Latest Odisha News

BREAKING NEWS

Browsing Category

ଫିଚର

ପିଏମଓର ବରିଷ୍ଠ ଅଧିକାରୀ କହି କାଶ୍ମୀରରେ ବୁଲିଲେ, ଜେଡ ପ୍ଲସ ସୁରକ୍ଷା ପାଇଲେ, ଶେଷରେ ଧରାପଡିଲେ

ଶ୍ରୀନଗର:  ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ବୋଲି କହୁଥିଲେ । ଏହି ନାଁରେ  ବେଶ କିଛି ଦିନ ସରକାରୀ ସୁବିଧା ସୁଯୋଗ ପାଇଲେ ।  Z+ ସିକ୍ୟୁରିଟିର ବି ପାଇଲେ । ଶେଷରେ ଧରାପଡି ମାମୁ ଘରକୁ ଗଲେ ଠକ  କିରଣଭାଇ ପଟେଲ । ତେବେ ୧୦ ଦିନ ତଳୁ ପୋଲିସ ତାଙ୍କୁ ଗିରଫ…

କୋହଲି-ସଚିନଙ୍କଠାରୁ ବି ଅଧିକ ଧନୀ ଗିଲଖ୍ରୀଷ୍ଟ! ମିଛ ରିପୋର୍ଟ ଦେଖି କଟାକ୍ଷ କଲେ ଖେଳାଳି

ନୂଆଦିଲ୍ଲୀ: କ୍ରିକେଟ ଖେଳିବା ବ୍ୟତୀତ ବିଜ୍ଞାପନ, କମେଣ୍ଟ୍ରି ଇତ୍ୟାଦିରୁ କ୍ରିକେଟରମାନେ ବିପୁଳ ଟଙ୍କା ରୋଜଗାର କରନ୍ତି । ନିଜ ଦେଶ ପାଇଁ ଖେଳିବା ବ୍ୟତୀତ ଆଇପିଏଲ ଭଳି ବିଭିନ୍ନ ଲିଗ ମ୍ୟାଚରୁ ମଧ୍ୟ କ୍ରିକେଟରମାନେ ଆୟ କରିଥାନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ କ୍ରିକେଟ…

ଡ୍ରାଇଭର ମହାସଂଘ ନିଷ୍ପତ୍ତି: ସରକାର ଘୋଷଣା ନ କଲା ଯାଏ ଆନ୍ଦୋଳନ ଜାରି ରହିବ

ଭୁବନେଶ୍ୱର: ଡ୍ରାଇଭର ମହାସଂଘର ତୃତୀୟ ଦିନରେ ପହଞ୍ଚିଛି । ଆଜି ଡ୍ରାଇଭର ମହାସଂଘ ଆନ୍ଦୋଳନରୁ ଓହରିବ ବୋଲି ଆଶା କରାଯାଉଥିଲା।   ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ମହାସଂଘର ଏକ ବୈଠକ ବସିଥିଲା ।  ସରକାର ତିନି ମାସରେ ଦାବି ଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତ…

ବାଂଲାଦେଶ କ୍ୟାପ୍ଟେନ୍ ଶକିବ ଅଲ ହସନଙ୍କୁ ଦୁର୍ବ୍ୟବହାର; କଲର ଟାଣି ତଳେ ପକାଇଲେ ଫ୍ୟାନ୍

ଢାକା: ବାଂଲାଦେଶ ଟି-୨୦ ଓ ଟେଷ୍ଟ କ୍ରିକେଟ୍‌ ଟିମ୍‌ର କ୍ୟାପ୍ଟେନ୍‌ ଶକିବ ଅଲ ହସନଙ୍କୁ ଦୁର୍ବ୍ୟବହାର। କ୍ରିକେଟରଙ୍କୁ କଲର ଟାଣି ତଳେ ପକାଇ ଦେଲେ ଫ୍ୟାନ୍। ପଛରେ ଜଣେ ଠେଲି ବି ଦେଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଶକିବଙ୍କ ସହ ଫଟୋ ଉଠାଇବା ପାଇଁ ଠେଲାପେଲା ବେଳେ…

ନିଷ୍ପତ୍ତିରୁ ଓହରିଲେ ଘରୋଇ ବସ ମାଲିକ ସଂଘ; ସ୍ୱାଭାବିକ ହେଲା ବସ ଚଳାଚଳ

ଭୁବନେଶ୍ୱର: ନିଷ୍ପତ୍ତିରୁ ଓହରିଛନ୍ତି ଘରୋଇ ବସ ମାଲିକ ସଂଘ । ଫଳରେ ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ ହୋଇଛି । ବସ ଚଳାଚଳ ବନ୍ଦ କରିବେ ନାହିଁ ବୋଲି ଘରୋଇ ବସ୍ ମାଲିକ ସଂଘ  ସୂଚନା ଦେବା ପରେ ଏକ ବଡ ସମସ୍ୟା ଟଳି ଯାଇଛି । ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ…

