Latest Odisha News

BREAKING NEWS

Browsing Category

ଫିଚର

ମୁଁ ଆଇପିଏଲ ନୁହେଁ ପ୍ରୀତିଙ୍କୁ ଦେଖା କରିବାକୁ ଆସିଛି

ଲକ୍ଷ୍ନୌ: ଆଇପିଏଲରେ କ୍ରିକେଟ ବ୍ୟତୀତ ଦର୍ଶକମାନଙ୍କୁ ଅନେକ କ୍ଷେତ୍ରରେ ମନୋରଞ୍ଜନର ସୁଯୋଗ ମିଳିଥାଏ । ଶନିବାର ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ଏହି ମ୍ୟାଚରେ ଷ୍ଟାଡିୟମରେ ଜଣେ ଯୁବକଙ୍କ ପ୍ଲାକାର୍ଡ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।…

ଚିନ୍ତା ବଢ଼ାଉଛି କରୋନା ! ଦେଶରେ ୧୦ହଜାର୯୩ ଓ ରାଜ୍ୟରେ ୧୫୦୫ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟା ମଧ୍ୟରେ ୧୦ହଜାର୯୩ଜଣ ନୂତନ କରୋନା ସଂକ୍ରମଣ ଚିହ୍ନଟ ଓ ଦିନକରେ ୧୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୫୪୨ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁସଂଖ୍ୟା…

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଦାଦାଙ୍କୁ ଗିରଫ କଲା ସିବିଆଇ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଦାଦା ୱାଇଏସ୍ ଭାସ୍କର ରେଡ୍ଡୀଙ୍କୁ ଗିରଫ କଲା ସିବିଆଇ। ଭାସ୍କର ରେଡ୍ଡୀ ୱାଇଏସ୍‌ଆର୍‌ସିପି ସାଂସଦ ୱାଇଏସ୍‌ ଅବିନାଶ ରେଡ୍ଡୀଙ୍କ ବାପା ମଧ୍ୟ। ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ଘଟଣାରେ…

କ୍ଷମତା ହାସଲ ପାଇଁ ସୁଦାନ ଆର୍ମି ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ଯୁଦ୍ଧ: ୨୭ ମୃତ, ୧୮୩ରୁ ଅଧିକ ଆହତ

ଖାର୍ତୋମ: କ୍ଷମତା ହାସଲ କରିବାକୁ ସୁଦାନ ଆର୍ମି ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ରାଜଧାନୀ ଖାର୍‌ତୋମ୍‌ରେ ହୋଇଥିବା ଗୁଳିକାଣ୍ଡରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ୧୮୩ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଅନେକ ବେଶି ବୋଲି ସୁଦାନ ଡାକ୍ତର ସଂଘ କହିଛି।…

‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ ମୁକୁଟ ପିନ୍ଧିଲେ ନନ୍ଦିନୀ ଗୁପ୍ତା 

ନୂଆଦିଲ୍ଲୀ : ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ମୁକୁଟର ‘ଗ୍ରାଣ୍ଡ୍‌ ଫିନାଲେ’ରେ ନନ୍ଦିନୀ ଗୁପ୍ତା ବିଜୟିନୀ ହୋଇଛନ୍ତି । ୩୦ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି ରାଜସ୍ଥାନର ନନ୍ଦିନୀ ଗୁପ୍ତା। ଶନିବାର ଦିନ ମଣିପୁରର ଇମ୍ଫାଲ୍‌ସ୍ଥିତ ଖୁମାନ୍‌ ଲମ୍ପକ୍‌ ଇଣ୍ଡୋର୍‌…

ବିଜେପି ନିର୍ଦ୍ଦେଶରେ ସିବିଆଇ ମୋତେ ଗିରଫ କରିପାରେ: ଅରବିନ୍ଦ କେଜରିୱାଲ୍

ନୂଆଦିଲ୍ଲୀ: ମଦ ଦୁର୍ନୀତି ଅଭିଯୋଗରେ କେଜରିୱାଲ୍‌ଙ୍କୁ ସମନ କରିଛି ସିବିଆଇ। ଆଉ କିଛି ସମୟରେ ପରେ ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବେ। ହେଲେ ତା ପୂର୍ବରୁ ଏକ ଭିଡିଓ ଜାରି କରିଛନ୍ତି କେଜରିୱାଲ୍। ଏଥିରେ ସେ ବିଜେପିକୁ ଟାର୍ଗେଟ୍ କରିବା ସହ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା…

ଆମ୍ବେଦକରଙ୍କ ଜୟନ୍ତୀ ପାଳନ ବେଳେ ଟେକାପଥର ମାଡ଼ରେ ୧୧ ଜଣ ଆହତ

ମଥୁରା: ଆମ୍ବେଦକର ଜୟନ୍ତୀ ପାଳନ ବେଳେ ଟେକାପଥର ମାଡ଼ରେ ୧୧ ଜଣ ଆହତ ହୋଇଛନ୍ତି। ଗତକାଲି ଉତ୍ତରପ୍ରଦେଶ ମଥୁରାରେ ଏଭଳି ଘଟଣା ଘଟିଛି। ଅମ୍ବେଦକରଙ୍କ ଶୋଭାଯାତ୍ରା ବେଳେ କିଛି ଦୁର୍ବୃତ୍ତ ଆମ୍ବେଦକରଙ୍କ ବିରୋଧରେ ଅପମାନଜକ ଟିପ୍ପଣୀ ଦେଇଥିଲେ। ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍…

ଆଜିଠୁ କମିବ ତାତି, ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ କମିବ ତାତି । ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଆଜିଠାରୁ ଆରମ୍ଭ ହୋଇପାରେ ବର୍ଷା । ରାଜ୍ୟରେ ଚାରି ଦିନ କାଳବୈଶାଖୀ ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ରାଜ୍ୟର ସର୍ବାଧିକ ଦିନ…

ଟିକେଟ୍ ନ ମିଳିବାରୁ ବିଜେପି ଛାଡିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦିଶ ଶେତ୍ତାର

ବେଙ୍ଗାଲୁରୁ: ନିର୍ବାଚନ ଲଢିବାକୁ ଟିକେଟ୍ ନ ମିଳିବାରୁ କର୍ଣ୍ଣାଟକରେ ବିଜେପି ଛାଡ଼ୁଛନ୍ତି ଜଣଙ୍କ ପରେ ଜଣେ ବରିଷ୍ଠ ନେତା। ଗତ ଏପ୍ରିଲ ୧୨ ତାରିଖରେ କର୍ଣ୍ଣାଟକର ପୂର୍ବତନ ଉପୁମୁଖ୍ୟମନ୍ତ୍ରୀ ଥିବା ଲକ୍ଷ୍ମଣ ସାବଦୀ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ଆଉ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ…

ଅତିକ ବ୍ରଦର୍ସ ହତ୍ୟା ଘଟଣାରେ ହେବ ନ୍ୟାୟିକ ଯାଞ୍ଚ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ

ଲକ୍ଷ୍ନୌ: ପ୍ରୟାଗରାଜରେ ମାଫିଆ ଡନ ତଥା ରାଜନେତା ଅତିକ ଅହମ୍ମଦ ଏବଂ ତାର ଭାଇ ଅସରଫ ତିନି ଦୁର୍ବୃତ୍ତ ହତ୍ୟା କରିବା ପରେ ଏହି ଘଟଣାରେ ନ୍ୟାୟିକ ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ଏହି ଘଟଣା…