ଼ିଲେ ଦେବାକୁ ହେବ ଟଙ୍କା, ମେ’ରୁ ନୂଆ ନିୟମ

ନୂଆଦିଲ୍ଲୀ: ଟ୍ବିଟର ୟୁଜର୍ସଙ୍କୁ ଏଲୋନ୍ ମସ୍କ ଆଉ ଏକ ବଡ଼ ଝଟକା ଦେଇଛନ୍ତି। ବ୍ଲୁ ଟିକ୍ ପାଇଁ ଟଙ୍କା ଆଦାୟ କରୁଥିବା ଏଲୋନ୍ ମସ୍କ ବର୍ତ୍ତମାନ ଟ୍ୱିଟରରେ ଖବର ପଢିବାକୁ ହେଲେ ଟଙ୍କା ନେବେ। ଶନିବାର ଏଲୋନ୍ ମସ୍କ ଏହି ସୂଚନା ଦେଇଛନ୍ତି। ଏଲୋନ୍ ମସ୍କ ଟ୍ୱିଟ୍ କରିଛନ୍ତି ଯେ ଆଗାମୀ ସମୟରେ…

କରୋନା ଅପ୍‌ଡେଟ୍; ୫% ତଳକୁ ଖସିଲା ସାପ୍ତାହିକ ସକ୍ରିୟ ହାର, ଦିନକରେ ୫,୮୭୪ ଚିହ୍ନଟ

ନୂଆଦିଲ୍ଲୀ: ଆଜି ଦୈନିକ କରୋନା ସଂକ୍ରମଣରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ୫,୮୭୪ କରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି। ଫଳରେ ଦେଶରେ କରୋନା ସକ୍ରିୟ ସଂଖ୍ୟା ୫ ପ୍ରତିଶତ ତଳକୁ ଖସିଆସିଛି। ବର୍ତ୍ତମାନ ମୋଟ୍ ସକ୍ରିୟ ମାମଲା ୫୦ ହଜାର ତଳକୁ…

ଲୁଧିଆନାରେ ଗ୍ୟାସ ଲିକ୍ ହେତୁ ୯ ଜଣଙ୍କର ମୃତ୍ୟୁ, ୧୧ ଅସୁସ୍ଥ

ଅମୃତସର: ପଞ୍ଜାବ ଲୁଧିଆନାରରେ ଗ୍ୟାସ୍ ଲିକ୍ ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୧ ଜଣ ଅସୁସ୍ଥ ହୋଇଥିବା ସୂଚନା ରହିଛି। ଗ୍ୟାସ ଲିକ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ସିଲ କରି ରଖାଯାଇଛି।…

୨୦୨୫ ପର୍ଯ୍ୟନ୍ତ ଇ-ଯାନ ଉପରେ ମିଳିବ ବର୍ଦ୍ଧିତ ସବ୍‌ସିଡି

ଭୁବନେଶ୍ୱର: ରାଜ୍ୟରେ ଇ-ଯାନ କିଣିବାକୁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ସରକାର ନିକଟରେ ଏହା ସବ୍‌ସିଡି ବଢ଼ାଇଥିଲେ। ଏହି ବର୍ଦ୍ଧିତ ସବ୍‌ସିଡି ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ଲାଗୁ ହେବ। ତେବେ ପଛୁଆ ଭାବେ ସେପ୍ଟେମ୍ବର ୨, ୨୦୨୧ରୁ ବର୍ଦ୍ଧିତ ସବ୍‌ସିଡି ଲାଗୁ ହେବ ବୋଲି ବାଣିଜ୍ୟ ଓ ପରିବହନ…

ନିଶା ପାଇଁ ବାପର ଜୀବନ ନେଲା ପୁଅ

କଟକ : ପିଶାଚ ସାଜିଲା ପୁଅ । ପିଟି ପିଟି ବାପାର ଜୀବନ ନେଇଗଲା । ଏପରି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗାଁରେ । ସୂଚନା ଅନୁଯାୟୀ, ମୃତକ ଜଣକ ହେଲେ ବାଲୁଙ୍କେଶ୍ୱର ମହାନ୍ତି(୭୫)। ବାଲୁଙ୍କେଶ୍ୱର ପୁଅ ହେଉଛନ୍ତି ଅପର୍ତି ମହାନ୍ତି ।…

ଆଟମିକ ଏନର୍ଜି କମିଶନ ଅଧ୍ୟକ୍ଷ ନିଯୁକ୍ତ ହେଲେ ଓଡିଆ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତି

ନୂଆଦିଲ୍ଲୀ: ପୁଣି ଜଣେ ଓଡ଼ିଆଙ୍କୁ ଗୁରୁଦାୟିତ୍ୱ ତେଲେ କେନ୍ଦ୍ର ସରକାର। ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ‘ଆଣବିକ ଶକ୍ତି ବିଭାଗ’ର ସଚିବ ଏବଂ ‘ଆଣବିକ ଶକ୍ତି କମିସନ୍‌’ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଅଜିତ ବର୍ତ୍ତମାନ ‘ଭାବା ଆଟମିକ୍‌ ରିସର୍ଚ…

ରାଜ୍ୟରେ ୨୦ ବର୍ଷରେ ୩ ଗୁଣ ବଢ଼ିଛି କ୍ଷୀର ଉତ୍ପାଦନ ଓ ମାଂସ ୬ ଗୁଣ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୨୦ ବର୍ଷରେ କ୍ଷୀର, ଅଣ୍ଡା ଓ ମାଂସ ଉତ୍ପାଦନ ବଢ଼ିଛି। ବିଶ୍ୱ ପ୍ରାଣୀ ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କ୍ଷୀର ଓ ଅଣ୍ଡା ଉତ୍ପାଦନ ୩…

ଧାନ ଜଗିଥିବାବେଳେ ଯୁବକଙ୍କୁ ଦଳିଦେଲା ହାତୀ

ଢେଙ୍କାନାଳ : ମାତିଛନ୍ତି ହାତୀ । ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । ପୁଣି ହାତୀ ଆକ୍ରମଣରେ ଚାଲିଗଲା ଜଣକ ଜୀବନ । ସଦର ରେଞ୍ଜ ଅନ୍ତର୍ଗତ କୁରୁମ ଟାଙ୍ଗର ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟ ହୋଇଛି । ମୃତକଙ୍କ ନାଁ ଶ୍ରୀକାନ୍ତ ପରିଡ଼ା। ଗତକାଲି ସେ ଗାଁ ନିକଟ ଜମିରେ…

ଜୀବନର ଦୁଃଖ ଓ ଯନ୍ତ୍ରଣା ମତେ କବିତା ମନସ୍କ କରିଛି : ବୀରେନ୍ଦ୍ର ନାୟକ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ବୀରେନ୍ଦ୍ର ନାୟକଙ୍କ ସହ ‘ସ୍ୱଳ୍ପ ଆଳାପ’…