ଶିଶୁପାଳଗଡ଼ ଓ ପାରାଭାଡ଼ି ଐତିହ୍ୟର ସୁରକ୍ଷା ଲାଗି କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ସଂରକ୍ଷିତ ସ୍ଥାନ ଖୋର୍ଦ୍ଧା ଜିଲ୍ଲାର ଶିଶୁପାଳଗଡ଼ରେ ବ୍ୟାପକ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଛି ।  ସୁରକ୍ଷା ଦୃଷ୍ଟିରୁ ଏହାକୁ ବନ୍ଦ କରିବା  ଦରକାର । ଏଥିପାଇଁ ପଦକ୍ଷେପ ନେବା ଲାଗି ଏଏସଆଇ ଓ ରାଜ୍ୟ ସରକାରଙ୍କୁ…

୨ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ୫୦ ହଜାର ଟଙ୍କାର ଫିକ୍ସଡ଼ ଡିପୋଜିଟ

ଜୟପୁର: ଆମେ ଦୁଇ-ଆମର ଦୁଇ । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏହି ନାରା ଅନେକ ଥର ଶୁଣିବାକୁ ମିଳୁଥିବାବେଳେ ସରକାର ମଧ୍ୟ ଜନସଚେତନତା କରି ୨ଟି ସନ୍ତାନ ଜନ୍ମ ଉପରେ ଜୋର ଦେଉଛନ୍ତି । ଏହାରି ଭିତରେ ଏବେ ରାଜସ୍ଥାନର ମାହେଶ୍ୱରୀ ସମାଜ ପକ୍ଷରୁ ଏମିତି ଏକ ଘୋଷଣା କରାଯାଇଛି ଯାହାକୁ ଶୁଣି ଆପଣ…

ଆସାମରେ ସବୁ ମଦ୍ରାସା ବନ୍ଦ କରିଦେବୁ, କାରଣ ଲୋକେ ସ୍କୁଲ୍ ଚାହୁଁଛନ୍ତି; ହିମନ୍ତ ବିଶ୍ୱ ଶର୍ମା

ବେଙ୍ଗାଲୁରୁ: ରାଜ୍ୟରେ ସମସ୍ତ ମଦ୍ରାସା ବନ୍ଦ କରିଦେବୁ। କାରଣ ଲୋକେ ସ୍କୁଲ୍‌ରେ ପାଠ ପଢ଼ିବାକୁ ଚାହୁଁଛନ୍ତି, ମଦ୍ରାସାରେ ନୁହେଁ। ଗୁରୁବାର କର୍ଣ୍ଣାଟକ ବେଲଗାଭୀରେ ରାଲି କରି ଏଭଳି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ରାଲିରେ ସେ କଂଗ୍ରେସକୁ ନୂଆ ମୋଗଲ ବୋଲି…

ଋଷ ବିରୋଧରେ ଲଢ଼ିବେ ଏହାର ଯୁଦ୍ଧ ବିମାନ

କିଭ: ଯେଉଁ ବିମାନକୁ ନିଜେ ଋଷ ନିର୍ମାଣ କରିଥିଲା, ସେହି ବିମାନ ହିଁ ଋଷ ବିରୋଧରେ ଯୁଦ୍ଧ ଲଢ଼ିବ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ । ବାସ୍ତବରେ ଋଷ ଆକ୍ରମଣର ଜବାବ ଦେବାକୁ ଏବେ ୟୁକ୍ରେନକୁ ସହାୟତାର ହାତ ବଢ଼ାଇଛି ପୋଲାଣ୍ଡ । ପୋଲାଣ୍ଡ ୟୁକ୍ରେନକୁ ମିଗ-୨୯ ଯୁଦ୍ଧ…

ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ୬ ଜୀବନ୍ତ ଦଗ୍ଧ

ସିକନ୍ଦରାବାଦ:ଜଳିଗଲାଳ ୩ ମହଲା କୋଠା । କୋଠା ସହ ଜୀବନ୍ତ ଦଗ୍ଧ ହୋଇଗଲେ ୬ । ଏପରି ହୃଦୟଥରା ଘଟଣା ଘଟିଛି ତେଲେଙ୍ଗାନାର ସିକନ୍ଦରାବାଦରେ । ସିକନ୍ଦରାବାଦର  ସ୍ୱପ୍ନାଲୋକ୍ କମ୍ପେ୍ଲକ୍ସର ୮ ମହଲା ବିଲ୍ଡିରେ  ଗତକାଲି ରାତିରେ ନିଆଁ ଲାଗି ଯାଇଛି । କୋଠା ଭିତରେ ଥିବା ୪ଜଣ ଯୁବତୀ ଓ ୨ଜଣ…