Latest Odisha News

BREAKING NEWS

Browsing Category

ଫିଚର

ଚତୁର୍ଥ ଟେଷ୍ଟ ଡ୍ର: ଭାରତ ୨-୧ରେ ଜିତିଲା ସିରିଜ

ଅହମ୍ମଦାବାଦ: ଏଠାରେ ଅନୁଷ୍ଠିତ ଚତୁର୍ଥ କ୍ରିକେଟ ଟେଷ୍ଟ ଡ୍ରରେ ସମାପ୍ତ ହୋଇଛି । ଏଥିସହ ଭାରତ ୨-୧ରେ ସିରିଜ ଜିତିନେଇଛି । ଅଷ୍ଟ୍ରେଲିଆ ବିପକ୍ଷରେ କ୍ରମାଗତ ୪ଟି ଘରୋଇ ଟେଷ୍ଟ ସିରିଜ ଜିତିବାରେ ଭାରତ ପ୍ରଥମ ଟିମ ହୋଇଛି । ଏହା ବ୍ୟତୀତ ଷଷ୍ଠ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ହାତେଇଛି ।…

ରାଜ୍ୟରେ ଏବେ କେତେ ଡାକ୍ତର ଅଛନ୍ତି ବିଧାନସଭାରେ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପାଖାପାଖି ୩ ହଜାର ଡାକ୍ତର ପଦବି ଖାଲି ପଡ଼ିଛି। ପଦବି ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି। ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ଉତ୍ତରରେ ଏହି ସୂଚନା ଜଣାପଡ଼ିଛି। ଓଡ଼ିଶାରେ ମୋଟ ୧୦ ହଜାର ୭୭୪ ଡାକ୍ତର ପଦବି ରହିଥିବା ବେଳେ…

ଗ୍ରାମାଞ୍ଚଳରେ ଖରାଦିନିଆ ଜଳ ସଙ୍କଟ, ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ

ଖରାଦିନିଆ ଜଳ ସଙ୍କଟ ଦୂର କରିବା ନିମନ୍ତେ ଆଣ୍ଚା ଭିଡିଛନ୍ତି ରାଜ୍ୟ ସରକାର । ରାଜ୍ୟର ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିବା, ଜଳ ଯୋଗାଣ ଉତ୍ସ ଯାଂଚ, ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ଜଳ ଯୋଗାଣ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର୍ ଯୋଗେ ଜଳ…

5T ଏକ ବିଭାଗ କି ? ଏହାର ଅଫିସ କେଉଁଠି ? ବିଧାନସଭାରେ ପ୍ରଶ୍ନ କଲେ ଜୟ ନାରାୟଣଙ୍କ ମିଶ୍ର

ଭୁବନେଶ୍ୱର: 5T ବିଭାଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ବାଣ ଛାଡ଼ିଲେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର। ବିଧାନସଭା ଶୂନ୍ୟ କାଳରେ 5T ବିଭାଗ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରିଛନ୍ତି ଜୟ ନାରାୟଣ। ସେ କହିଛନ୍ତି 5T କଣ ଏହା ବୁଝି ହେଉନି। ଏହା କଣ…

ସାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଖାରଜ

କଟକ: ସାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ଏହାର ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଖାରଜ କଲେ ଓଡ଼ିଶା ହାଇକୋର୍ଟ। ସାରଦା ରିଅଲଇଷ୍ଟେଟ୍‌ କମ୍ପାନୀ ଲୋକଙ୍କୁ ଲୋଭ ଦେଖାଇ ଓଡ଼ିଶାର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ୍‌ କରିଥିଲା। ଏ ନେଇ ଅଭିଯୋଗ ହେବା ପରେ…

