Latest Odisha News

BREAKING NEWS

Browsing Category

ଫିଚର

ଦିଲ୍ଲୀରେ ଜରୁରୀ ବୈଠକ ଡାକିଲା କଂଗ୍ରେସ, ରାହୁଲଙ୍କ ଜେଲ୍ ଦଣ୍ଡାଦେଶ ଉପରେ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ : AICC ମୁଖ୍ୟାଳୟରେ ଆଜି ବସୁଛି କଂଗ୍ରେସର ଜରୁରୀ ବୈଠକ । ଆଜି ସନ୍ଧ୍ୟା ୫ଟାରେ ବସିବାକୁ ଥିବା ଏହି ବୈଠକରେ ଷ୍ଟିୟରିଂ କମିଟି ସଦସ୍ୟ, ପିସିସି ସଭାପତି, CLP ନେତା ସାମିଲ ହେବେ ବୋଲି ଜଣାପଡ଼ିଛି। ବୈଠକର ଦଳର ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଅଧ୍ୟକ୍ଷତା କରିବାକୁ ଥିବାବେଳେ…

କଂଗ୍ରେସର ପ୍ରତିଶୋଧ: ସୂର୍ପଣଖା କହିଥିବାରୁ ମୋଦୀଙ୍କ ବିରୋଧରେ ମାନହାନୀ କେସ୍ କରିବେ ରେଣୁକା ଚୌଧୁରୀ

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ପ୍ରସଙ୍ଗରେ  ବିବାଦୀୟ ବୟାନ ଦେଇ ରାହୁଲ ଗାନ୍ଧୀ ଓ କଂଗ୍ରେସ ହରଘଣାରେ ପଡ଼ିଥିବା ବେଳେ ଏବେ ପ୍ରତିଶୋଧ ନେବାକୁ ବାହାରିଛି କଂଗ୍ରେସ।  କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ  ରେଣୁକା ଚୌଧୁରୀଙ୍କୁ ସୂର୍ପଣଖା କହିବା ଅଭିଯୋଗରେ ପ୍ରଧାନମନ୍ତ୍ରୀ…

ଇଡି ଓ ସିବିଆଇର ଦୁରୁପଯୋଗ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୧୪ ବିରୋଧୀ ଦଳ, ଏପ୍ରିଲ ୫ରେ ଶୁଣାଣି

ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ ବିରୋଧରେ ଇଡି ଓ ସିବିଆଇର ଦୁରୁପଯୋଗକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ୧୪ ବିରୋଧୀ ଦଳ। ସପ୍ରିମକୋର୍ଟ ମଧ୍ୟ ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଏପ୍ରିଲ ୫ ତାରିଖରେ ଏହାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି। ବିରୋଧୀ…

ଓଡ଼ିଶାର ଗର୍ବ ରିଷିତା: ୧୨ ବର୍ଷରେ ଘୋଡା ଚଢି ପଦକ ହାତେଇଲେ

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଗର୍ବ ଆଣିଲେ ରିଷିତା । ୧୨ ବର୍ଷରେ ଘୋଡ଼ା ଚଢି କମାଲ ଦେଖାଇଲେ । ସାରା ଦେଶରେ ନିଜର ଚମକ ଖେଳାଇ ଦେଲେ ।  ଦିଲ୍ଲୀରେ ଆୟୋଜିତ ଜାତୀୟ ସ୍ତରୀୟ ହର୍ସ ରାଇଡିଂ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଖେଳି ବ୍ରୋଞ୍ଚ ପଦକ ପାଇଛନ୍ତି ରିଶିତା । ୧୦୦ ଜଣ ପ୍ରତିଯୋଗୀଙ୍କ…

୧୦୦ ଟଙ୍କାରୁ କମ ମୂଲ୍ୟର ରିଚାର୍ଜ ପ୍ଲାନ ବାବଦରେ ଜାଣିଛନ୍ତି କି?

ନୂଆଦିଲ୍ଲୀ: ନିଜ ଗ୍ରାହକଙ୍କୁ ନିଜ ସହ ଯୋଡି ରଖିବାକୁ ଓ ଅନ୍ୟ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଟେଲିକମ ଅପରେଟରମାନେ ବିଭିନ୍ନ ଆକର୍ଷଣୀୟ ପ୍ଲାନ ଲଂଚ କରୁଛନ୍ତି । ବିଶେଷକରି ରିଲାଏନ୍ସ ଜିଓ, ​​ଭୋଡାଫୋନ୍-ଆଇଡିଆ, ବିଏସ୍ଏନ୍ଏଲ୍ ଏବଂ ଏୟାରଟେଲ ସବୁପ୍ରକାରର ଗ୍ରାହକଙ୍କୁ ନିଜ ସହ…

