Latest Odisha News

BREAKING NEWS

Browsing Category

ଫିଚର

ମା’ଙ୍କୁ ଛାଡିଦେଲେ ବୃଦ୍ଧାଶ୍ରମରେ; କୋଟି କୋଟି ଟଙ୍କାର ସମ୍ପତ୍ତି ବାଣ୍ଟିନେଲେ ୪ ପୁଅ

ଆଗ୍ରା:ପୁଣି ବାର୍ଦ୍ଧକ୍ୟର ବିଡମ୍ବିତ କାହାଣୀ । ଉତ୍ତର ପ୍ରଦେଶରେ ହରିଆଣା ଘଟଣାର ପୁନରାବୃତ୍ତି । ଏଠି ବି ସମ୍ପତ୍ତି ଆଗରେ ହଜି ଯାଇଥିଲା ସମ୍ପର୍କ । ଲୁହ ନିଗାଡି ଯିଏ ମଣିଷ କରିଥିଲା, ହାତ ଧରି ଯିଏ ଚାଲିବା ଶିଖେଇଥିଲା ସେମାନେ ପାଲଟି ଯାଇଥିଲା ବୋଝ । ସେ ଥିଲା ଅବହେଳିତ ବୁଢୀ ମା’ ଟିଏ…

ବଢୁଛି ଟ୍ରମ୍ପଙ୍କ ଅଡୁଆ; ହୋଇପାରେ ୧୩୬ ବର୍ଷ ଜେଲ

ନ୍ୟୁୟର୍କ:ବଢୁଛି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ । ଗିରଫ ହୋଇ ଜାମିନରେ ଆସିଥିଲେ ବି ବିପଦ ଟଳିନି । ଗୋଟିଏ ପରେ ଗୋଟିଏ ଅଭିଯୋଗରେ ଛନ୍ଦି ହୋଇପଡୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଖାଲି ପର୍ଣ୍ଣ ଷ୍ଟାରଙ୍କ ମୁହଁ ବନ୍ଦ ରଖିବା ମାମଲା ନୁହେଁ,  ଟ୍ରମ୍ପଙ୍କ…

କେନ୍‌ ୱିଲିୟମସନ୍‌ଙ୍କ ହେବ ସର୍ଜରୀ; ଖେଳିପାରିବେନି ଦିନିକିଆ ବିଶ୍ୱକପ୍

ନୂଆଦିଲ୍ଲୀ: ଆଣ୍ଠୁରେ ଆହତ ଯୋଗୁ ପ୍ରଥମ ମ୍ୟାଚ୍ ଖେଳି ଆଇପିଏଲ୍‌ ୨୦୨୩ରୁ ବାଦ ପଡିଥିବା ଗୁଜୁରାଟ ଟାଇଟନ୍ସ ଖେଳାଳି କେନ୍‌ ୱିଲିୟମସନ୍‌ ଦିନିକିଆ ବିଶ୍ୱକପ୍‌ରୁ ବାଦ ପଡିବେ। ଆଇପିଏଲ୍‌ ମ୍ୟାଚ୍‌ ଖେଳୁଥିବା ବେଳେ ଆଣ୍ଠୁରେ ଶକ୍ତ ଆଘାତ ଲାଗିଛି। ତାଙ୍କର ସର୍ଜରୀ ହେବ। ମାର୍ଚ୍ଚ ୩୧…

ମୋଟରଯାନ ଆଇନ ଉଲ୍ଲଘଂନକାରୀ ସାବଧାନ ! ଯେତେ ନିୟମ ଫାଙ୍କିବେ ସେତେ ଅଧିକ ବୀମା ରାଶି ଗଣିବେ

ଭୁବନେଶ୍ୱର: କଡାକଡି ହେବ ଗାଡି ବୀମା ଯାଞ୍ଚ ପ୍ରକ୍ରିୟା । ୮ ସପ୍ତାହ ଧରି ଚାଲିବ ଯାଞ୍ଚ । ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହେବ ଯାଞ୍ଚ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  ମୋଟରଯାନ ନିୟମ ଯେତେ ଉଲ୍ଲଘଂନ କରିବ, ବୀମା ରାଶି ସେତେ ବଢିବ । ଗାଡି ପୁରୁଣା ହେଲେ ବି ଅଧିକ ବୀମାରାଶି ଦେବାକୁ…

କ୍ରିକେଟର ପୃଥ୍ୱୀ ଶ’ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସପ୍ନା ଗିଲ୍

