Latest Odisha News

BREAKING NEWS

Browsing Category

ଫିଚର

କ୍ରିକେଟ ତାରକା ଗିଲଖ୍ରୀଷ୍ଚ ଦେଖିଲେ ସମ୍ବଲପୁରୀ ନୃତ୍ୟ, ସ୍ୱାଗତକଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରଙ୍କ ସହ ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲେର, ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ଏବେର ଭାଷ୍ୟକାର ଆଦାମ ଗିଲଖ୍ରୀଷ୍ଟଙ୍କୁ…

ପରଲୋକରେ ଅଭିନେତା ପିଣ୍ଟୁ ନନ୍ଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପରୋଲକରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ। ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା। ଅଭିନେତା ଶ୍ରୀତମ ଦାସ ପିଣ୍ଟୁଙ୍କ ମୃତ୍ୟୁ ବାବଦରେ ସୋଶିଆଲ ମିଡିଆରେ ଟୁଇଟ୍ କରି ସୂଚନା…

ମାଣ୍ଡିଆ ପାଇଁ ଗୀତ; ସଂଗୀତ ନିର୍ଦ୍ଦେଶକ ରିକି କେଜ୍‌ ଓ କୃଷି ବିଭାଗକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଣ୍ଡିଆ ରପ୍ତାନୀରେ ଭାରତ ଗ୍ଲୋବାଲ ହବ୍‌ରେ ପରିଣତ ହେବ ବୋଲି ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର। ଏଥିପାଇଁ ଓଡ଼ିଶା ସରକାର ମଧ୍ୟ ମାଣ୍ଡିଆର ଉତ୍ପାନଦ ବୃଦ୍ଧି ଓ ପ୍ରୋତ୍ସାହନ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଲୋକଙ୍କ ପାଖରେ ମାଣ୍ଡିଆକୁ ପହଞ୍ଚାଇବା ପାଇଁ ସରକାର ଉଦ୍ୟମ ଜାରି…

ରାଜ୍ୟରେ କମିିଛି ବଳଦ ସଂଖ୍ୟା; ଗତ ୭ ବର୍ଷରେ ୩୧% ହ୍ରାସ: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: ରାଜ୍ୟରେ ବଳଦ ସଂଖ୍ୟା କମିବାରେ ଲାଗିଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ବୁଧବାର ବିଧାନସଭାରେ ବିଧାୟକ ଧ୍ରୁବ ସାହୁଙ୍କର ଏସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଯଦିଓ ବଳଦ ସଂଖ୍ୟା…

ଆମାଜନ ଜଙ୍ଗଲରେ ହଜି ଯାଇଥିଲେ ଆକୋଷ୍ଟା, ୩୧ ଦିନ ପରେ ହେଲେ ଉଦ୍ଧାର

ନୂଆଦିଲ୍ଲୀ: ବିଶ୍ୱାସ ନ ହେଲେ ବି ସତ । ବଲିଭିୟାର ୩୦ ବର୍ଷୀୟ ଜୋନାଟନ ଆକୋଷ୍ଟା ଭୟଙ୍କର ଆମାଜନ ଜଙ୍ଗଲରେ ହଜି ଯାଇଥିଲେ । ସାଙ୍ଗମାନଙ୍କ ସହ ଜାନୁୟାରୀ ୨୫ରେ ଶୀକାର କରିବାକୁ ଯାଇଥିବା ଏହି ଯୁବକ ଆଉ ଫେରି ନ ଥିଲା । ବହୁତ ଖୋଜା ଖୋଜି ପରେ ସେମାନେ ଫେରି ଆସିଲେ । ସେ ନ ଫେରିବା ଯୋଗୁ…

ଶାହାରୁଖଙ୍କ ଜୱାନରେ ଅଭିନୟ କରିବାକୁ ମନା କଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଜୱାନରେ ଅଭିନୟ କରିବାକୁ ମନା କରି ଦେଇଛନ୍ତି । ଅଟଲୀଙ୍କ ଜୱାନରେ ସେ କାମେଓ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି । ତେବେ ପୁଷ୍ପା ୨ ଫିଲ୍ମର ଶୁଟିଂରେ ସେ ବ୍ୟସ୍ତ ରହିବାରୁ ଇଚ୍ଛା…

ଗତବର୍ଷ ଫେବ୍ରୁଆରୀ ତୁଳନାରେ ଓଡ଼ିଶାର GST ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଜିଏସଟି ସଂଗ୍ରହରେ ଓଡ଼ିଶାର ଅଭିବୃଦ୍ଧି । ଫେବ୍ରୁଆରୀ ମାସରେ ଓଡ଼ିଶାର ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨ ଫେବ୍ରୁଆରୀ ମାସରେ ଓଡ଼ିଶା ୪, ୧୦୧ କୋଟି ଜିଏସଟି ସଂଗ୍ରହଣ କରିଥିବା ବେଳେ ୨୦୨୩ ଫେବ୍ରୁଆରୀରେ ତାହା ୪, ୫୧୯ କୋଟି ରହିଛି । ଅର୍ଥାତ୍ ୨୦୨୨…

ଏକଚ୍ଛତ୍ରବାଦ ଶାସକଙ୍କ ନୂଆ ଆଦେଶ, ହଲିଉଡ ଫିଲ୍ମ ଦେଖିବା ମନା

ପେଙ୍ଗୟଙ୍ଗ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଆଉ ଏକ ନୂତନ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଏହା ଅନୁସାରେ ଏଣିକି ଉତର କୋରିଆରେ ହଲିଉଡ ଫିଲ୍ମ କେହି ଦେଖିପାରିବେ ନାହିଁ । ଯେଉଁ ପିଲାମାନେ ଫିଲ୍ମ ଦେଖିବେ ତାଙ୍କୁ ଏବଂ ସେମାନଙ୍କ ପିତାମାତାଙ୍କୁ ଜେଲଦଣ୍ଡ ଦିଆଯିବ । ଏହା…

ବିଗୁଡ଼ୁଛି ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା, ସମସ୍ତଙ୍କ ଆଶୀର୍ବାଦ ମାଗିଲେ ଅଭିନେତା ଶ୍ରୀତମ

ଭୁବନେଶ୍ୱର: ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଛି । ଗତ ସପ୍ତାହରେ ଚିକିତ୍ସା ପାଇଁ ଦିଲ୍ଲୀର ଇନଷ୍ଟିଚ୍ଯୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନ୍ସରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ବି ପିଣ୍ଟୁଙ୍କ ସ୍ୱାସ୍ଥ୍ୟାବସ୍ଥା…

ତୃତୀୟ କ୍ରିକେଟ ଟେଷ୍ଟ: ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪୭ ରନରେ ଅଗ୍ରଣୀ

ଇନ୍ଦୋର: ଏଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପଲା ଭାରୀ ରହିଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪୭ ରନର ଅଗ୍ରଣୀ ହାସଲ କରିନେଇଛି । ଭାରତ ପ୍ରଥମ ଇନିଂସରେ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୦୯ ରନରେ ଅଲଆଉଟ ହୋଇ ଯାଇଥିଲା…