Latest Odisha News

BREAKING NEWS

Browsing Category

ଫିଚର

ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା-୨୦୨୪ରେ ସିବିଏସଇ ଆଣିବ ବଡ ପରିବର୍ତ୍ତିନ; ଜାଣନ୍ତୁ, କ’ଣ ରହିଛି ପରିବର୍ତ୍ତନ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନ (CBSE) ପକ୍ଷରୁ ୨୦୨୪ ବୋର୍ଡ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ ଆଣୁଥିବା ଘୋଷଣା କରାଯାଇଛି । ପରିବର୍ତ୍ତିତ ନିୟମ ଅନୁଯାୟୀ, ୨୦୨୪ ବୋର୍ଡ ପରୀକ୍ଷାରେ  ମଲଟିପୁଲ ଚଏସ(MCQs) ପ୍ରଶ୍ନ ଉପରେ ବେଶି ଗୁରୁତ୍ୱ ଦିଆଯିବ ।…

ରୂପି ସମସ୍ୟାକୁ ନେଇ ଚିନ୍ତିତ କି ?

କେଶରେ ରୂପି ସମସ୍ୟା ପ୍ରାୟତଃ ସମସ୍ତଙ୍କର ଦେଖାଦେଇଥାଏ । କିଛି ଲୋକଙ୍କର ବର୍ଷସାରା ରୁପି ସମସ୍ୟା ଲାଗି ରହିଥାଏ ତ ଅନ୍ୟ କିଛି ଲୋକଙ୍କର ବିଶେଷକରି ଶୀତଦିନରେ ଏହା ଅତ୍ୟଧିକ ପରିମାଣରେ ହୋଇଥାଏ । ମନେ ହୁଏ କି ଆମେ କେଶର ଉଚିତ୍‌ ଯତ୍ନ ନେଉନାହାଁନ୍ତି  । ସେଥିପାଇଁ ହୁଏତ ଏହି ସମସ୍ୟା…

କୁକୁଡ଼ା ଚୋରିକୁ ନେଇ ଭଉଣୀ ଉପରକୁ ଏସିଡ୍ ଫିଙ୍ଗିଲା ଭଉଣୀ, ୪ ଗୁରୁତର

ବଲାଙ୍ଗିର: ଭଉଣୀ-ଭଉଣୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟ କରିଛି କୁକୁଡ଼ା ଚୋରି । ସାମାନ୍ୟ କୁକୁଡ଼ା ପାଇଁ ଏସିଡ୍ ମାଡ଼ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କୁକୁଡ଼ା କିଏ ନେଲା ? ତୁ ନେଇଛୁ କହି ଭଉଣୀର ପରିବାର ଉପରକୁ ଏସିଡ୍ ଫିଙ୍ଗିଛନ୍ତି ଭଉଣୀ ଓ ପୁତୁରା । ଏଭଳି ଅଭାବନୀୟ ଘଟଣା…

ସଙ୍ଗୀତ ପାଇଁ ହତ୍ୟା, ଓଡ଼ିଶା ପୋଲିସ ଡିଏସପିଙ୍କ ୨ ପୁଅ ସହ ଅନ୍ୟ ଜଣେ ଗିରଫ

ଭୁବନେଶ୍ୱର: ବେଙ୍ଗଳୁରୁରେ ସଙ୍ଗୀତ ପାଇଁ ହତ୍ୟା ମାମଲାରେ ଓଡ଼ିଶା ପୋଲିସରେ ଡିଏସପି ଥିବା କେଶବ କୁମାର ସାମନ୍ତରାୟଙ୍କ ଦୁଇ ପୁଅ ଓ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି । ୩ ଦିନ ତଳେ ବେଙ୍ଗଳୁରୁରେ ୫୪ ବର୍ଷୀୟ ଲୟଡ ନେହେମିଆଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ମାମଲାରେ ବେଙ୍ଗଳୁରୁ ପୋଲିସ…

ଥାଇଲାଣ୍ଡ ସନ୍ତରଣ ଚାମ୍ପିୟନଶିପ: ରୌପ୍ୟ ଜିତିଲେ ଓଡିଶାର ପ୍ରତ୍ୟାଶା

ଭୁବନେଶ୍ୱର: ଓଡିଶାର ଉଦୀୟମାନ ସନ୍ତରଣକାରୀ ପ୍ରତ୍ୟାଷା ରାୟ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି । ଥାଇଲାଣ୍ଡରେ ଅନୁଷ୍ଠିତ ବୟସ ଗ୍ରୁପ ସନ୍ତରଣ ଚାମ୍ପିୟନଶିପରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ଶୁକ୍ରବାର ବ୍ୟାଙ୍କକର ଆସ୍ୟୁମଶନ ୟୁନିଭରସିଟିରେ ଅନୁଷ୍ଠିତ…

