Latest Odisha News

BREAKING NEWS

Browsing Category

ଫିଚର

ଆନ୍ତର୍ଜାତିକ ବଜାରରେ କମୁଛି କିନ୍ତୁ ଦେଶରେ ତେଲ ମହଙ୍ଗା ! ଚିନ୍ତାରେ ସାଧାରଣ ଉପଭୋକ୍ତା

ଭୁବନେଶ୍ୱର : ଗୋଟିଏ ପଟେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ଆଉ ଏପଟେ ତେଲ ଦର, ଉଭୟ ଏବେ ସାଧାରଣ ବର୍ଗଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଦେଶବ୍ୟାପୀ ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଥିବା ବେଳେ ଡିଜେଲ ମୂଲ୍ୟ ୯୦ ଟଙ୍କା ଉପରେ ରହିଛି। ଫଳରେ ଘରୋଇ ବଜାରରେ…

ଭାରତର ସ୍ୱର ପାଇଁ ଲଢୁଛି, ସବୁ ପ୍ରକାରର ମୂଲ୍ୟ ଦେବାକୁ ପ୍ରସ୍ତୁତ : ରାହୁଲ

ନୂଆଦିଲ୍ଲୀ : ମୋଦୀ ସରନେମ୍ ବା ସାଙ୍ଗିଆ ମାମଲାରେ ସୁରଟର ଜିଲ୍ଲା କୋର୍ଟ  ଦୋଷୀ ସାବ୍ୟସ୍ତ କରିବା ପରେ ଶୁକ୍ରବାର ରଦ୍ଦ ହୋଇଛି ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା।  ରାହୁଲଙ୍କର ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ ପକ୍ଷରୁ ଏହାକୁ ଦେଶବ୍ୟାପୀ ବିରୋଧ କରାଯାଇଛି । ଦଳର ବରିଷ୍ଠ ନେତା…

କିଏ ଏହି ପୂର୍ଣ୍ଣେଶ ମୋଦି, ଯାହାଙ୍କ ଲାଗି ଫସିଗଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଟ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ତେବେ ରାହୁଲଙ୍କଠାରୁ ବେଶୀ ଚର୍ଚ୍ଚିତ ହୋଇ ଉଠିଛନ୍ତି ବିଜେପିର ପୂର୍ଣ୍ଣେଶ ମୋଦି । ତାଙ୍କର ଅଭିଯୋଗ କ୍ରମେ ଫସିଛନ୍ତି ରାହୁଲ । ପୂର୍ଣ୍ଣେଶ ୧୯୬୫…

କାନାଡାରେ ମହାତ୍ମା ଗାନ୍ଧୀଙ୍କ ମୂର୍ତି ଭାଙ୍ଗିଲେ ଖଲିସ୍ତାନୀ ସମର୍ଥକ

ନୂଆଦିଲ୍ଲୀ: ବିଦେଶରେ ବିଶେଷ କରି କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଶୁକ୍ରବାର ଖଲିସ୍ତାନୀ ସମର୍ଥକମାନେ ମହାତ୍ମା ଗାନ୍ଧୀଙ୍କ ମୂର୍ତିକୁ ଭାଙ୍ଗବା ସହ ସେଠାରେ ନିଜର ପତାକା ଲଗାଇଛନ୍ତି । ଏଥିସହ ସେମାନେ ଅପମାନଜନକ ଶବ୍ଦ ଲେଖିଛନ୍ତି । ୨୦୧୨ରେ ଭାରତ ସରକାରଙ୍କ…

ରାହୁଲଙ୍କ ସଦସ୍ୟତା ରଦ୍ଦ ପରେ କଂଗ୍ରେସର ପ୍ରତିକ୍ରିୟା: ‘ଏ ରାଜେନୖତିକ ଓ ଆଇନଗତ ଲଢେଇ ଆମେ ଲଢିବୁ’

ନୂଆଦିଲ୍ଲୀ: ସୁରଟ କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ସଜା ଶୁଣାଇବାର ୨୪ ଘଣ୍ଟା ପରେ ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସାଂସଦ ପଦକୁ ରଦ୍ଦ କରିଛି । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ କଂଗ୍ରେସ ପକ୍ଷରୁ ଏହାକୁ କଡା ସମାଲୋଚନା କରାଯାଇଛି ।…

