Latest Odisha News

BREAKING NEWS

Browsing Category

ଫିଚର

କିଏ ଏହି ମନୋଜ ମୋଦି ? ୧୫୦୦ କୋଟିର ଘର କାହିଁକି ଉପହାରରେ ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ:ଏସିଆର ଧନୀ ବ୍ୟକ୍ତି ଏବଂ ଦେଶର ସବୁଠାରୁ ବଡ କମ୍ପାନୀ ରିଲାଏନ୍ସର ମାଲକ ମୁକେଶ ଅମ୍ବାନୀ । ରିଲାଏନ୍ସ ର ବ୍ୟବସାୟ ଆକାଶ ଛୁଇଁଛି । ଦେଶରୁ ବିଦେଶ ସବୁଆଡେ ବ୍ୟାପିଛି କାରବାର । ହେଲେ ରିଲାଏନ୍ସର ଗୋଟିଏ ପରେ ଗୋଟିଏ ଡିଲ୍ ବଢିବା ପଛରେ କାମ କରୁଥାଏ ଗୋଟିଏ ମୁଣ୍ଡ । ସେ…

ଏହି ତାରିଖରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଦୁବାଇ ପରେ ଖୁବଶୀଘ୍ର ଇଣ୍ଡିଗୋ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ଯୋଗାଇବ । ଜୁନ୍ ୫ ତାରିଖରୁ ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍ଗକକୁ ବିମାନ ଉଡ଼ାଣ କରିବ । ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ ସପ୍ତାହକୁ ଦୁଇ ଥର ଏହି ୨ଟି…

ବିନା ଦୋଷରେ ଡ୍ରଗ୍ସ କେସ୍‌ରେ ଫସି ବିଦେଶ ଜେଲ୍‌ରେ ବନ୍ଦୀ ବଲିଉଡ୍ ଅଭିନେତ୍ରୀ; ଷଡଯନ୍ତ୍ରକାରୀ ଗିରଫ

ମୁମ୍ବାଇ: ବିନା ଦୋଷରେ ବିଦେଶ ଜେଲ୍‌ରେ ଦଣ୍ଡ ଭୋଗୁଛନ୍ତି ବଲିଉଡ୍ ଅଭିନେତ୍ରୀ କ୍ରୀଷନ ପରେରା। ଡ୍ରଗ୍ସ କେସ୍‌ରେ ତାଙ୍କୁ ଫସାଇ ଦିଆଯାଇଛି। ପରିବାର ଲୋକଙ୍କ ଅଭିଯୋଗ ପରେ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ୍। ମୁମ୍ବାଇ ବୋରିବଲିରେ ରହୁଥିବା ଅନ୍ଥୋନୀ ପଲ୍‌ ଓ ମହାରାଷ୍ଟ୍ର…

ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ଖୁକୁଣ୍ଡି ଗୋଠ ନିକଟରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକଙ୍କ ନାଁ  ମନୋଜ ବିଶ୍ୱାଳ ଓ ତାଙ୍କର ଘର ବସୋଇ ଗାଁରେ ବୋଲି ଜଣାଯାଇଛି ।  ପ୍ରେମ ଜନିତ କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି…

କାବୁଲ ବିମାନ ବନ୍ଦର ବିସ୍ଫୋରଣର ମାଷ୍ଟରମାଇଣ୍ଡକୁ ହତ୍ୟା କଲା ତାଲିବାନ

କାବୁଲ୍‌: କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦର  ଆତ୍ମଘାତୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଇସଲାମିକ ଷ୍ଟେଟର ଆତଙ୍କବାଦୀକୁ ହତ୍ୟା କରିଛନ୍ତି ତାଲିବାନ । ଆମେରିକା ଅଧିକାରିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିହତ ଆତଙ୍କୀ ୨୦୨୧ ଅଗଷ୍ଟ ୨୬ରେ  କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ…

