Latest Odisha News

BREAKING NEWS

Browsing Category

ଫିଚର

ଭୁଶୁଡିଲା ଶୀତଳଭଣ୍ଡାରର ଛାତ, ୮ ଶ୍ରମିକଙ୍କ ମୃତ୍ୟୁ

ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲର ଚାନ୍ଦୁସି ଅଞ୍ଚଳରେ ଏକ ଶୀତଳଭଣ୍ଡାର ଭୁଶୁଡି ପଡିବାରୁ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୧୧ ଜଣ ଶ୍ରମିକ ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ବି ଅଧିକାଂଶ ଶ୍ରମିକ ଭଗ୍ନ ଛାତ ତଳେ ଫସିରହିଥିବାରୁ ଏନଡିଆରଏଫ ଓ ଏସଡ଼ିଆରଏଫର ଟିମ ଉଦ୍ଧାର କାର୍ଯ୍ୟରେ…

ଗାଁ ପୋଖରୀରେ ସାଙ୍ଗ ହୋଇ ଗାଧୋଉଥିଲେ, ସାଙ୍ଗ ହୋଇ ଚାଲିଗଲେ ଦୁଇ ନାବାଳକ

ନୂଆପଡ଼ା: ସାଙ୍ଗ ହୋଇ ଗାଁ ପୋଖରୀକୁ ଯାଇଥିଲେ ଦୁଇ ସାଙ୍ଗ । ଯେମିତି ସାଙ୍ଗ ହୋଇ ଯାଇଥିଲେ ସେମିତି ସାଙ୍ଗ ହୋଇ ଚାଲିଗଲେ ସବୁଦିନ ପାଇଁ  ।  ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚଉଁରା ଗାଁରୁ ଆସିଛି ଏପରି ଦୁଃଖଦ ଖବର । ଗାଁର ଝରନି ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳକଙ୍କର ମୃତ୍ୟୁ…

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ପୂର୍ବତନ ମହିଳା କ୍ୟାପ୍ଟେନ୍ ଡେନ୍ ଭାନ ନିକର୍କ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କଲେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍ ଡେନ୍ ଭାନ ନିକର୍କ। ବର୍ତ୍ତମାନ ସେ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖଳ ଜାରି ରଖିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ଅମ୍ପାୟାର କ୍ୟାରିୟରରୁ ସନ୍ନ୍ୟାସ ଘୋଷଣା କଲେ ପାକିସ୍ତାନର ଅଲୀମ ଦାର

ନୂଆଦିଲ୍ଲୀ: ୧୯ ବର୍ଷର କ୍ୟରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଅମ୍ପାୟାର କ୍ୟାରିୟରରୁ ସନ୍ନ୍ୟାସ ନେଲେ ପାକିସ୍ତାନର ଲୋକପ୍ରିୟ ଅମ୍ପାୟାର ଅଲୀମ ଦାର। ପାକିସ୍ତାନୀ ଅମ୍ପାୟାର ଅଲୀମ ଦାର ସନ୍ନ୍ୟାସ ଘୋଷଣା କରିବା ପରେ ଦକ୍ଷିଣ ଆଫ୍ରିକାର ଏଡ୍ରିୟନ ହୋଲ୍ଡଷ୍ଟକ ଓ ପାକିସ୍ତାନର ଏହସାନ ରଜାଙ୍କୁ…

କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ମାମଲାର ଶୁଣାଣି ଘୁଞ୍ଚିଲା

କଟକ: କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ମାମଲାର ଶୁଣାଣି ଘୁଞ୍ଚିଲା। ହାଇକୋର୍ଟ ମାମଲାର ଶୁଣାଣିକୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଗୁରୁବାର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି…

ନଭେମ୍ବର ସୁଦ୍ଧା ୯ ମାଓପ୍ରବଣ ଜିଲ୍ଲାକୁ 4G ସେବା

ଭୁବନେଶ୍ୱର: ରାଜ୍ୟର ମାଓପ୍ରବଣ ଜିଲ୍ଲାରେ ଚଳିତ ବର୍ଷ ଶେଷ ସୁଦ୍ଧା 4G ସେବା ଯୋଗାଇ ଦିଆଯିବ। ନେଭେମ୍ବର ମାସ ଶେଷ ସୁଦ୍ଧା ୯ଟି ମାଓପ୍ରବଣ ଜିଲ୍ଲାକୁ 4G ସେବା ଯୋଗାଇ ଦିଆଯିବ ବୋଲି ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି।…

ଘର ଆଗରେ ଲେଖା ହୋଇଛି ଟ୍ରଷ୍ଟ, ଭିତରେ କିନ୍ତୁ ଚାଲିଥିଲା ସେକ୍ସରାକେଟ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରୁ ଏକ ସେକ୍ସ ରାକେଟ ଠାବ ହୋଇଛି। ଘର ଆଗାରେ ସାଇବାବା ଟ୍ରଷ୍ଟ ଲେଖାହୋଇଥିଲା। କିନ୍ତୁ ଗୁରୁବାର ସଂଧ୍ୟାରେ ଲିଙ୍ଗରାଜ ପୋଲିସ ଘର ଭିତରେ ଅତର୍କିକ ଚଢାଉ କରିବା ପରେ ସେକ୍ସ ରାକେଟ ଧରାପଡ଼ିଛି। ଏହି ମାମଲାରେ ପୋଲିସ ୩ ଜଣଙ୍କୁ…

ବଢ଼ୁଛି କରୋନା ସଂକ୍ରମଣ, ୬ଟି ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୬ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଚିଠି…

ପୀଡ଼ିତାଙ୍କ ତଥ୍ୟ ଦେବାକୁ ରାହୁଲ ଗାନ୍ଧୀଙ୍କୁ ନୋଟିସ, କଂଗ୍ରେସ କହିଲା ‘ଡାର୍ଟି ପଲିଟିକ୍ସ’

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍କୁ ନେଇ ଦିଲ୍ଲୀ ପୋଲିସ ନୋଟିସ୍ ଜାରି କରିଛି। ଏହାପରେ କଂଗ୍ରେସ ଜବବା ରଖି କହିଛି, ଶାସକ ଦଳ ଏକ ଖରାପ ରାଜନୀତି ଆରମ୍ଭ କରିଛି। ମୋଦୀ ସରକାରକୁ ଟାର୍ଗେଟ କରି କଂଗ୍ରେସ କହିଛି, 'ଭାରତ ଯୋଡ଼ୋ' ଯାତ୍ରାର ୪୫ ଦିନ ପରେ ରାହୁଲ…

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଅପହରଣ ଉଦ୍ୟମ, ବ୍ଲେଡରେ ଆକ୍ରମଣ ସତ୍ତ୍ବେ ଖସିଆସିଲେ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଅପହରଣ ଉଦ୍ୟମ ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ ହୋଇଛି।ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପହରଣର ଶିକାର ଛାତ୍ରୀ ସ୍ଥାନୀୟ ଅଞ୍ଚଳର ମାଛ ବ୍ୟବସାୟୀ ପଦ୍ମନାଭ ସେଠୀଙ୍କ…