ସ୍ମାଟ୍ ସିଟିକୁ ପ୍ରଦୂଷିତ କଲେ ଧରିବେ ସାନିଟେସନ ଇନିସପେକ୍ଟର୍ ! ଦେବାକୁ ହେବ ୧୦ ହଜାର ଫାଇନ୍

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା କଲେ ଗଣିବେ ଜୋରିମାନା। ୫ଶହ କି ହଜାରେ ନୁହେଁ, ଉଲଙ୍ଘନକାରୀଙ୍କୁ ଦେବାକୁ ପଡିପାରେ ୧୦ ହଜାର ଟଙ୍କା ଜୋରିମାନା । ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଯେଉଁମାନେ ଅଳିଆ…

ଓଡ଼ିଶାରେ ମାଡ଼ୁଛି ଜଙ୍ଗଲ ନିଆଁ; ତୁରନ୍ତ ରୋକିବାକୁ କେନ୍ଦ୍ର ପରିବେଶମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ: ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ବର୍ତ୍ତମାନ ନିଆଁ ଲାଗୁଛି। ଜଙ୍ଗଲ ଜଳିବା ମାତ୍ରା ଜୈବବିବିଧତା ନଷ୍ଟ ହେଉଛି। ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତୁରନ୍ତ ଏହାର ସମାଧାନ ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ପାଣିପାଗ ମନ୍ତ୍ରୀ…

ଗ୍ରାହକ ଜମା ଟଙ୍କା ଉଠାଇ ନେବାରୁ ବନ୍ଦ ହୋଇଗଲା ବ୍ୟାଙ୍କ

ନୂଆଦିଲ୍ଲୀ: ଆମେରିକୀୟ ବ୍ୟାଙ୍କ ସିଲିକନ୍ ଭ୍ୟାଲି ବ୍ୟାଙ୍କ ଦେବାଳିଆ ହେବାର ପ୍ରଭାବ ଭାରତୀୟ ଷ୍ଟକ ମାର୍କେଟ ଉପରେ ପଡ଼ିଛି । ଆଜି ସ୍ୱଳ୍ପ ବୃଦ୍ଧି ସହ ବାଣିଜ୍ୟ ଆରମ୍ଭ ହୋଇଥିବା ବେଳେ ସେନସେକ୍ସ ଓ ନିଫ୍ଟି ହ୍ରାସ ପାଇଛି । ବିଏସ୍ଇ ସେନସେକ୍ସ ୧୦୦୦ ଅଙ୍କରୁ ଅଧିକ ହ୍ରାସ ପାଇଛି । ତେବେ…

ସରକାରୀ ସହାୟତା ଅପେକ୍ଷାରେ ଅସହାୟ ପରିବାର, ଭତ୍ତା ଓ ରାସନ ପାଲଟିଛି ଆଶାବାଡ଼ି

ଜଗତସିଂହପୁର : ପାଠ ପଢିବାକୁ ପିଲାମାନଙ୍କ ମନରେ ରହିଛି ପ୍ରବଳ ଆଗ୍ରହ । ହେଲେ ପାଠ ପଢ଼ିବାକୁ ଅର୍ଥ ସାଜିଛି ବାଧକ । ବାପ ଛେଉଣ୍ଡ ଏ ପିଲା ।  ଘରେ ନାହାଁନ୍ତି କେହି ମୂରବୀ  । ଏ ପିଲାଙ୍କ ଆଶା ହେଉଛନ୍ତି ଜେଜେମାଆ ଓ ମାଆ ।  ଶାଳଜଙ୍ଗ ପଞ୍ଚାୟତର ଛଣହତା ଗ୍ରାମରେ ପରମାନନ୍ଦ ସାହୁଙ୍କ ଘର।…

ଜେଲରେ କାହିଁକି ଆତ୍ମହତ୍ୟା କଲା ଗୋବିନ୍ଦ ? ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା । କେଉଁ ପରିସ୍ଥିତିରେ ଗୋବିନ୍ଦଙ୍କର ମୃତ୍ୟୁ ଘଟିଲା ? କାହିଁକି  ଆତ୍ମହତ୍ୟା କଲା ଗୋବିନ୍ଦ ? ଗୃହରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି   ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ବିଧାୟକ ମୋହନ ଚରଣ…