ସଦସ୍ୟତା ବଞ୍ଚାଇବା ପାଇଁ ରାହୁଲଙ୍କ ପାଖରେ ଅଛି ଦୁଇଟି ରାସ୍ତା; ସେଥିରେ ହାରିଲେ ଲଢି ପାରିବେନି ନିର୍ବାଚନ

ନୂଆଦିଲ୍ଲୀ: ସୁରଟ କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ସଜା ଶୁଣାଇବା ପରେ ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସାଂସଦ ପଦକୁ ରଦ୍ଦ କରିଛି । ଜନପ୍ରତିନିଧି ଆଇନ ଅନୁଯାୟୀ, ଯଦି କୌଣସି ସାଂସଦ  ଏବଂ ବିଧାୟକ କୌଣସି ମାମଲାରେ ୨ ବର୍ଷ କିମ୍ବା ଅଧିକ ସଜା ପାଆନ୍ତି ତେବେ ତାଙ୍କର…

ଦିଲ୍ଲୀ ଟିମ ସହିତ ରହିବେ ପନ୍ତ

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଷ୍ଟାର ଖେଳାଳି ରିଷଭ ପନ୍ତ ଆଇପିଏଲ ୨୦୨୩ରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ଡେଭିଡ ୱାର୍ଣ୍ଣର ନେବେ । ଦଳର ମୂଖ୍ୟ କୋଚ ରିକି ପଂଟି କିନ୍ତୁ ପନ୍ତ ସାମିଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ପନ୍ତ ଆମ ଟିମର…

ପୁଞ୍ଜିନିବେଶରେ ଆଗରେ ଓଡ଼ିଶା, ପ୍ରତାପ କହିଲେ; ପାରାଦୀପ ହେବ ପେଟ୍ରୋକେମିକାଲ୍ ହବ୍‌

ଭୁବନେଶ୍ୱର : ପୁଞ୍ଜିନିବେଶରେ ଓଡ଼ିଶା ଆଗରେ ରହିଛ। ଯେଉଁଠି ଜାତୀୟ ହାର ୨୨ ପ୍ରତିଶତ ରହିଛି ସେଠାରେ ୪୫ରୁ ୪୭ ପ୍ରତିଶତ ଓଡ଼ିଶାରେ ପୁଞ୍ଜିନିବେଶ ରହିଛି । ମେକ ଇନ୍ ଓଡ଼ିଶା ୨୦୨୨ ଜରିଆରେ ଆସିଥିବା ୭୪୧ ଶିଳ୍ପ ଆଗ୍ରହ ପ୍ରସ୍ତାବ କାର୍ଯ୍ୟକ୍ଷମ ହେଲେ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର…

ସର୍ବାଧିକ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ରୋନାଲ୍ଡୋଙ୍କ ବିଶ୍ୱରେକର୍ଡ

ଲିସବୋନ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥାପନ କରିବାରେ ଲାଗିଛନ୍ତି । ଶୁକ୍ରବାର ସେ ସର୍ବାଧିକ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ୧୯୭ ମ୍ୟାଚ ଖେଳି ଏହି ରେକର୍ଡ କରିଛନ୍ତି । ତାଙ୍କ…

ଅଜା ଘରକୁ ଯିବାବେଳେ ପଛରୁ ପିଟିଲା ଟ୍ରକ; ଆଖି ବୁଜିଲେ ଦଶମ ଶ୍ରେଣୀ ଛାତ୍ରୀ

ଢେଙ୍କାନାଳ: ମାଟ୍ରିକ ପରୀକ୍ଷା ସରିବା ଖୁସି ମନାଇବାର ତାଲିକା ପ୍ରସ୍ତୁତ କରିଥିଲେ । ସେହି ତାଲିକାରୁ ଗୋଟିଏ ଥିଲା ଅଜାଘର ବୁଲିବା  । ମନ ଖୁସିରେ ବାପାଙ୍କ ସାଙ୍ଗାରେ ଗାଡିରେ ବସି ଯାଉଥିଲେ ଅଜାଘର । ତା ପରବର୍ତ୍ତୀ ଅନେକ କାର୍ଯ୍ୟକ୍ରମ ଥିଲା । ହେଲେ ଏତେ ଖୁସିରେ କାହାର ନଜର ଲାଗିଗଲା…