Latest Odisha News

BREAKING NEWS

Browsing Category

ଫିଚର

ଶତାଧିକ ବାଂଲାଦେଶୀ ଠେଙ୍ଗାବାଡି ଧରି ଆକ୍ରମଣ କଲେ, ଅସ୍ତ୍ର ଲୁଟିନେଲ ; ୨ ଯବାନ ଗୁରୁତର

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ବାଂଲାଦେଶ ନାଗରିକ-ବିଏସଏଫ ଯବାନ ମୁହାଁମୁହିଁ ହୋଇଛନ୍ତି । ୧୦୦ରୁ ଅଧିକ ବଂଲାଦେଶୀ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ । ବାଂଲା ନାଗରିକଙ୍କ ଆକ୍ରମଣରେ ୨ ଯବାନ ଗୁରୁତର ହୋଇଛନ୍ତି । ବିଏସଏଫ ଯବାନମାନେ ଚାଷୀଙ୍କ ସୁରକ୍ଷା ପାଇଁ ଡ୍ୟୁଟି କରୁଥିଲେ…

ରାଜ୍ୟରେ ନୂଆ ମେଡିକାଲ କଲେଜରେ ଖାଲି ପଡ଼ିଛି କେତେ ଡାକ୍ତରୀ ପଦବୀ ?

ଭୁବନେଶ୍ୱର: ରାଜ୍ୟରେ ନୂଆ କରି ୭ଟି ମେଡିକାଲ କଲେଜ ଖୋଲିଥିବା ବେଳେ ୧୨୪ଟି ପ୍ରଫେସର ପଦ, ୧୭୪ଟି ପଦ ଆସୋସିଏଟ୍ ପ୍ରଫେସର, ୨୯୫ଟି ଆସିଷ୍ଟାଣ୍ଟ ପ୍ରଫେସର, ୧୭୬ଟି ଟିଉଟର, ୧୨୫ଟି ଏସ୍ଆର୍, ୧୦୪ଟି ଜେଆର୍ ପଦ ଖାଲି ପଡ଼ିଛି । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ତାରକା ପ୍ରଶ୍ନର ଉତ୍ତର…

ତିନି ଜିଲ୍ଲାରେ ମିଳିଲା ସୁନାଖଣି ସନ୍ଧାନ: ଜାଣନ୍ତୁ, କେଉଁଠି ଅଛି କେତେ ସୁନା

ଭୁବନେଶ୍ୱର: ରାଜ୍ୟରେ ରହିଛି ଏକାଧିକ ସୁନାଖଣି । ୩ଟି ଜିଲ୍ଲାରେ ଏହି ସୁନାଖଣିର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ବିଧାନସଭାରେ ସୁଧୀର କୁମାର ସାମଲଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀଙ୍କ କହିଛନ୍ତି  ରାଜ୍ୟ…

ଆଣ୍ଠୁ ସମସ୍ୟାକୁ ନେଇ ଚିନ୍ତିତ କି ? ଆମ୍ରି ହସ୍ପିଟାଲରେ କମ୍ ଖର୍ଚ୍ଚରେ ହେଉଛି ଅତ୍ୟାଧୁନିକ ଚିକିତ୍ସା

ଭୁବନେଶ୍ୱର: ଆଣ୍ଠୁ ଯନ୍ତ୍ରଣା ହେଉ କି ଆଉ କିଛି ସମସ୍ୟା । ଆଣ୍ଠୁରେ କିଛି ବି ସମସ୍ୟା ହେଲେ ବସିବା ଉଠିବା କଷ୍ଟକର ହୋଇ ପଡ଼େ । ଏମିତି ଲାଗେ ଯେମିତି ଆଉ କିଛି କରି ହେବନି । ଆଣ୍ଠୁ ଯନ୍ତ୍ରଣା ଓ ଆଣ୍ଠୁ ଜନିତ ଅନ୍ୟ ସମସ୍ୟାକୁ ନେଇ ଯଦି ଆପଣ ବିବ୍ରତ ହୋଇ ପଡ଼ିଛନ୍ତି ତେବେ ଏବେ ସେ ଚିନ୍ତା…

ବାରିପଦା, ବାଲେଶ୍ୱରରେ ଭୟଙ୍କର ଶବ୍ଦ; ଥରିଗଲା ଘରର ଝରକା, କବାଟ

ଭୁବନେଶ୍ୱର:ବାରିପଦା ଏବଂ ବାଲେଶ୍ୱରରେ ସୋମବାର ସକାଳେ ହଠାତ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା ।  ପ୍ରଚଣ୍ଡ ଶବ୍ଦ ଯୋଗୁ କିଛି ସମୟ ପାଇଁ ସମଗ୍ର ଅଞ୍ଚଳ ଥରିଗଲା । ଭୟରେ ଲୋକେ ଘରୁ ବାହାରି ଆସିଥିଲେ । କ’ଣ ହେଲା କେହି କିଛି ବୁଝି ପାରି ନ ଥିଲେ । ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ଶବ୍ଦ…