ଫିଲ୍ମ ଶୁଟିଂ ବେଳେ ଆହତ ହେଲେ ବଲିଉଡ୍‌ର ମିଷ୍ଟର ଖିଲାଡି ଅକ୍ଷୟ କୁମାର; ଆଣ୍ଠୁରେ ଲାଗିଛି ଆଘାତ

ଇଡେନବର୍ଗ: ଫିଲ୍ମ ଶୁଟିଂ ବେଳେ ଆହତ ହେଲେ ବଲିଉ ଆକ୍ସନ ଷ୍ଟାର୍ ଆକ୍ଷୟ କୁମାର। ସ୍କଟ୍‌ଲାଣ୍ଡରେ ବର୍ତ୍ତମାନ ତାଙ୍କ ଫିଲ୍ମ“ ବଡ଼େ ମିଆଁ ଛୋଟେ ମିଆଁ” ଶୁଟିଂ ଚାଲିଛି। ଏହି ଫିଲ୍ମର ଏକ ଆକ୍ସନ ସିନ୍ ଶୁଟିଂ କରୁଥିବା ବେଳେ ଆହତ ହୋଇଛନ୍ତି ଅକ୍ଷୟ। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା…

କେଉଁଠି ମିଳିବ ଚାକିରୀ କହୁଥିବା କମ୍ପାନୀ ଏବେ କରିବ ଛଟେଇ

ନୂଆଦିଲ୍ଲୀ: କେଉଁଠି ମିଳିବ ଚାକିରୀ, କେତେ ଟଙ୍କା ଦରମା ମିଳିବ, ଶିକ୍ଷାଗତ ଯୋଗ୍ୟତା କଣ? ଏସମ୍ପର୍କିତ ସୂଚନା ଦେଉଥିବା କମ୍ପାନୀ ଏବେ ବଡ ସଂଖ୍ୟାରେ ଅନେକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ଯୁବପିଢ଼ିଙ୍କୁ ଚାକିରୀ ବାବଦରେ ତଥ୍ୟ ଦେଉଥିବା କମ୍ପାନୀ ଇଣ୍ଡିଡ଼ ଏବେ କର୍ମଚାରୀଙ୍କୁ…

ଦମଦାର ଲୁକ ସାଙ୍ଗକୁ ଆକର୍ଷଣୀୟ ମୂଲ୍ୟରେ ପୁଣି ଗ୍ରାହକଙ୍କ ନିକଟକୁ ଫେରୁଛି ‘ଟାଟା ସୁମୋ’

ମୁମ୍ବାଇ: ଦିନେ ରାସ୍ତାରେ ଟାଟା ସୁମୋର ରାଜ ଥିଲା । ପାହାଡ ହେଉ କି କଚ୍ଚା ରାସ୍ତା ଟାଟା ସୁମୋ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଥିଲା । ତେବେ ୮ ଜଣଙ୍କ ବସିବା ସୁବିଧା ଥିବା ଏହି ଗାଡି ସମୟ କ୍ରମେ ହଜିଯାଇଥିଲା । ବିଶେଷ କରି ମହିନ୍ଦ୍ରାର ବୋଲେରୋ ଓ ସ୍କର୍ପିଓ ଆସିବା ପରେ ଏହି ଗାଡିର ଚମକ…

ଟ୍ରେନ ଭିତରେ ଯେଭଳି ବି ସମସ୍ୟା ହେଉ ଏହି ଆପ ଦ୍ୱାରା ମିଳିବ ସାହାଯ୍ୟ

ନୂଆଦିଲ୍ଲୀ: ଦେଶର ଜୀବନରେଖା କୁହାଯାଉଥିବା ଟ୍ରେନ ମାଧ୍ୟମରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତାୟାତ କରିଥାନ୍ତି । ତେବେ ଯାତ୍ରା ସମୟରେ ଯାତ୍ରୀ ବେଳେବେଳେ ଏଭଳି କିଛି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି, ଯାହାକୁ ନେଇ ସେମାନେ ଚିନ୍ତାରେ ପଡିଯାଇଥାନ୍ତି । କିଛି ଲୋକ ନିଜର ସମସ୍ୟା ବାବଦରେ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପୂର୍ବରୁ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ପ୍ରାର୍ଥୀ ଅଜୟ ବଙ୍ଗା କୋଭିଡ୍ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାବେ ଚୟନ ହୋଇଥିବା ପ୍ରବାସୀ ଭାରତୀୟ ଅଜୟ ବଙ୍ଗା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥାନ୍ତେ। ହେଲେ ତା ପୂର୍ବରୁ ସେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। ଗୁରୁବାର ରାଜକୋଷ ବିଭାଗ ପକ୍ଷରୁ ଏହି…