Latest Odisha News

BREAKING NEWS

Browsing Category

ଫିଚର

ବିଶିଷ୍ଟ ଗାନ୍ଧୀବାଦୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ପରିଧାନ ବିବାଦ, ଭୁଲ ମାନିଲା ଅନୁଗୋଳ ପୌର ପରିଷଦ

ଅନୁଗୋଳ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ପରିଧାନ ବିବାଦ ଗଣମାଧ୍ୟମରେ ଆସିବା ପରେ ବିଭିନ୍ନ ମହଲରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଉ ଏସବୁ ଭିତରେ ଚାରିଆଡୁ ସମାଲୋଚିତ ହେବା ପରେ ସୋମବାର…

ଜୋତାରେ ୱାର୍ଣ୍ଣର ଲେଖିଲେ ୩ ଝିଅ, ପତ୍ନୀଙ୍କ ନାମ

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଡେଭିଡ ୱାର୍ଣ୍ଣର ନିଜ ଜୋତାରେ ୩ ଝିଅ ଏବଂ ପତ୍ନୀଙ୍କ ନାମ ଲେଖିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୱାର୍ଣ୍ଣରଙ୍କ ଜୋତା ପଛ ପଟେ ଇଭି, ଇଣ୍ଡି ଓ ଇସଲା ନାମ ଲେଖା ଯାଇଥିବା ବେଳେ ଦୁଇ ପାଶ୍ୱର୍ରେ…

ଖୁବ୍ ଶୀଘ୍ର ଆସୁଛି ବିବେକଙ୍କ ୱେବସିରିଜ ଦି କଶ୍ମୀର ଅନରିପୋର୍ଟେଡ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ନିର୍ମାତା ବିବେକ ଅଗ୍ନିହୋତ୍ରି ତାଙ୍କ ଆଗାମୀ ଫିଲ୍ମ ଦି ଭ୍ୟାକ୍ସିନ ୱାର ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି । ଏହା ଅଗଷ୍ଟ ୧୫ରେ ରିଲିଜ ହେବ । ତେବେ ଏହା ପୂର୍ବରୁ ବିବେକଙ୍କ ଦି କଶ୍ମୀର ଅନରିପୋର୍ଟେଡ ୱେବ ସିରିଜକୁ ପ୍ରଶଂସକମାନେ ଦେଖିପାରିବେ । ଏହି ୱେବ…

ମନୀଷ ସିସୋଦିଆଙ୍କୁ ନିରାଶ କଲେ ଅଦାଲତ, ଏପ୍ରିଲ ୧୭ ପର୍ଯ୍ୟନ୍ତ ହାଜତ ମିଆଦ ବୃଦ୍ଧି

ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୋମବାର ନିରାଶ ହେବାକୁ ପଡ଼ିଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ତଦନ୍ତ କରାଯାଉଥିବା ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରୌଜ୍‌…

ଚାକିରି ଦେବା ନାଁରେ ୨୦୦ ଆଶାୟୀଙ୍କୁ ଲୁଟିଥିଲେ, ଧରାପଡିଲେ

ଭୁବନେଶ୍ୱର: ଚାକିରି ନାଁରେ ବେକାର ଯୁବକଯୁବତୀଙ୍କଠାରୁ ଟଙ୍କା ଲୁଟୁଥିବା ଏକ ଗ୍ୟାଙ୍ଗକୁ ଧରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା  । ଏହି ଗ୍ୟାଙ୍ଗର ୨ ଜଣଙ୍କୁ ସୋମବାର ଗିରଫ କରିଛି ଇଓଡବ୍ଲ୍ୟୁ । ଏହି ଗ୍ୟାଙ୍ଗ ବିଭିନ୍ନ ସରକାରୀ ଅଫିସରେ ଚାକିରି ଯୋଗାଇ ଦେବାର…