କାହିଁକି କାନ୍ଦନ୍ତି କୁକୁର, ଜାଣନ୍ତୁ କ’ଣ ରହିଛି କାରଣ…

ସାଧାରଣତଃ କୁକୁରମାନଙ୍କୁ ଆପଣ ନିଜ ଘର ସାମ୍ନାରେ ହେଉ କିମ୍ବା ଆଖପାଖରେ ନିଶ୍ଚୟ ଦେଖିଥିବେ । ତେବେ ଆପଣଙ୍କୁ ସେମାନଙ୍କର କିଛି କଥା ପସନ୍ଦ ଆସୁଥିବା ବେଳେ ଆଉ କିଛି କଥା ବିରକ୍ତି ଲାଗିଥାଏ । କିନ୍ତୁ  କ’ଣ ଆପଣ ଜାଣନ୍ତି କି କୁକୁରମାନେ ବେଳେବେଳେ କାହିଁକି ଜୋରରେ ଚିତ୍କାର କରିନ୍ତି ।…

‘ସାବାସ ବାସନ୍ତୀ’: ଏପଟେ କର୍ତ୍ତବ୍ୟ କରୁଥିଲେ, ସେପଟେ ମା’ର ମମତା ଦେଇ ଛୁଆକୁ ରଖିଥିଲେ

ମାଲକାନଗିରି: ଖାକିରେ ଦାଗ ଅନେକ ଦେଖିଥିଲେ, ଅନେକ ଶୁଣିଥିଲେ । ହେଲେ ସେ ରଖିଛନ୍ତି ଖାକିର ମହତ । ସେ ବିଭାଗର ଛୋଟିଆ କମର୍ଚାରୀ ଜଣେ । ହେଲେ ଏଇ ତଳିଆ କର୍ମଚାରୀଙ୍କ ପାଇଁ ଆଜି ଖାକିକୁ ମିଳିଛି ସାବାସି । ସେ ପୋଲିସର ଦାୟିତ୍ୱ ତୁଲାଇବା ସହ ଏକ ମା’ର ଭୂମିକା ନିଭାଇଛନ୍ତି, ମଣିଷପଣିଆର…

ଆୟୁଷ୍ମାନ ଖୁରାନାଙ୍କ ଟ୍ୱିଟ ପରେ ଛେନାପୋଡ଼କୁ GI tag ଦେବା ନେଇ ଜୋର ଧରିଛି ଦାବି

ମୁମ୍ବାଇ : ଦିନକୁ ଦିନ ଛେନାପୋଡ଼ର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଖାଲି ରାଜ୍ୟରେ ନୁହେଁ  ରାଜ୍ୟ ବାହାରେ ଏପରିକି ବଲିଉଡ଼ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ଲୋକପ୍ରିୟତା ବୃଦ୍ଧି ପାଇଛି ।  ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଛେନାପୋଡ଼କୁ ନେଇ ଏକ ଟ୍ବିଟ୍‌ ଓଡ଼ିଶାବାସୀଙ୍କୁ…

ବୁଲା କୁକୁର ସହ ଦୁଷ୍କର୍ମ, ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ: ହଜିଗଲା ମାନବିକତା । ପୁଣି ସାମ୍ନାକୁ ଆସିଲା ଲଜ୍ଜାଜନକ ଘଟଣା । ମଣିଷ ଗୋଟିଏ ପରେ ଗୋଟିଏ ଜଘନ୍ୟ କାଣ୍ଡ କରିଚାଲିଛି । ପ୍ରତିଦିନ ପ୍ରତିଦିନ କେଉଁଠି ନା କେଉଁଠି ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ପଶୁଙ୍କୁ ଦୁଷ୍କର୍ମ କରିବାକୁ ପଛାଉ…

୧୮ ଫୋନ, ୪ ନମ୍ବର ବ୍ୟବହାର କରୁଥିଲେ ସିସୋଦିଆ, ଦିନକରେ ବଦଳାଉଥିଲେ ୩ ମୋବାଇଲ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ନାଁରେ ଚାର୍ଜସିଟ ଦାଖଲ କରିସାରିଛି । ଚାର୍ଜସିଟିରେ ଦୁଇ ଯାଞ୍ଚ ଏଜେନ୍ସି  ମନୀଷଙ୍କ ବିରୋଧରେ ଉଲ୍ଲେଖ କରିଛନ୍ତି, ସେ ୧୧ଟି ଫୋନ କିଣିଥିଲେ । ଏସବୁ…