Latest Odisha News

BREAKING NEWS

Browsing Category

ଫିଚର

ଅତି ଲୋଭ ପାଇଁ ଦେଢ଼ ଲକ୍ଷ ଗଲା, ସ୍ୱାମୀ ଦେଲା ତିନି ତଲାକ୍

କେନ୍ଦ୍ରାପଡ଼ା: ସାଇବର ଠକେଇର ଶିକାର ହେବାରୁ ତିନି ତଲାକ୍ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଡେରାବିଶ ବ୍ଲକ ବାବୁରାମ ପାଟଣା ଗାଁରେ । ସାଇବର ଠକେଇର ଶିକାର ହୋଇ ଦେଢ଼ ଲକ୍ଷ ଟଙ୍କା ହରାଇବା ପରେ ଜମରୁନ୍ ବିବିଙ୍କୁ ସ୍ୱାମୀ ଶେଖ ରାଜିଦ ଫୋନରେ ତିନି ତଲାକ୍ ଦେଇଥିବା ଅଭିଯୋଗ…

ଝାରସୁଗୁଡ଼ା ଉପନିର୍ବାଚନ, ୫ ମନ୍ତ୍ରୀଙ୍କ ସହ ୭ ବରିଷ୍ଠ ନେତାଙ୍କୁ ବ୍ଲକ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାସକ ବିଜେଡି ନବ ଦାସଙ୍କ ଝିଅକୁ ପ୍ରାର୍ଥୀ ଘୋଷଣା କରିବା ସହ ରଣନୀତିରେ ଆଗେଇ ଚାଲିଛି । ଉପନିର୍ବାଚନ ପାଇଁ ଦଳ ୩ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲା । ଆଜି…

୧୦ ବର୍ଷର ଶିଶୁକୁ ବିକ୍ରି କଲା ସଇତାନ୍‌ ବାପା; ମା’ କୋଳକୁ ଫେରାଇଲା ପୋଲିସ

ଯାଜପୁର :  ୧୦ ବର୍ଷର ଶିଶୁକୁ ବିକ୍ରିକଲା ବାପା । ଆରୁହା ହାଟରେ ବିକ୍ରି କରିବାକୁ ସାଙ୍ଗରେ ନେଇଥିଲେ ପୁଅକୁ । ବିକ୍ରି ପୂର୍ବରୁ ମାଡ଼ି ବସିଲା ପୋଲିସ । ଏଭଳି ଅଭାବନୀୟ ଘଟଣା ବଡ଼ଚଣା ଥାନା ଅଧିନ ଶାସନ ପୁରୁଷୋତ୍ତମପୁର ଅଞ୍ଚଳରୁ ସାମ୍ନାକୁ ଆସିଛି  । ସୂଚନା ଅନୁଯାୟୀ,…

ବାଧ୍ୟତାମୂଳକ ହେଲା ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ, ଖିଲାପ କଲେ ଲାଇସେନ୍ସ ରଦ୍ଦ ସହ ଜୋରିମାନା !

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟୀକ ଅନୁଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି । ଯଦିଓ ପୂର୍ବରୁ ମଧ୍ୟ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା, ତେବେ ବର୍ତ୍ତମାନ ଏହାକୁ ଶ୍ରମ ଓ ରାଜ୍ୟ…

ମହାମାୟା ବିଶ୍ୱରୂପା ପୀଠରେ ଝାମୁ ଯାତ୍ରା; ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର : ଭଗବାନଙ୍କ ପ୍ରତି ଥିବା ନିଷ୍ଠା ଓ ବିଶ୍ୱାସର ପ୍ରତୀକ ଏହି ଝାମୁଯାତ୍ରା । ବରୁହାଁ ପଞ୍ଚାୟତ କେତକୀଆ ଜଗତ୍‌ଜନନୀ ମହାମାୟା ବିଶ୍ୱରୂପା ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଛି । ବର୍ଷ ବର୍ଷ ଧରି ଆଦ୍ୟଶକ୍ତି ଜଗତ ଜନନୀ ମହାମାୟା ବିଶ୍ଵରୂପା ପୀଠରେ ଚାଲିଛି ଏହି ପରମ୍ପରା ।ଏହି…

