Latest Odisha News

BREAKING NEWS

Browsing Category

ଫିଚର

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଓ ଏନଡିଆରଏଫ କର୍ମଚାରୀଙ୍କୁ ଦିଆଯିବ ମିଲେଟ୍ସ ଖାଦ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର କର୍ମଚାରୀଙ୍କୁ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ ପରିବେଷଣ କରାଯିବ । ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ-୨୦୨୩ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ…

ତିନି ଆଇପିଏସ ଅଧିକାରୀ ଡିଜି ପାହ୍ୟାକୁ ଉନ୍ନୀତ

ଭୁବନେଶ୍ୱର: ବୁଧବାର ଓଡ଼ିଶା ସରକାର ୩ ଜଣ ଆଇପିଏସ୍ ଅଧିକାରୀଙ୍କୁ ପୁଲିସ ମହାନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ଦେବା ନେଇ ଘୋଷଣା କରିଛନ୍ତି। ତିନି ଅଧିକାରୀ ଅରୁଣ ଷଡ଼ଙ୍ଗୀ, ସୁଧାଂଶୁ ଷଡ଼ଙ୍ଗୀ, ଓ୍ୱାଇ. ବି. ଖୁରାନିଆ ସମସ୍ତେ ୧୯୯୦ ବ୍ୟାଚର। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ…

୫ଟି ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହୋଇଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ବୁଧବାର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ୫ଟି ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହୋଇଥିଲେ। ପୂର୍ବତନ ଆଇଏଏଫ ଅଫିସର ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଠକେଇ କରିଥିବା ମାମଲାରେ ଗୋଳନ୍ଥରା ଥାନାରେ…

ପ୍ରଚାର ବେଳେ ବିଜେପି ବିଧାୟକଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ ଅଭିଯୋଗ

ଝାରସୁଗୁଡା: ବୁଧବାର ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଲଇକେରା ବ୍ଲକ ଅନ୍ତର୍ଗତ ନିକ୍ତିମାଳରେ ନିର୍ବାଚନ ପ୍ରଚାର ବେଳେ ଅଣ୍ଡା ଓ ଟେକାପଥର ମାଡ଼ ଏକ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ…

ହୋମିଓପାଥିର ପ୍ରମାଣଭିତ୍ତିକ ବୈଜ୍ଞାନିକ ଚିକିତ୍ସା ପ୍ରଣାଳୀ ସୃଷ୍ଟି ଉପରେ ଗୁରୁତ୍ବାରୋପ

ଭୁବନେଶ୍ୱର: ବର୍ତ୍ତମାନ ପ୍ରଚଳିତ ଚିକିତ୍ସା ସେବାରେ ଅତ୍ୟାଧୁନିକ ଔଷଧ ଏବଂ ପ୍ରାଚୀନ କାଳରୁ ଚଳି ଆସୁଥିବା ହୋମିଓପାଥିର ସମନ୍ବୟ ସ୍ବାସ୍ଥ୍ୟସେବାରେ ବ୍ୟାପକ ପରିବର୍ତ୍ତନ ଆଣିବାର ସମ୍ଭାବନା ରଖିଛି । ତେବେ ଏହି କ୍ଷେତ୍ରରେ ଉଚ୍ଚତର ଗବେଷଣା ଏବଂ ପ୍ରମାଣଭିତ୍ତିକ ବୈଜ୍ଞାନିକ…

ମାଉଣ୍ଟ ଏଲବ୍ରସ ଆରୋହଣ କଲେ ସିଦ୍ଧାର୍ଥ, ଫୁଙ୍କିଲେ ଶଙ୍ଖ

ଭୁବନେଶ୍ୱର: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ୟୁରୋପର ସବୁଠୁ ଉଚ୍ଚ ମାଉଣ୍ଟ ଏଲବ୍ରସ ଆରୋହଣ କରିଛନ୍ତି । ଋଷର ସବୁଠୁ ଗିରିଶୃଙ୍ଗ ମାଉଣ୍ଟ ଏଲବ୍ରସର ଉଚ୍ଚତା ୫୬୪୨ ମିଟର ତଥା ୧୮ ହଜାର ୫୧୦ ଫୁଟ୍ । ମାଉଣ୍ଟ ଏଲବ୍ରସର ଶୀର୍ଷରେ ପହଞ୍ଚିବା ସହ ସିଦ୍ଧାର୍ଥ…

