Latest Odisha News

BREAKING NEWS

Browsing Category

ଫିଚର

ଝାରସୁଗୁଡା ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ତରୁଣ ପାଣ୍ଡେ

ଝାରସୁଗୁଡା: କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଶନିବାର ଝାରସୁଗୁଡା ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ କଂଗ୍ରେସର ବହୁ କର୍ମୀ, ବରିଷ୍ଠ ନେତା, ପିସିସି ସଭାପତି ଓ ବିଧାୟକ ସୁରେଶ ରାଉତରାୟ, ତାରା ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ…

୧୭ରେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖ ଦିନ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାର୍ଥୀପତ୍ର ଦାଖଲ କରିବେ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସ୍ଥାନୀୟ ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ,…

ରାଜଧାନୀ ଉପକଣ୍ଠ ରସୁଲଗଡରେ ଥିବା ମା’ କୋଚିଲେଇ ହାଟ ହେବ ପ୍ଲାଷ୍ଟିକ ମୁକ୍ତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ରସୁଲଗଡରେ ଥିବା ମା' କୋଚିଲେଇ ହାଟ ହେବ ପ୍ଲାଷ୍ଟିକ ମୁକ୍ତ। ଏଣିକି ଯିଏ ଆସିବେ ସିଏ ବ୍ୟାଗ ଧରି ଆସିବେ। ନଚେତ ଦୋକାନୀ ପଲିଥିନ କିମ୍ବା ପ୍ଲାଷ୍ଟିକ ଜିନିଷରେ ଜିନିଷ ଦେବେ ନାହିଁ। ଶନିବାର ଦିନ ମାର୍କେଟର ବ୍ୟବସାୟୀମାନେ ଏକକ ବ୍ୟବହାର ପଲିଥିନ ବ୍ୟବହାର…

ୟୁପିରେ ମାଫିଆ ଡନ୍ ଅତିକ୍ ଓ ଅସରଫକୁ ହତ୍ୟା କରିଥିବା ତିନି ହତ୍ୟାକାରୀ କିଏ? ସାମ୍ନାକୁ ଆସିଲା ନାଁ

ଲକ୍ଷ୍ନୌ: ମାଫିଆ ଡନ୍ ଅତିକ ଅହମ୍ମଦ ଏବଂ ତାର ଭାଇ ଅସରଫକୁ ପ୍ରୟାଗରାଜରେ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ସମଗ୍ର ରାଜ୍ୟରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏହି ଘଟଣା ଘଟାଇଥିବା ୩ ଆକ୍ରମଣକାରୀଙ୍କ ନାମ ମଧ୍ୟ…

ସମ୍ବଲପୁରରେ ଏନଡିଏ, ସିଡିଏସ୍ ଏବଂ ହାଇକୋର୍ଟ ଏଏସଓ ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ ନିୟମରେ କୋହଳ

ସମ୍ବଲପୁର: ଆଜି ସାରା ରାଜ୍ୟରେ ଏନଡିଏ, ସିଡିଏସ୍ ଏବଂ ହାଇକୋର୍ଟ ଏଏସଓ ପରୀକ୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ଚାଲିଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ କର୍ଫ୍ୟୁ ନିୟମରେ ଟିକିଏ କୋହଳ କରିଛି। ଜିଲ୍ଲାପାଳ ଅନନ୍ୟା ଦାସ ଏହି…

ସଡ଼କ ସୁରକ୍ଷା ଉପରେ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ଏପ୍ରିଲ ୨୨ରେ ହେବ ବୈଠକ

ଭୁବନେଶ୍ୱର: ସଡକ ଦୁର୍ଘଟଣା ରୋକିବାକୁ ହେବ ସଚେତନତା କାର୍ଯ୍ୟକ୍ରମ । ସାମିଲ ହେବେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ଏପ୍ରିଲ ୨୨ରେ ସଡକ ସୁରକ୍ଷା ଉପରେ ଏହିପରି ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।…

ସକାଳେ ପୁଅକୁ କବର, ରାତିରେ ଅତିକକୁ ହତ୍ୟା; କେଉଁ ରାଜନୈତିକ ଦଳ ସହ ଥିଲା ଲିଙ୍କ୍?

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମାଫିଆ ଅତିକ ଅହମ୍ମଦ ଏବଂ ତାର ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଛି। ଅତିକ୍ ଅହମ୍ମଦ ପୂର୍ବରୁ ସମାଜବାଦୀ ପାର୍ଟିର ସାଂସଦ ତଥା ବିଧାୟକ ଥିଲେ। ମାଫିଆ ଏବଂ ତାର ଭାଇଙ୍କ ହତ୍ୟା ପରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ପ୍ରତିକ୍ରିୟା…

ପୋଲିସ ଓ ଗଣମାଧ୍ୟମର କ୍ୟାମେରା ସାମ୍ନାରେ ମାଫିଆ ଡନ୍ ଅତିକ ଅହମ୍ମଦ ଏବଂ ତାର ଭାଇ ଅସରଫକୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ପୋଲିସ ଓ ଗଣମାଧ୍ୟମର କ୍ୟାମେରା ସାମ୍ନାରେ ମାଫିଆ ଡନ୍ ଅତିକ୍ ଅହମ୍ମଦ ଏବଂ ତାର ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଛି। ଉଭୟଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ଏହି ହତ୍ୟାକାଣ୍ଡ ପ୍ରୟାଗରାଜରେ ହୋଇଛି। ପୋଲିସ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିବା ବେଳେ ହଠାତ ଦୁଇ ଜଣ…

ରାହୁଲଙ୍କ ଅର୍ଦ୍ଧଶତକ, ପଞ୍ଜାବ ସମ୍ମୁଖରେ ୧୬୦ ରନର ଲକ୍ଷ୍ୟ

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ୧୬୦ ରନର ବିଜୟ ଲକ୍ଷ୍ୟ ପଞ୍ଜାବ କିଙ୍ଗସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଅଧିନାୟକ କେଏଲ ରାହୁଲଙ୍କ ୭୪ ରନର ଇନିଂସ ବଳରେ ଲକ୍ଷ୍ନୌ ୮ ୱିକେଟ ବିନିମୟରେ ୧୫୯ ରନ କରିବାକୁ ସକ୍ଷମ…

୧୭ରୁ ସକାଳୁଆ ସ୍କୁଲ୍, ଦିନ ୧୧ଟା ଯାଏ ହେବ ପ୍ରଥମରୁ ଦ୍ୱାଦଶ ପାଠପଢ଼ା

ଭୁବନେଶ୍ୱର: ପ୍ରବଳ ଖରା ପାଇଁ ରାଜ୍ୟରେ ବିଦ୍ୟାଳୟ ଗୁଡ଼ିକୁ ୧୬ ତାରିଖ ଯାଏ ଛୁଟି ଘୋଷଣା କରିଥିଲେ ସରକାର । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସରକାର ୧୭ ତାରିଖରୁ ବିଦ୍ୟାଳୟ ସକାଳୁଆ ଖୋଲିବା ଲାଗି ନିଷ୍ପତ୍ତି ନେଇଛନ୍ତି । ୧୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ…