Latest Odisha News

BREAKING NEWS

Browsing Category

ଫିଚର

ଚେନ୍ନାଇ ସୁପର କିଙ୍ଗସକୁ ୫ ୱିକେଟରେ ପରାସ୍ତ କଲା ଗୁଜରାଟ ଟାଇଟାନ୍ସ

ଅହମ୍ମଦାବାଦ: ଚଳିତ ଆଇପିଏଲର ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଚେନ୍ନାଇ ସୁପର କିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୭୯ ରନ୍ କରିଥିଲା। ଏହାର ଜବାବରେ ଗୁଜୁରାଟ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିଛି। ଗୁଜରାଟ ପାଇଁ ଶୁଭମନ ଚମତ୍କାର ପ୍ରଦର୍ଶନ କରିଥିଲେ।…

ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କଥା କହି ରାଜ୍ୟ ସରକାର ତଥା ଶାସକ ଦଳ ବିରୋଧରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାର ଓ ଶାସକ ଦଳର ନେତାଙ୍କୁ ଓଡ଼ିଶାର ଅପରାଧ ଓ ଅନ୍ୟାନ୍ୟ ସମସ୍ୟା ନେଇ ଆମ ଦଳ ପକ୍ଷରୁ ପ୍ରଶ୍ନ ପଚାରିଲେ ରାଜନୀତି…

ନକଲି ଆଡମିଟ୍ କାର୍ଡ ପାଇଁ ୩ ନର୍ସିଂ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ

ଅନୁଗୁଳ: ନକଲି ସାର୍ଟିଫିକେଟ୍, ନକଲି କଲେଜ ବିଶ୍ୱବିଦ୍ୟାଳୟ ପରେ ଏବେ ନକଲି ଆଡମିଟ୍ କାର୍ଡ ସାମ୍ନାକୁ ଆସିଛି । ଆଉ ଏହି ନକଲି ଆଡମିଟ୍ କାର୍ଡ ଲାଗି ତିନି ତିନି ଜଣ ନର୍ସିଂ ଛାତ୍ରୀ ପ୍ରଥମେ ପ୍ରତିବାଦ କରିବା ପରେ ଜୀବନ ହାରିବାକୁ ବସିଥିବା ବେଳେ ପୋଲିସ ଉଦ୍ଧାର କରିଛି । ଏଭଳି ଘଟଣା…

ନିୟମିତ ଦାବି, ଏପ୍ରିଲ ୩ରେ ଧାରଣା ଦେବ ସିବିଟି ଶିକ୍ଷକ ସଂଘ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକମାନେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୁବନେଶ୍ୱରରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାରୀ ଉଚ୍ଚ ବିଦ୍ୟାଳୟ ସିବିଟି ଶିକ୍ଷକ ସଂଘ (ମିଳିତ ମଞ୍ଚ ୨୦୧୬ରୁ ୨୦୨୨) ଶୁକ୍ରବାର ଏହି ସୂଚନା ଦେଇଛି। ରାଜ୍ୟ ସରକାର ଗତବର୍ଷ ଅକ୍ଟୋବର…

୩୬୯ କୋଟି ଟଙ୍କାରେ ବିକ୍ରି ହେଲା ଟ୍ରିପ୍ଲେକ୍ସ ଆପାର୍ଟମେଂଟ

ନୂଆଦିଲ୍ଲୀ: ଦକ୍ଷିଣ ମୁମ୍ବାଇର ମାଲାବାର ହିଲରେ ଥିବା ଟ୍ରିପ୍ଲେକ୍ସ ଆପାର୍ଟମେଂଟ ଆଜି ରେକର୍ଡ ଦରରେ ବିକ୍ରି ହୋଇଛି । ଭାରତର ସବୁଠାରୁ ଦାମୀ ଆପାର୍ଟମେଂଟକୁ ଫେମି କେୟାରର ପ୍ରତିଷ୍ଠାତା ଜେିପି ଟାପାରିଆ ପରିବାର ୩୬୯ କୋଟି ଟଙ୍କାରେ ମାକ୍ରୋଟେକ ଡେଭଲପର୍ସଙ୍କଠାରୁ କ୍ରୟ କରିଛନ୍ତି । ୧.୦୮…

ଆଇପିଏଲ:ଋତୁରାଜଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଅହମ୍ମଦାବାଦ: ଆଇପିଏଲର ୧୬ତମ ସଂସ୍କରଣର ଉଦଘାଟନୀ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ୧୭୯ ରନର ବିଜୟ ଲକ୍ଷ୍ୟ ଗୁଜରାଟ ଟାଇଟାନ୍ସ ପକ୍ଷରେ ରଖିଛି । ଋତୁରାଜ ଗାଏକ୍ୱାଡ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ୫୦ ବଲରେ ୯୨ ରନ କରି ଆଉଟ ହୋଇ ଯାଇଥିଲେ । ଚେନ୍ନାଇର ଅନ୍ୟ ବ୍ୟାଟ୍ସମ୍ୟାନମାନେ…

କଂଗ୍ରେସ ପଚାରିଲା ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ଭୟ କାହିଁକି?

ଭୁବନେଶ୍ୱର : ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଡଃ ଆମୀ ୟାଗ୍‌ନିକ ଉଦ୍‌ବୋଧନ ଦେଇ ଦେଶର ଗଣତନ୍ତ୍ର ତଥା ସମ୍ବିଧାନ ପ୍ରତି ହେଉଥିବା ଆକ୍ରମଣ ପ୍ରସଙ୍ଗ ଉଠାଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ ଓ ନିମ୍ନମତେ…

ଆସନ୍ତୁ ଜାଣିବା କାଜଲ ଅଗ୍ରୱାଲ କ’ଣ କହିଲେ ହିନ୍ଦୀ ଫିଲ୍ମ ସମ୍ପର୍କରେ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ହୀରୋଇନ କାଜଲ ଅଗ୍ରୱାଲ ଶୁକ୍ରବାର ବଲିଉଡ ଫିଲ୍ମରେ କାମ କରିବା ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ ସିଧାସଳଖ କହିଛନ୍ତି ବଲିଉଡ ଅପେକ୍ଷା ମୋତେ ସାଉଥ ଫିଲ୍ମରେ କାମ କରିବାକୁ ଭଲ ଲାଗେ । ଏଠାକାର କଳାକାର ଏବଂ ଅନ୍ୟ ବହୁତ ଫ୍ରେଣ୍ଡଲୀ । ବଡ ଷ୍ଟାର ହେଲେ…

କେନ୍ଦ୍ରମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି ଫମ୍ପା ମାଠିଆର ଶବ୍ଦ ଭଳି: ବିଜେଡି

ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ରମନ୍ତ୍ରୀ ମାନେ ଆସିବେ, ବଡ ବଡ ପ୍ରକଳ୍ପ ଏବଂ ଶହ ଶହ କୋଟି ଟଙ୍କାର କଥା କହିବେ ହେଲେ ଟଙ୍କାଟିଏର ମଧ୍ୟ କାର୍ଯ୍ୟ ହେବନାହିଁ । ସେମାନଙ୍କ କଥା ଠିକ୍‍ ଫମ୍ପା ମାଠିଆର ଶବ୍ଦ ଭଳି । ସାଢେ ୪ କୋଟି ଓଡିଶାବାସୀ ବିଜେପି ନେତାଙ୍କ ଏଭଳି କଥା ସହ କିଭଳି ଅଭ୍ୟସ୍ତ…

ଗୃହରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ

ଭୁବନେଶ୍ୱର: ଗୃହରେ ଉପସ୍ଥାପିତ ହୋଇଛି ସିଏଜିଙ୍କ ୨୦୨୧-୨୨ ବର୍ଷର ଆର୍ଥିକ ରିପୋର୍ଟ। ଏହି ରିପୋର୍ଟ ଅନୁଯାୟୀ ଖଣିଜ କ୍ଷେତ୍ରରୁ ସର୍ବାଧିକ ୪୯ ହଜାର ୮୫୯ କୋଟି ଟଙ୍କା ମିଳିଥିବା ବେଳେ ଜିଏସଟିରୁ ୨୭ ହଜାର ୮୨୬ କୋଟି ମିଳିଛି। ରାଜସ୍ବ ଖର୍ଚ୍ଚ ୯୫ ହଜାର ୩୧୧କୋଟିରୁ ୧ ଲକ୍ଷ ୯ହଜାର…