Latest Odisha News

BREAKING NEWS

Browsing Category

ଫିଚର

କୁଆଡେ ଗଲେ ଆଇପିଏସ ଏନ.ବି. ଭାରତୀ? ଖବରକାଗଜରେ ବିଜ୍ଞାପନ ଦେଇ ନୋଟିସ୍ ବାହାର କଲା ପୋଲିସ

ଭୁବନେଶ୍ୱର: ଓଡ଼ିଶାର ଏଚ୍ଆରପିସି ଡିଜିପି ଏନ୍. ବି. ଭାରତୀ ୨୦୧୭ରୁ କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି। ଏବେ ଏହି ଆଇପିଏସ ଅଧିକାରୀଙ୍କୁ ନୋଟିସ୍ ପଠାଯାଇଛି। ଆଇପିଏସ୍ ଅଧିକାରୀଙ୍କୁ ୧୫ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି। ନଚେତ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।…

‘କିଛି ନିର୍ଦ୍ଦିଷ୍ଟ ଆଇଏଏସଙ୍କୁ ଗୋଟିଏ ପଦବୀରେ ଦୀର୍ଘ ଦିନ ନିୟୋଜିତ କରି ସରକାର ପକ୍ଷପାତିତା…

ଭୁବନେଶ୍ୱର: ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାପାଳ, ଏଡିଜି ଅରୁଣ ବୋଥ୍ରା ଏବଂ ନଗର ଉନ୍ନୟନ ସଚିବ ଜି. ମାଥି ଭଥନନ ଏବଂ ନିର୍ବାଚନ କମିଶନର ସୁଶୀଲ ଲୋହନୀଙ୍କୁ ଦୀର୍ଘ ଦିନ ହେବ ଗୋଟିଏ ପଦବୀରେ ରହିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଦୀର୍ଘ ଦିନ ଧରି ରାଜ୍ୟ ସରକାର ଏହି ଆଇଏଏସ…

ଆନ୍ଦୋଳନ ବେଳେ ମୁହାଁମୁହିଁ, ୬ ପୋଲିସ କର୍ମଚାରୀ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ନିକଟସ୍ଥ ପକୋଡ଼ିବନ୍ଧ ଛକରେ ଗୁରୁବାର ଡ୍ରାଇଭର ସଙ୍ଘ ପକ୍ଷରୁ ଡାକରା ଦିଆଯାଇଥିବା ଧର୍ମଘଟ ହିଂସାତ୍ମକ ରୂପ ନେବା ପରେ ମୁହାଁମୁହିଁ ହୋଇଛନ୍ତି ଡ୍ରାଇଭର ଓ ପୋଲିସ ଅଧିକାରୀ। ଏହି ଘଟଣାରେ ୬ ପୋଲିସ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାହାର ରାଜ୍ୟରୁ…

ତିନି ମାସରେ ଡ୍ରାଇଭର ସଙ୍ଘର ଦାବି ପୂରଣ ପାଇଁ ପ୍ରତିଶ୍ରୁତି

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଦୁଇ ଦିନ ଧରି ଆନ୍ଦୋଳନରତ ଡ୍ରାଇଭର ସଙ୍ଘକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ତିନି ମାସ ମଧ୍ୟରେ ସେମାନଙ୍କ ସମସ୍ୟାର ସମାଧାନ କରାଯିବ। ମୁଖ୍ୟ ଶାସନ ସଚିବ ଓ ଡ୍ରାଇଭର ମହାସଙ୍ଘର…

ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ପାଇଁ ସରକାର ଗଠନ କଲେ ଟାସ୍କ ଫୋର୍ସ

ଭୁବନେଶ୍ୱର: ଡ୍ରାଇଭର ସଂଘର ଆନ୍ଦୋଳନ ତୀବ୍ର ରୂପ ଧାରଣ କରୁଥିବା ବେଳେ ଆଜି ମୁଖ୍ୟ ଶାସନ ସଚିବ ସେମାନଙ୍କ ଆଲୋଚନା କରିଛନ୍ତି । ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଡ୍ରାଇଭରଙ୍କ…

ଡ୍ରାଇଭରଙ୍କ ଆନ୍ଦୋଳନ, ପେଟ୍ରୋଲ ପମ୍ପରୁ ସରି ଆସୁଛି ପେଟ୍ରୋଲ ଓ ଡିଜେଲ୍

ଭୁବନେଶ୍ୱର: ଷ୍ଟିୟରିଂ ଛାଡ଼ି ନାକେଦମ୍ କଲେଣି ଡ୍ରାଇଭର । ଜାତୀୟ ରାଜପଥରେ ଡ୍ରାଇଭରଙ୍କ ରାସ୍ତାରୋକ ଯୋଗୁଁ ମାଲବାହୀ ଗାଡ଼ି ଗଡ଼ୁ ନାହିଁ । ଅନ୍ୟ ପଟେ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସହରରେ ଦେଖା ଦେଇଛି ପେଟ୍ରୋଲ ଓ ଡିଜେଲ୍ ଅଭାବ । ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ପାଇଁ ସହର…

୨୦ ସକାଳ ଯାଏ ଘଡ଼ଘଡ଼ି ବର୍ଷା, ୧୮ରେ ଛେଚିବ କୁଆପଥର

ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଲାଗି ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ୧୭ ସକାଳ ୮ଟା ୩୦ ଯାଏ ଘଡ଼ଘଡ଼ି ଓ ବର୍ଷା ନେଇ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବର୍ଷା…

କାନାଡାରୁ ଫେରିବେ ୭୦୦ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ଭାରତର ୭୦୦ ଛାତ୍ରଙ୍କୁ ସ୍ୱଦେଶ ଫେରିଯିବା ପାଇଁ କହିଛନ୍ତି । କାନାଡିଆନ ବର୍ଡର ସିକ୍ୟୁରିଟି ଫୋର୍ସ ଏଜେନ୍ସି ଏହି ସମସ୍ତ ଛାତ୍ରଙ୍କ ବିରୋଧରେ ଡିର୍ପୋଟେଶନ ଜାରୀ କରିଛି । ଏମାନେ ସମସ୍ତେ ୨୦୧୮ ପରେ ଷ୍ଟଡି ପ୍ରୋଗ୍ରାମ ମାଧ୍ୟମରେ କାନାଡାରେ…

ଡ୍ରାଇଭରଙ୍କୁ ନେଇ ଗୃହ ଭିତରେ ବାହାରେ ଝଡ଼

ଭୁବନେଶ୍ୱର: ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୀବ୍ର ରୂପ ନେଉଛି। ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ ଯୋଗୁ ଯାତାୟାତ ପରିବହନ ଆଦି ବ୍ୟାପକ ଭାବେ ବାଧାପ୍ରାପ୍ତ ହେବା ସହ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ବିକ୍ଷୋଭ ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି। ୧୦ ଦଫା ଦାବି ନେଇ ଜିଲ୍ଲା ସ୍ତରଠୁ ଆରମ୍ଭ…