Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାର ୧୦ଟି ସ୍ଥାନରେ ଏକକାଳୀନ ଜିଏସଟି ଚଢ଼ାଉ

ଭୁବନେଶ୍ୱର: ଟିକସ ଠକେଇ ଅଭିଯୋଗରେ ଶୁକ୍ରବାର ଓଡ଼ିଶାର ପ୍ରାୟ ୧୦ଟି ସ୍ଥାନରେ ଜିଏସଟି ଅଧିକାରୀ ଚଢ଼ାଉ କରିଛନ୍ତି । ସୂଚନା ଅନୁସାରେ, କେନ୍ଦ୍ରୀୟ ଜିଏସଟିର ୧୦ଟି ଟିମ୍ ଜଣେ ଖଣି ମାଲିକଙ୍କ ଷ୍ଟୋନ କ୍ରସର ୟୁନିଟକୁ ନେଇ ଭୁବନେଶ୍ୱର, ଚଣ୍ଡିଖୋଲ ଓ ଯାଜପୁରରେ ଚଢ଼ାଉ କରିଛି । ଅଭିଯୋଗ…

ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଚାପି ଦେଲା ଗାଡ଼ି, ୨ ଶିଶୁଙ୍କ ସହ ମହିଳା ମୃତ

ଅନୁଗୁଳ: ଅସ୍ତଗାମୀ ସୂର୍ଯ୍ୟର ଆଲୋକରେ ଗାଁ ଦାଣ୍ଡରେ ଖେଳୁଥିଲେ ଦୁଇ କୁନି କୁନି ଛୁଆ । ହେଲେ କିଏ ଜାଣିଥିଲା ଅସ୍ତଗାମୀ ସୂର୍ଯ୍ୟ ସହ ସେମାନଙ୍କ ଜୀବନ ବି ଅସ୍ତ ହୋଇଯିବ । ଶୁକ୍ରବାର ଅପରାହଣରେ ତାଳଚେର ଗୋବରା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଏକ କାର ଧକ୍କାରେ ୨ ଛୁଆଙ୍କ ସହ ଜଣେ ବୟସ୍କ…

ସୁଶାନ୍ତ ସିଂଙ୍କ ଟୁଇଟରରୁ ହଟିନି ବ୍ଲୁ ଟିକ: ଏଲନ ମସ୍କଙ୍କ ପଲିସିକୁ ନେଇ ପ୍ରଶ୍ନ ଉଠାଇଲେ ଟୁଇଟର ଇଣ୍ଡିଆର ପୂର୍ବତନ…

ନୂଆଦିଲ୍ଲୀ: ଟୁଇଟର ବ୍ଲୁ ଟିକକୁ ନେଇ ଉଠୁଛି ଅନେକ ପ୍ରଶ୍ନ । ଏଲନ ମସ୍କ ସମସ୍ତ ଲିଗାସି ଆକାଉଣ୍ଟରୁ ବ୍ଲୁଟିକ ହଟାଇ ଦେଇଛନ୍ତି । ବ୍ଲୁଟିକ ପାଇବା ପାଇଁ ୟୁୂଜର୍ସଙ୍କୁ ବ୍ଲୁ ସବକ୍ରିପସନ ନେବାକୁ ପଡିବ । ଏଥି ସହିତ ମୋବାଇଲ ନମ୍ବର ବି ଯାଞ୍ଚ କରିବାକୁ ପଡିବ । ଏସବୁ ସତ୍ତେ: ଅନେକ ଟୁଇଟରରେ…

ଦି କେରଳ ଷ୍ଟୋରୀ: ୨ ଦିନରେ ଭାଇରାଲ ହେଲା ଟ୍ରେଲର, ଗୁମୁରି ଉଠୁଛି ବିବାଦ

ବ୍ରେନ ୱାଶ, ହିଜାବ, ଧର୍ମ ପରିବର୍ତନ, ମିଶନ ଓ ଆତଙ୍କକୁ ନେଇ ନିର୍ମିତ ହୋଇଛି ଦି କେରଳ ଷ୍ଟୋରୀ । ଟ୍ରେଲର ରିଲିଜ ହେବାର ୨ ଦିନ ମଧ୍ୟରେ ଏହା ଭାଇରାଲ ହୋଇସାରିଛି । ଏବେ ଫିଲ୍ମକୁ ନେଇ ଆରମ୍ଭ ହୋଇଛି ବିବାଦ । ଥିଏଟରରେ ରିଲିଜ ହେବା ପଥ ଏହାର ସେତେଟା ସହଜ ଲାଗୁନି । ଆସନ୍ତୁ ଜାଣିବା କଣ…