ରତନ ଟାଟାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲା ଅଷ୍ଟ୍ରେଲିଆ

କାନବେର୍ରା: ରତନ ଟାଟାଙ୍କୁ ଅଷ୍ଟ୍ରେଲିଆରେ ସମ୍ମାନ। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର ଅଫ୍ ଅଷ୍ଟ୍ରେଲିଆ(ଏଓ)ରେ ରତନ ଟାଟାଙ୍କୁ ସମ୍ମାନିତ କରାଯାଇଛି। ବାଣିଜ୍ୟ ପୁଞ୍ଜି ନିବେଶ ଆଦି ପ୍ରସଙ୍ଗରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିପାଖିକ ସମ୍ପର୍କକୁ ମଜଭୁତ୍ କରିବାରେ ରତନ ଟାଟାଙ୍କର…

ଦିଲ୍ଲୀ ମେୟର ଓ ଡେପୁଟି ମେୟର ନିର୍ବାଚନ; ନିଶ୍ଚିତ ଜିତିବା ନେଇ ଆଶାବାଦୀ ଆପ୍

ନୂଆଦିଲ୍ଲୀ: ନୂତନ ଆର୍ଥିକ ବର୍ଷ ପାଇଁ ଆଜି(ଏପ୍ରିଲ ୨୬) ଦିଲ୍ଲୀ ମେୟର ଓ ଡେପୁଟି ମେୟର ନିର୍ବାଚନ ହେବ। ମେୟର ପଦ ପାଇଁ ବର୍ତ୍ତମାନର ମେୟର ଥିବା ଆପ୍‌ ପ୍ରାର୍ଥୀ ଶେଲି ଓବରଏ ଓ ବିଜେପିର ଶିଖା ରୟଙ୍କ ମଧ୍ୟରେ ଟକ୍କର ହେବ। ସେହିପରି ଡେପୁଟି ମେୟର ପଦ ପାଇଁ ବର୍ତ୍ତମାନର ଏହି ପଦରେ ଆପର ଆଲେ…

ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌କୁ ବୋମାମାଡ଼ ଧମକ; ନିଜ ପିଲାଙ୍କୁ ଧରି ସ୍କୁଲ୍‌ରୁ ପଳାଇଲେ ଅଭିଭାବକ

ନୂଆଦିଲ୍ଲୀ: ମଥୁରା ରୋଡ୍ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌କୁ ବୋମାମାଡ଼ ଧମକ ମିଳିଛି। ବୁଧବାର ସକାଳେ ସ୍କୁଲ୍‌ ପରିସରରେ ବୋମା ଖଞ୍ଜା ଯାଇଥିବା ଇ-ମେଲ୍ ଜରିଆରେ ଧମକ ଦିଆଯାଇଛି। ବୋମାମାଡ଼ ଧମକ ମିଳିବା ପରେ ସ୍କୁଲ୍ ପରିସରରେ ଭୟର ବାତାବରଣ ଖେଳିଯାଇଛି। ବୋମାମାଡ଼ ଧମକ ମିଳିବା ପରେ…

ପୁଣି ବଢିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: କିଛିଦିନ କମିବା ପରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ୯୬୨୯ କରୋନା ରୋଗୀ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ସେହିପରି ୨୯ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ମୃତକଙ୍କୁ ମିଶାଇଲେ ଦେଶରେ ମୋଟ…

ଅପରେଶନ କାବେରୀର ତୃତୀୟ ପର୍ଯ୍ୟାୟ; ଯୁଦ୍ଧଗ୍ରସ୍ତ ସୁଦାନରୁ ଉଦ୍ଧାର ହେଲେ ୫୦୦ ଭାରତୀୟ

ନୂଆଦିଲ୍ଲୀ: ସୁଦାନରେ ଥମିନି ଗୃହ ଯୁଦ୍ଧ  । ଏବେ ବି ସେଠାରେ ସ୍ଥିତି ସାଂଘାତିକ । ଏପରି ସ୍ଥିତିରେ  ଫସି ରହିଛନ୍ତି ହଜାର ହଜାର ଭାରତୀୟ ତଥା ଅନ୍ୟ ବିଦେଶୀ । ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଭାରତ ସରକାର ଆରମ୍ଭ କରିଛନ୍ତି ଅପରେଶନ କାବେରୀ । ଅପରେଶନ କାବେରୀରେ ୩ଟି…