ଆର ପାରିରେ ଅଲିମ୍ପିକ ପଦକ ବିଜେତା ଟୋରୀ ବୋୱି

ନୂଆଦିଲ୍ଲୀ: ବିଶ୍ୱ କ୍ରୀଡା ପାଇଁ ଏକ ଦୁଃଖଦ ଖବର । ଆମେରିକାର ୩୨ ବର୍ଷୀୟା ଅଲିମ୍ପିକ ପଦକ ବିଜେତା ଆଥଲେଟ ଟୋରୀ ବୋୱିଙ୍କ ଆଶ୍ଚର୍ଯ୍ୟଜନକ ଭାବେ ମୃତ୍ୟୁ ଘଟିଛି । ବୋୱିଙ୍କ ମ୍ୟାନେଜମେଂଟ କମ୍ପାନୀ ଓ ୟୁଏସ ଟ୍ରାକ ଏବଂ ଫିଲ୍ଡ ପକ୍ଷରୁ ଏହା ଘୋଷଣା କରାଯାଇଛି । ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ…

ବିନା ଅନୁମତିରେ ସାଉଦି ଆରବ ଯାଇ ନିଲମ୍ବିତ ହେଲେ ମେସି

ଦୁବାଇ: ଆର୍ଜେଂଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସିଙ୍କୁ ପ୍ୟାରିସ ସେଂଟ ଜର୍ମାନ କ୍ଲବ ନିଲମ୍ବିତ କରିଛି । ମେସି କ୍ଲବଠାରୁ ଅନୁମତି ନ ନେଇ ସାଉଦି ଆରବ ଗସ୍ତରେ ଯାଇଥିବାରୁ ୨ ସପ୍ତାହ ପାଇଁ କ୍ଲବରୁ ସସପେଣ୍ଡ ହୋଇଛନ୍ତି । ସେ ୧୪ ଦିନ ପିଏସିଜି ପକ୍ଷରୁ କୌଣସି ମ୍ୟାଚ ଖେଳିପାରିବେ…

ପୁଟିନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ! ଋଷ ରାଷ୍ଟ୍ରପତି ଭବନ ଉପରେ ଡ୍ରୋନ୍ ଆକ୍ରମଣ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଛି । ରାଷ୍ଟ୍ରପତି ଭବନ କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ ପରେ ଋଷ ଅଭିଯୋଗ କରିଛି ପୁଟିନଙ୍କୁ ହତ୍ୟା ପାଇଁ ୟୁକ୍ରେନ୍ ଷଡ଼ଯନ୍ତ୍ର କରିଛି । ତେବେ ଆକ୍ରମଣରେ ପୁଟିନଙ୍କ କୌଣସି କ୍ଷତି ହୋଇ ନାହିଁ । ସେ…

ବର୍ଷା ଯୋଗୁ ବାତିଲ ହେଲା ଚେନ୍ନାଇ-ଲକ୍ଷ୍ନୌ ମ୍ୟାଚ

ଲକ୍ଷ୍ନୌ: ବର୍ଷା ଯୋଗୁ ଆଜି ଏଠାରେ ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ଚେନ୍ନାଇ ସୁପର କିଙ୍ଗସ ମ୍ୟାଚ ଅଧାରୁ ବାତିଲ ହୋଇଛି । ଟସ ଜିତି ଚେନ୍ନାଇ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଆୟୁଷ ବଦାନୀ ଦଳ…