ଆସନ୍ତୁ ଜାଣିବା ହାଇବ୍ରିଡ ସୂର୍ଯ୍ୟପରାଗ କାହାକୁ କୁହାଯାଏ

ନୂଆଦିଲ୍ଲୀ: ୨୦ ଏପ୍ରିଲରେ ହାଇବ୍ରିଡ ସୂର୍ଯ୍ୟପରାଗ ହେବ । ତେବେ କାହିଁକି ଏ ଭଳି ନାମକରଣ କରାଯାଇଛି ଆସନ୍ତୁ ଜାଣିବା । ଯଦି ଆପଣମାନେ ଏହି ସୂର୍ଯ୍ୟପରାଗକୁ ଦେଖି ନ ପାରିବେ ତାହାହେଲେ ଏଥିପାଇଁ ୨୦୩୧କୁ ଅପେକ୍ଷା କରିବାକୁ ପଡିବ । ତେବେ ଏହି ପରାଗ ଭାରତରେ ଦୃଶ୍ୟମାନ ହେବନି । ରାଷ୍ଟ୍ରୀୟ…

ବିରୋଧୀ ଦଳକୁ ଦେଶ କେବେ କ୍ଷମା ଦେବ ନାହିଁ : ଅମିତ ଶାହା

ଉତ୍ତର ପ୍ରଦେଶ : ବିରୋଧୀ ଦଳ ଓ ଖାସ କରି କଂଗ୍ରେସ ଉପରେ ଶୁକ୍ରବାର ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଉତ୍ତର ପ୍ରଦେଶର କୌଶାମ୍ବୀ ପର୍ବର ଉଦଘାଟନ ପରେ ଏକ ଜନସଭାକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ନେଇ ସଂସଦ କାର୍ଯ୍ୟରେ…

କୋଭିଡ୍-୧୯ ପରିଚାଳନା ନେଇ ରାଜ୍ୟମାନଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ ମାଣ୍ଡବୀୟଙ୍କ ପରାମର୍ଶ, ଏପ୍ରିଲ ୧୦ ଓ ୧୧ରେ…

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶୁକ୍ରବାର ଦେଶରେ ବୃଦ୍ଧି ପାଉଥିବା କୋଭିଡ-୧୯ ସ୍ଥିତିର ସମୀକ୍ଷା କରିଛନ୍ତି । ଭର୍ଚୁଆଲ ବୈଠକ କରି ମାଣ୍ଡବୀୟ ସବୁ ରାଜ୍ୟ ଓ‌ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ‌। ଅଧିକ ମାମଲା…

ପୂର୍ବରୁ ଚିହ୍ନି ନ ଥିଲେ, ଏବେ ଉର୍ବଶୀଙ୍କୁ ବିବାହ ପ୍ରସ୍ତାବ ଦେଲେ ଏହି ପାକିସ୍ତାନ କ୍ରିକେଟର

ମୁମ୍ବାଇ: ପାକିସ୍ତାନୀ କ୍ରିକେଟର ନସୀମ ଶାହ ଏକ ସାକ୍ଷାତକାର ଅବସରରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ଖୋଲାଖୋଲି ଭାବେ ବିବାହ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯଦି ତାଙ୍କର କୌଣସି ଆପତି ନ ଥାଏ ତାହାହେଲେ ମୁଁ ବିବାହ ପାଇଁ ରାଜି ଅଛି । ସୂଚନାଯୋଗ୍ୟ, କିଛି ଦିନ…

ଖୁଣ୍ଟାରେ ବାଇକ୍, ବାରିପଦାରେ ସ୍କୁଟି ପାଇଁ ପରିବହନ ବିଭାଗ କଲା ୭ ହଜାର ଟଙ୍କା ଫାଇନ୍

ବାରିପଦା: ପରିବହନ ବିଭାଗର ଅବହେଳା ପୁଣି ଦେଖିବାକୁ ମିଳିଛି । ବାଇକର ପଞ୍ଜିକୃତ ନମ୍ବରରେ ସ୍କୁଟି ଫଟୋ ଉଠାଇ ପରିବହନ ବିଭାଗ ୭ ହଜାର ଟଙ୍କାର ଇ-ଚାଲାଣ କାଟିଛି । ଏ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ । ଗାଡ଼ି ମାଲିକ ତରୁଣ କୁମାର ମିଶ୍ରଙ୍କ ଅଭିଯୋଗ ଅନୁସାରେ, ତାଙ୍କ…