Latest Odisha News

BREAKING NEWS

Browsing Category

ଫିଚର

ପୁଟିନଙ୍କ ବ୍ୟକ୍ତିଗତ ଜୀବନର ରହସ୍ୟ ଖୋଲିଲେ ଦେହରକ୍ଷୀ; କହିଲେ ମୋବାଇଲ ଧରନ୍ତିନି ରାଷ୍ଟ୍ରପତି

ମସ୍କୋ: ଅତ୍ୟାଧୁନିକ ଯନ୍ତ୍ରପାତିର ଭଣ୍ଡାର ରହିଛି ଏଠି । ଖାଲି ୟୁକ୍ରେନ ନୁହଁ ନିଜ ସ୍ୱାଭିମାନ ପାଇଁ ସାରା ବିଶ୍ୱ ସହ ଲଢିବା ପାଇଁ ପ୍ରସ୍ତୁତ ଅଛି । ହେଲେ ଏମିତି ଏକ  ଦେଶର ରାଷ୍ଟ୍ରପତି ଆଜିର ଦିନରେ ମୋବାଇଲ ଫୋନ ବ୍ୟବହାର କରନ୍ତି ନାହିଁ । ଏକଥା ଶୁଣିଲେ ଆପଣ ବିଶ୍ୱାସ କରିବେ ?…

ତାଇୱାନ ସୀମାରେ ଚୀନର ସମରାଭ୍ୟାସ ଉପରେ କଡା ନଜର ରଖିଛୁ: ଆମେରିକା

ୱାଶିଂଟନ ଡିସି: ତାଇୱାନ ରାଷ୍ଟ୍ରପତି ତ୍ସାଇ ଇଙ୍ଗ ୱେନ୍‌ଙ୍କର ଆମେରିକା ଗସ୍ତ ଚୀନକୁ ଚିଡ଼ାଇ ଦେଇଛି। ଏଥିପାଇଁ ସେ ତାଇୱାନ ସୀମା ନିକଟରେ ୩ ଦିନିଆ ସମରାଭ୍ୟାସ ଘୋଷଣା କରି ପଡ଼ୋଶୀ ଦେଶକୁ ଯୁଦ୍ଧ ପାଇଁ ଉକ୍‌ସାଉଛି। ତାଇୱାନ୍‌ର ଉଭୟ ଆକାଶ ସୀମା ଓ ଜଳ ସୀମାରେ ଚୀନ ଯୁଦ୍ଧ ଜାହାଜ ଓ ବିମାନ…

କରୋନା ଆକ୍ଟିଭ୍ କେସ୍ ୩୨ ହଜାର ପାର୍; କମିଛି ଟିକାକରଣ

ନୂଆଦିଲ୍ଲୀ: ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୪ ଘଣ୍ଟାରେ ୫୩୫୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅକ୍ଟିଭ୍ କେସ୍ ୩୨,୮୧୪ ହୋଇଛି। ଅନ୍ୟପଟେ ଗତକାଲି ସବୁଠାରୁ କମ୍ ଟିକାକରଣ ହୋଇଛି। ଦିନକରେ ମାତ୍ର ୬୫୯ ଜଣଙ୍କୁ…

ଜୁନାଗଡ଼-ନବରଙ୍ଗପୁର ରେଳପଥକୁ ମଞ୍ଜୁରୀ; ୬୦ବର୍ଷ ଅପେକ୍ଷାର ଅନ୍ତ

ନବରଗଙ୍ଗପୁର: ୬୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଜୁନାଗଡ଼-ନବରଙ୍ଗପୁର ରେଳପଥକୁ ଶେଷରେ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ପିଏମ୍‌ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍‌ ଅଧୀନରେ ଥିବା ଏନ୍‌ପିଜି(ନେଟୱାର୍କିଂ ପ୍ଲାନିଂ ଗ୍ରୁପ୍)ର ଅଧିବେଶନରେ ୧୧୬କିମି ବିଶିଷ୍ଟ ବ୍ରଡ-ଗଜ୍ ଲାଇନ୍‌କୁ…

