Latest Odisha News

BREAKING NEWS

Browsing Category

ଫିଚର

ବିବାହ ବେଳେ କନ୍ୟାଙ୍କୁ ତିନି ମାମୁଁଙ୍କ ୩ କୋଟି ଉପହାର, ଦେଖିଲେ ହୋଇଯିବେ ତାଜୁବ….

ନାଗପୁର : ବିବାହ ଏକ ପବିତ୍ର ବନ୍ଧନ । ବିବାହରେ ଉପହାର ଦେବା ସାଧାରଣ କଥା । ବାପଘରୁ କନ୍ୟା ବିଦା ସମୟରେ କନ୍ୟାର ପିତା ନିଜ ଝିଅକୁ ଉପହାର ସୂରପ ଅନେକ  ଜିନିଷ  ଦେଇଥାଆନ୍ତି । ନିକଟରେ ଏକ ବିବାହ ଉତ୍ସବର ଉପହାର ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି । କନ୍ୟାକୁ ତିନି ଜଣ ମାମୁଁ ୩…

ପ୍ରଖ୍ୟାତ ହିନ୍ଦୀ ସିନେମା ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କର ପରଲୋକ; ଶୋକରେ ବୁଡ଼ିଲା ବଲିଉଡ୍

ମୁମ୍ବାଇ: ଆଜି ସକାଳୁ ସକାଳୁ ବିନ୍ଦି ସିନେମା ଜଗତକୁ ଏକ ବଡ଼ ଦୁଃଖଦ ଖବର ମିଳିଛି। ଫିଲ୍ମ ନିର୍ମାତା ପ୍ରଦୀପ ସରକାରଙ୍କର ପରଲୋକ ହୋଇଛି। ମାର୍ଚ୍ଚ ୨ ୪ ତାରିଖ ଭୋର ୩.୩୦ ମିନିଟ୍‌ ମସୟରେ ମାତ୍ର ୬୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଦୀପ। The news of Pradeep…

ଦନ୍ତା ହାତୀକୁ ମାରି ଦାନ୍ତ ନେଇଗଲେ; ବର୍ଷକରେ କୁଳଡିହା ଅଭୟାରଣ୍ୟରେ ଗଲାଣି ୭ ହାତୀର ଜୀବନ

 ବାଲେଶ୍ୱର: ଦାନ୍ତ ପାଇଁ ପୁଣି ଦନ୍ତା ଶିକାର। ବାଲେଶ୍ୱର କୁଳଡିହାର କଳମଚତୁରୀ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ କରାଯାଇଛି। ହାତୀକୁ ମାରି ଶିକାରୀ ଦାନ୍ତ ନେଇଯାଇଥିବା ଅଭିଯୋଗ ହୋଇଛି। ବନ ବିଭାଗ କର୍ମଚାରୀ ଗତକାଲି ପାଟ୍ରୋଲିଂ କରୁଥିବା ହାତୀର ମୃତଦେହ କଳମଚତୁରୀ ଜଙ୍ଗଲରେ ପଡ଼ିଥିବା…

ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା

ଭୁବନେଶ୍ୱର : ଏପ୍ରିଲ ୩ରୁ ଦଶମ ଶ୍ରେଣୀ ସମ୍ମେଟିଭ୍‌-୨ ଖାତା ଦେଖା ଆରମ୍ଭ ହେବ । ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବା ନେଇ ସୂଚନା ରହିଛି  । ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତାଗୁଡିକ କଡା ସୁରକ୍ଷାରେ ବ୍ୟବସ୍ଥା ମଧ୍ୟରେ ଯିବ ବୋଲି ଜଣାପଡ଼ିଛି । ମୂଲ୍ୟାୟ‌ନ…

ନବରାତ୍ରି ଉତ୍ସବ ପାଇଁ ଚାଲିବ ଦୁଇଟି ସ୍ପେସାଲ ଟ୍ରେନ୍

ଭୁବନେଶ୍ୱର: ନବରାତ୍ରି ଉତ୍ସବ ପାଇଁ ଯାତ୍ରୀଙ୍କ ଭିଡ଼କୁ ଦେଖି ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ। ଝାରସୁଗୁଡ଼ା-ଖୋର୍ଦ୍ଧାରୋଡ-ଝାରସୁଗୁଡ଼ା ଏବଂ ବାଙ୍ଗିରିପୋଷି-ଖୋର୍ଦ୍ଧାରୋଡ-ବାଙ୍ଗିରିପୋଷି ସ୍ପେସାଲ ଏହି ଦୁଇଟି ଟ୍ରେନ୍‌ ଚଳାଚଳ କରିବ। ସୂଚନା…