ବିକ୍ରି ହୋଇଯିବ ୱାର୍ଲ୍ଡ ରେସଲିଂ ଏଂଟରଟେନମେଂଟ

ନୂଆଦିଲ୍ଲୀ: ୱାର୍ଲ୍ଡ ରେସଲିଂ ଏଂଟରଟେନମେଂଟ ବିକ୍ରି ହୋଇଯିବା ପରିସ୍ଥିତି ସୃଷ୍ଟି ହୋଇଛି । ଏରୀ ଇମାନୁଏଲର ଏଣ୍ଡୱେର ଗ୍ରୁପ ଡବ୍ଲ୍ୟୁଡବ୍ଲ୍ୟୁଇକୁ କିଣିବା ନିମନ୍ତେ ପ୍ରାୟତଃ ଚୂଡାନ୍ତ ହୋଇଯାଇଛି । ଏଣ୍ଡୱେର ଗ୍ରୁପ ଅଲ୍ଟିମେଟ ଫାଇଟିଂ ଚାମ୍ପିୟନଶିପର ପ୍ୟାରେଂଟ କମ୍ପାନୀ ।…

ଆନ୍ତର୍ଜାତିକ ମଞ୍ଚରେ ପ୍ରଶଂସା ସାଉଁଟିଲା ଓଡ଼ିଆ ଡକ୍ୟୁ ଫିଲ୍ମ ’ମିଶନ ଶକ୍ତି’

ଭୁବନେଶ୍ୱର:ଆନ୍ତର୍ଜାତିକ ମଞ୍ଚରେ ପ୍ରଶଂସା ସାଉଁଟିଲା ଓଡ଼ିଆ କ୍ଷୁଦ୍ର ପ୍ରାମାଣିକ ଫିଲ୍ମ ।  କ୍ଷୁଦ୍ର ପ୍ରାମଣିକ ଚଳଚ୍ଚିତ୍ର 'ଡକ୍ୟୁ ଫିଲ୍ମ'- 'ମିଶନ ଶକ୍ତି'କୁ ବିଶ୍ୱସ୍ତରୀୟ ସମ୍ମିଳନୀରେ ପ୍ରଶଂସା ମିଳିିଛି । ଜାତିସଂଘ ଦ୍ୱାରା ଆମେରିକାରେ ସିଆଟେଲ ଠାରେ ଅନୁଷ୍ଠିତ 'ସି ଫୁଡ ଏଲାଏନ୍ସ'…

ନିୟମିତ ଆଦେଶ ନମିଳିଲେ କାର୍ଯ୍ୟବନ୍ଦ ଧମକ ଦେଲା ସିବିଟି ଶିକ୍ଷକ ସଂଘ, ମନ୍ତ୍ରୀ କହିଲେ ଧୈର୍ଯ୍ୟ ଧରନ୍ତୁ

ଭୁବନେଶ୍ୱର : ରାଜଧାନୀର ରାଜରାସ୍ତାରେ ଏକାଠି ହୋଇଛନ୍ତି ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ। ହାଇସ୍କୁଲ ସିବିଟି ଶିକ୍ଷକ ସଂଘର ଆହ୍ୱାନରେ  ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ (୨୦୧୬ ରୁ ୨୦୨୨ ବ୍ୟାଚ୍ ପର୍ଯ୍ୟନ୍ତ)…

ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମରେ ଖଳନାୟକ ହେବେନି ସୈଫ

ମୁମ୍ବାଇ: ଆରଆରଆରର ଅଦ୍ଭୁତପୂର୍ବ ସଫଳତା ପରେ ଏବେ ସମସ୍ତଙ୍କ ନଜର ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମ ଉପରେ ରହିଛି । ଏହି ଫିଲ୍ମର ନାମକରଣ କରାଯାଇ ନାହିଁ । ବଲିଉଡର ପ୍ରତିଷ୍ଠିତ କଳାକାର ସୈଫ ଅଲୀ ଖାଁ ଏଥିରେ ଭିଲେନ ହେବେ ବୋଲି ଚୂଡାନ୍ତ ହୋଇଥିଲା । ସୋମବାର ବଲିଉଡ ହଙ୍ଗାମାରେ ପ୍ରକାଶିତ…

ପେସ୍‌-କିମଙ୍କ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ !

ମୁମ୍ବାଇ:ମହାନ ଟେନିସ ଖେଳାଳି ଲିଆଣ୍ଡର ପେସ ଓ ଅଭିନେତ୍ରୀ କିମ ଶର୍ମାଙ୍କ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ । କେତେକ ମିଡିଆ ରିପୋର୍ଟସ ଅନୁସାରେ ସେମାନଙ୍କ ବିବାହ ଆଉ ହେବ ନାହିଁ । ପୂର୍ବରୁ ୨୦୨୩ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଖବର ପ୍ରକାଶ ପାଇଥିଲା । ଅଭିନେତ୍ରୀ ଅଲାନା…