ସତ୍ୟପାଲଙ୍କ ଘରେ ପଶିଲା ସିବିଆଇ

ଭୁବନେଶ୍ୱର: ସତ୍ୟପାଲଙ୍କ ଘରେ ସିବିଆଇ। ବୀମା ଦୁର୍ନୀତି ପ୍ରସଙ୍ଗରେ ସିବିଆଇର ଏକ ଟିମ ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଯିବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ପୁଲୱାମା ପ୍ରସଙ୍ଗକୁ ନେଇ ସତ୍ୟପାଲ ପ୍ରଧାନମନ୍ତ୍ରୀ ମୋଦି ଓ…

ହେଟ ସ୍ପିଚ ମାମଲାରେ ସୁପ୍ରିମକୋର୍ଟଙ୍କ କଡା ତାଗିଦ: ଧର୍ମକୁ ନ ଦେଖି ତୁରନ୍ତ ମାମଲା ରୁଜୁ କର

ନୂଆଦିଲ୍ଲୀ: ହେଟ ସ୍ପିଚ ମାମଲାରେ ଧର୍ମକୁ ନ ଦେଖି ତୁରନ୍ତ ଅଭିଯୁକ୍ତଙ୍କ ନାଁରେ ଏଫଆଇଆର ରୁଜୁ କର । ଯାହା ଫଳରେ ସମ୍ବିଧାନର ପ୍ରସ୍ତାବନା ଅନୁସାରେ ଭାରତର ଧର୍ମନିରପେକ୍ଷତାକୁ ସୁରକ୍ଷିତ ରଖାଯାଇ ପାରିବ । ଶୁକ୍ରବାର ଏପରି ଟିପ୍ପଣୀ କରି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ…

ଇନ୍ଦିରାଙ୍କୁ ଟାଣିଲେ ପ୍ରିୟଙ୍କା, ଖେଳିଲେ ଇମୋସନାଲ କାର୍ଡ

ଭୁବନେଶ୍ୱର: କର୍ଣ୍ଣାଟକର ଚିକମାଗାଲୁରରେ ପ୍ରିୟଙ୍କାଙ୍କ ଇମୋସନାଲ କାର୍ଡ। ୧୯୭୮ ମସିହାରେ ସେହି ସ୍ଥାନରେ ଇନ୍ଦିରା ଗାନ୍ଧୀଙ୍କ ସଭାକୁ ଏବେର ସଭା ସହ ଯୋଡିଛନ୍ତି ପ୍ରିୟଙ୍କା । ଦୀର୍ଘ ବର୍ଷର ବ୍ୟବଧାନ ପରେ ଏଭଳି କିଛି ସଂଯୋଗ ପ୍ରସଙ୍ଗକୁ ନେଇ ପ୍ରିୟଙ୍କା କର୍ଣ୍ଣାଟକବାସୀଙ୍କ ସହ କଂଗ୍ରେସକୁ…

ମେରେ ସ୍ୱାଭାବିକ ଠାରୁ ଅଧିକ ଉତ୍ତପ୍ତ ରହିବ ଓଡ଼ିଶା

ଭୁବନେଶ୍ୱର: ତାତିବ ଓଡ଼ିଶା, ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା । ମେ ମାସରେ ତାପମାତ୍ରା ଓ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଆକଳନ ଅନୁସାରେ, ମେ ମାସରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ । ଖାଲି ଓଡ଼ିଶା ନୁହେଁ ଦେଶର ଅଧିକାଂଶ ସ୍ଥାନରେ…

ରାହୁଲଙ୍କ ‘କୋଲାର’ରେ ସଭା କରିବେ ମୋଦି!

ଭୁବନେଶ୍ୱର: ଚଳିତ ମାସ ୩୦ ତାରିଖରେ କର୍ଣ୍ଣାଟକର କୋଲାରରେ ପ୍ରଧାନମନ୍ତ୍ରୀ ମୋଦି କରିବେ ପ୍ରଚାର। କୋଲାରରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦି। ଏ ସମ୍ପର୍କିତ ଖବର ଆସିବା ପରେ କର୍ଣ୍ଣାଟକ ସମେତ ଦେଶର ରାଜନୀତି ତୀବ୍ର…

ଧୂମ ୪ରେ ଖଳନାୟକ ହେବେ ଜନ ଆବ୍ରାହାମ

ମୁମ୍ବାଇ: ୟଶରାଜ ଫିଲ୍ମସର ଧୂମ ୪ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ପର୍ଯ୍ୟନ୍ତ ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏହାର ଷ୍ଟାରକାଷ୍ଟ ନେଇ ଘୋଷଣା କରାଯାଇ ନାହିଁ । ୨୦୦୪ରେ ଧୂମ ଫିଲ୍ମରେ ଜନ ଆବ୍ରାହାମ ଖଳନାୟକ ଭୂମିକାରେ ଚର୍ଚ୍ଚିତ ହୋଇଥିଲେ । ଏହି ଫିଲ୍ମ ସୁପରହିଟ ମଧ୍ୟ ହୋଇଥିଲା ।…