ଭାଇରାଲ ହେଉଛି ତାପସୀଙ୍କ ୬ ପ୍ୟାକ ଚେହେରା

ମୁମ୍ବାଇ: ତାପସୀ ପାନ୍ନୁଙ୍କ ୬ ପ୍ୟାକ ଚେହେରା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାପସୀ ତାଙ୍କର ଏହି ଫଟୋ ଇନଷ୍ଟାଗ୍ରାମରେ ଛାଡିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଏପରିକି କେତେଜଣ ତାଙ୍କୁ ଟାଇଗର ଶ୍ରଫଙ୍କ ସହ ତୁଳନା କରିଛନ୍ତି । ଏହି ଫଟୋରେ ସେ ଜିମ…

କରୋନା ସଂକ୍ରମଣ ବୃଦ୍ଧି ପରେ ଆଲର୍ଟ ମୋଡରେ କେନ୍ଦ୍ର, ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ମନସୁଖ ମାଣ୍ଡବୀୟ 

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଏହାର କିପରି ମୁକାବିଲା କରାଯାଇପାରିବ ସେନେଇ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଦେଶର କୋଭିଡ୍ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶୁକ୍ରବାର ଅପରାହ୍ନରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ…

ପୁଣିଥରେ ଭୟଙ୍କର ସ୍ଥିତି ନେବାକୁ ବସିଲାଣି କରୋନା; ଆଜି ସଂକ୍ରମଣ ୬ ହଜାର ପାର୍

ନୂଆଦିଲ୍ଲୀ: ପୁଣିଥରେ ଭୟଙ୍କର ସ୍ଥିତି ନେବାକୁ ବସିଲାଣି କରୋନା ମହାମାରୀ। ଆଜି ଦୈନିକ ସଂକ୍ରମଣରେ ୬ ହଜାର ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୬,୦୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଗତକାଲି ଠାରୁ ଆଜି ସଂକ୍ରମଣରେ ୧୩ ପ୍ରତିଶତ ବୃଦ୍ଧି…

ଫେରାର୍ ବିଦେଶୀ ଚିତା ଓବାନକୁ ଧରି କୁନୋ ଜାତୀୟ ଉଦ୍ୟାନକୁ ଫେରାଇ ଆଣିଲା ବନ ବିଭାଗ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜଙ୍ଗଲରୁ ଫେରାର୍ ହୋଇଯାଇଥିବା ନାମିବିୟା ଚିତା ଓବାନକୁ ଧରିଲା ବନବିଭାଗ। ଚିତାକୁ କବ୍‌ଜା କରିବା ପରେ ଗୁରୁବାର ପୁଣିଥରେ ତାକୁ କୁନୋ ଜାତୀୟ ଉଦ୍ୟାନରେ ଛାଡି ଦିଆଯାଇଛି। ଏନେଇ କୋନୋ ଡିଏପ୍‌ଓ ପ୍ରକାଶ କୁମାର ସୂଚନା ଦେଇଛନ୍ତି। ଚିତାଟି ଗତ ୫ ଦିନ ତଳେ ଜଙ୍ଗଲରୁ…

ଗିରଫ ହୋଇପାରନ୍ତି ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ

ରାଞ୍ଚି: ଗିରଫ ହୋଇପାରନ୍ତି ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ। ତାଙ୍କ ବିରୋଧରେ ଚେକ୍ ବାଉନ୍ସ ଅଭିଯୋଗ ଆସିଛି। ଏନେଇ ରାଞ୍ଚିର ଏକ ସିଭିଲ କୋର୍ଟକ ଅମିଷା ଓ ତାଙ୍କ ବିଜନେସ୍ ପାର୍ଟନର କ୍ରୁନାଙ୍କ ବିରୋଧରେ ଚେକ୍ ବାଉନ୍ସ, ଧୋକା ଅଭିଯୋଗରେ ୱାରେଣ୍ଟ ଜାରି କରିଛନ୍ତି। ଝାଡ଼ଖଣ୍ଡର ଫିଲ୍ମ…