ମୁମ୍ବାଇ: କ୍ରିକେଟର ପୃଥ୍ୱୀ ଶ ଓ ତାଙ୍କ ବନ୍ଧୁଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଅନ୍ଧେରୀ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ସପ୍ନା ଗିଲ୍‌। ବୁଧବାର ସେ କୋର୍ଟରେ ଅଭିଯୋଗ କରି ଦୁଇ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ଆବେଦନ…

ବିଳମ୍ବିତ ରାତିରେ କାରକୁ ପିଟିଦେଲା ଟ୍ରକ; ଜଣେ ମୃତ

କଟକ:ଜିରୋ ପାଟାଲିଟି ସପ୍ତାହ ପାଳନ ଚାଲିଛି । ମୃତ୍ୟୁ ସଂଖ୍ୟା ଶୂନ କରିବାକୁ ପରିବହନ ବିଭାଗ ସଚେତନତା ସୃଷ୍ଟି କରୁଛି । ଏପଟେ ଘଟିଚାଲିଛି  ଗୋଟିଏ ପରେ ଗୋଟିଏ ଦୁର୍ଘଟଣା । ଗଡି ଚାଲିଛି ମୁଣ୍ଡ । ଝାରସୁଗୁଡା ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ତିନୋଟି ଟ୍ରକ ମୁହାଁମୁହିଁ ଧକ୍କା ଘଟି…

ଧକ୍କା ପରେ ଜଳିଗଲା ୩ ଟ୍ରକ, ତିନି ଡ୍ରାଇଭର ଜୀବନ୍ତ ଦଗ୍ଧ

ଝାରସୁଗୁଡା: ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ପରିସ୍ପର ସହ ପିଟି ହେଲେ ୩ ଟ୍ରକ । ଜୀବନ୍ତ ଜଳିଗଲେ ୩ ଡ୍ରାଇଭର । ଘଟଣା ଘଟିଛି  ଝାରସୁଗୁଡା ଜାତୀୟ ରାଜପଥ ୪୯ରେ  । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଝାରସୁଗୁଡା…

୪ ବର୍ଷ ପାଇଁ ଭାରତ ଜାତିସଙ୍ଘର ପରିସଂଖ୍ୟାନ ଆୟୋଗକୁ ନିର୍ବାଚିତ: ଜୟଶଙ୍କର

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରି ପହିଲାରୁ ୪ ବର୍ଷ ପାଇଁ ଭାରତ ଜାତିସଙ୍ଘର ଷ୍ଟାଟିସକାଲ କମିସନ (UN Statistical Commission)କୁ ନିର୍ବାଚିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବୁଧବାର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି।ଦେଶର ବିବିଧତା ଓ ଜନସଂଖ୍ୟା କ୍ଷେତ୍ରରେ…

ଆଇପିଏଲ: ରାଜସ୍ଥାନ ବିପକ୍ଷରେ ରୋମାଞ୍ଚକର ମ୍ୟାଚ, ପଞ୍ଜାବ କିଙ୍ଗସର ବିଜୟ ଧାରା ଜାରି

ଗୌହାଟି: ଆଇପିଏଲର ୧୬ତମ ସଂସ୍କରଣରେ ଆଉ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିିଳିଛି ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ। ରାଜସ୍ଥାନକୁ ୫ ରନରେ ହରାଇ ପଞ୍ଜାବ କିଙ୍ଗସ ବିଜୟ ଧାରା ଜାରି ରଖିଛି। ରାଜସ୍ଥାନକୁ ପଞ୍ଜାବ ୧୯୮ ରନ୍‌ର ଟାର୍ଗେଟ ଦେଇଥିଲା। ହେଲେ ୨୦ ଓଭରରେ ୭ ୱିକେଟ୍…

ସରକାରଙ୍କ ନୀତିକୁ ସମାଲୋଚନା କରିବା ଦେଶ ବିରୋଧୀ ନୁହେଁ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସରକାରଙ୍କ ନୀତିକୁ ସମାଲୋଚନା କରିବାର ଅର୍ଥ ସରକାର ବିରୋଧୀ ବା ଦେଶ ବିରୋଧୀ ନୁହଁ। ଏକ ମାଲାୟମ ନ୍ୟୁଜ ଚ୍ୟାନେଲ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏହା ସ୍ପଷ୍ଚ କରିଛନ୍ତି। ସେହିପରି 'ବନ୍ଦ ଲଫାଫା'କୁ ନେଇ…