ଏପ୍ରିଲ ମାସରେ ବ୍ୟାଙ୍କ ଯାଉଛନ୍ତି କି ? ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ…

ନୂଆଦିଲ୍ଲୀ : ଆପଣ ମାନେ ଜାଣନ୍ତି ଯେ, ପ୍ରତିମାସ ରିଜର୍ଭ ବ୍ୟାଙ୍କ ତରଫରୁ ଛୁଟି ତାଲିକା ପ୍ରକାଶ ପାଇଥାଏ । ଏନେଇ  ଏପ୍ରିଲ ମାସ ପାଇଁ  ଛୁଟି ତାଲିକା ମଧ୍ୟ ପ୍ରକାଶ ପାଇଛି । ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ । ତେବେ ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି ତେବେ…

ମୁକ, ବଧିର ଭଳି ଅଭିନୟ କରି ଲୁଟ୍ କରୁଥିଲେ ତାମିଲନାଡୁର ତିନି ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଆନ୍ତରାଜ୍ଯ ଲୁଟେରା। ମୁକ, ବଧିରର ପରିଚୟ ଦେଇ ଲୋକଙ୍କ ସହାନୁଭୂତି ପାଉଛନ୍ତି। ଆଉ ଏହାପରେ କଳାକନା ବୁଲାଉଛନ୍ତି। ଏଭଳି ତିନି ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ତିନି ଅଭିଯୁକ୍ତ ତାମିଲନାଡୁର ଲୁଟେରା ବୋଲି ଜଣାପଡ଼ିଛି। ଏମାନଙ୍କ ବୟସ ୩୫…

ଓଡ଼ିଶାରେ ସ୍କୁଲ ଡ୍ରପ ଆଉଟ୍: ଗଣଶିକ୍ଷା ମନ୍ତ୍ରୀଙ୍କୁ ଜବାବ ଦେଲା ଶିକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିକଟରେ ବିଧାନସଭାରେ ଓଡ଼ିଶାରେ ସ୍କୁଲ ଡ୍ରପ୍‌ଆଉଟ୍‌ ବା ପାଠପଢ଼ା ଛାଡ଼ିବାର ଉଚ୍ଚ ହାର ସମ୍ପର୍କରେ ବିବୃତି ରଖିଥିଲେ । ଏଥିରେ ସେ ଓଡ଼ିଶାରେ ୨୭.୩% ସ୍କୁଲ ଡ୍ରପଆଉଟ୍‌ ହାରକୁ ଖଣ୍ଡନ କରିବା ସହିତ ୟୁଡିଆଇଏସଇ ପ୍ଲସ ରିପୋର୍ଟ ଭରସାଯୋଗ୍ୟ ଏବଂ…

ମୃତ୍ୟୁର କିଛି ସମୟ ପୂର୍ବରୁ ଆଜେକ୍ସ ତାଙ୍କ ପ୍ରେମିକାଙ୍କ ସହ କଥା ହେଉଥିଲେ!

ଭୁବନେଶ୍ୱର: ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନାହିଁ। ଇତିମଧ୍ୟରେ ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି ଯେ ମୃତ୍ୟୁ ପୂର୍ବରୁ ପ୍ରାୟ ୯୭ ସେକେଣ୍ଡ ଯାଏ ଆଜେକ୍ସ ତଥାକଥିତ ପ୍ରେମିକାଙ୍କ ସହ କଥାବାର୍ତ୍ତା କରୁଥିଲେ। ପରେ ତାଙ୍କୁ ଭିଡିଓ କଲ କରିବାକୁ…

ସଂଘୀୟ ବ୍ୟବସ୍ଥାକୁ ମଜବୁତ ଓ ସୁରକ୍ଷା ପାଇଁ ଆହ୍ୱାନ କଲେ ନବୀନ ଓ ମମତା

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତ ଶେଷ କରି କର୍ଣ୍ଣାଟକ ଯିବା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଧାରିତ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ନବୀନ ନିବାସ ଯାଇ ତାଙ୍କର ପ୍ରତିପକ୍ଷ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଯାହା ଉପରେ ସାରା ଦେଶର ନଜର ଥିଲା। ଭେଟଘାଟ…