ନୂଆ ଲୁକରେ ବାଘ ଗଣନା କରି ବାହାରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆ ରୂପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ମୁଣ୍ଡରେ କଳା ହ୍ୟାଟ, ଖାକି ପ୍ୟାଣ୍ଟ ସହ ପ୍ରିଣ୍ଟେଡ ସାର୍ଟ, କଳା ଯୋତା ଓ ହାତରେ ଏକ ଜ୍ୟାକେଟ ଧରି ଚାଲୁଛନ୍ତି ମୋଦି । ଖୁବ ସ୍ମାର୍ଟ ଏବଂ ୟଙ୍ଗ ଲୁକିଂ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟ୍ୱିଟରରେ ଏକ ଫଟୋ ସେୟାର…

ଘରୋଇ ଛାତରୁ ହଟିବ ହୋର୍ଡିଂ, ଆଦାୟ ହେବ ଫାଇନ: ଠିକା ସଂସ୍ଥାକୁ ଦାୟତ୍ୱ ଦେଲା ବିଏମସି

ଭୁବନେଶ୍ବର: ରାଜଧାନୀର ଘରୋଇ ଛାତ ଉପରୁ ହଟିବ ହୋର୍ଡିଂ । ହୋର୍ଡିଂ ସହ ଲୁହା ଫ୍ରେମକୁ ବି ଉଠାଇନେବ ବିଏମସି । ମାସେ ମଧ୍ୟରେ ସବୁ ହୋର୍ଡିଂକୁ ହଟାଇବା ପାଇଁ ଟାର୍ଗେଟ ରଖିଛି ବିଏମସି । ଯୁଦ୍ଧକାଳୀନ ଭିତ୍ତରେ ଏସବୁ କାମ କରାଯିବ । ଏଥିପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ।…

ଆଉ ୨ ଦିନ କାଳବୈଶାଖୀ ବର୍ଷା; ୧୧ରୁ କମିବ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଜାରି ରହିଛି।  ଆଉ ୨ ଦିନ ଏହାର ପ୍ରଭାବ ରହିବ। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ଏହିଭଳି ବର୍ଷା ଓ ପବନ ହେବ। ତେବେ ୧୧ ତାରିଖରୁ ରାଜ୍ୟରେ କାଳ‌ବୈଶାଖୀର ପ୍ରଭାବ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…

ଜୁନ୍ ୧ରୁ ସବୁ ଗାଡିରେ ଲାଗିବ ପାନିକ ବଟନ ଓ ଲୋକେସନ ଟ୍ରାକିଂ ଡିଭାଇସ

ଭୁବନେଶ୍ୱର: ଏଣିକି ସବୁ ଗାଡିରେ ଲାଗିବ ପାନିକ ବଟନ । ଏହା ବଧ୍ୟତାମୂଳକ କରାଯିବ । ଜୁନ ୧ ତାରିଖରୁ ଏହି ନିୟମକୁ କଡାକଡି କରାଯିବ ବୋଲି କହିଚି ବାଣିଜ୍ୟ ଓ ପରିବହନ ବିଭାଗ । ଗାଡ଼ି ଭିତରେ ଅସଦାଚରଣ, ଅପହରଣ ପରି ଘଟଣାମାନ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଯାତ୍ରୀବାହୀ  ଏବଂ…

ମୁମ୍ବାଇ ଇଣ୍ଡିଆନ୍ସକୁ ୭ ଓ୍ୱିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ

ମୁମ୍ବାଇ: ଚଳିତ ଆଇପିଏଲର ସିଜିନର  ଦ୍ୱାଦଶ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗସ ଦଳ ଏକତରଫା ଭାବେ ମ୍ୟାଚ ବିଜୟୀ ହୋଇଛି । ୧୫୮ ରନ୍‌ର ଟାର୍ଗେଟକୁ ପିଛା କରି ପଡିଆକୁ…

୩୦୦ ଚାକିରି ଆଶାୟୀଙ୍କୁ ଠକିଥିବା ଅଭିଯୋଗରେ କନିଷ୍ଠ କିରାଣୀ ଗିରଫ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୩୦୦ ଚାକିରି ଆଶାୟୀଙ୍କୁ ଠକିଥିବା ଅଭିଯୋଗରେ କମିସନରେଟ୍ ପୋଲିସ ଶନିବାର ଜଣେ କନିଷ୍ଠ କିରାଣୀଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗରେ କନିଷ୍ଠ କିରାଣୀ ଭାବେ ନିୟୋଜିତ…