Latest Odisha News

BREAKING NEWS

Browsing Category

ଫିଚର

ନାର୍କୋ ପରୀକ୍ଷା ପରେ ବି ଗୋପାଳ କାହିଁକି ହତ୍ୟା କଲା ଖିଅ ଖୋଜିପାରୁନି କ୍ରାଇମବ୍ରାଞ୍ଚ ଟିମ୍?

ଭୁବନେଶ୍ୱର: ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ପରୀକ୍ଷା ପରେ ବି କାହିଁକି ମନ୍ତ୍ରୀ ନବ ଦାସଙ୍କୁ ସେ ହତ୍ୟା କଲା ଖିଅ ଖୋଜିପାରୁନି ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବାଧୀନ କ୍ରାଇମବ୍ରାଞ୍ଚ ଟିମ୍। ହତ୍ୟା ଘଟଣାକୁ ଆଜିକୁ ୧୮ ଦିନ ପୂରଣ ହୋଇଛି। ଏହି ସୂଚନା  ସେତେବେଳେ ମିଳିଛି ଯେତେବେଳେ…

ଡବ୍ଲ୍ୟୁପିଏଲ: ବାଙ୍ଗାଲୋର ଟିମର ମେଂଟର ହେଲେ ସାନିଆ

ବାଙ୍ଗାଲୋର: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ମହିଳା ପ୍ରିମିୟର ଲିଗ କ୍ରିକେଟରେ ଗୁରୁ ଦାୟିତ୍ୱ ମିଳିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ତାଙ୍କୁ ମେଂଟର ଭାବେ ନିଯୁକ୍ତ କରିଛି । ସାନିଆ ମଧ୍ୟ ଏହି ଗୁରୁ ଦାୟିତ୍ୱ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । ମହିଳା ଖେଳାଳିମାନଙ୍କ…

ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ପଦରୁ ବିଦା ହେବେ ଚେତନ ଶର୍ମା!

ଓଡ଼ିଶା ସମ୍ବାଦ ବ୍ୟୁରୋ: ଫେବ୍ରୁଆରି ୧୭ ତାରିଖରୁ ଦିଲ୍ଲୀରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଜାତୀୟ ଗଣମାଧ୍ୟମ 'ଜି ନ୍ୟୁଜ'ର ଏକ ଷ୍ଟିଙ୍ଗ ଅପରେସନରେ ବଡ଼ ବୟାନ ଦେଇଛନ୍ତି। ଯାହା ବିସିସିଆଇ…

ଲାଇଫ୍ ମିଶନ ଯୋଜନା ଦୁର୍ନୀତି; କେରଳ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଗିରଫ

ନୂଆଦିଲ୍ଲୀ: ଲାଇଫ୍ ମିଶନ ଦୁର୍ନୀତି ମାମଲାରେ କେରଳ ମୁଖ୍ୟମନ୍ତ୍ରୀ ପନରାୟୀ ବଜନୟଙ୍କର ପୂର୍ବତନ ପ୍ରଧାନ ମୁଖ୍ୟ ସଚିବ ଏମ୍‌ ଶିବଶଙ୍କରଙ୍କୁ ଗିରଫ କଲା ଇଡି। ଏହି ଦୁର୍ନୀତି ମାମଲାରେ ଏହା ହେଉଛି ପ୍ରଥମ ଗିରଫଦାରି। ଏହି ଦୁର୍ନୀତି ମାମଲାରେ ଗତ ୩ ଦିନ ଧରି ପଚରାଉଚରା କରିବା ପରେ  ଏମ୍‌…

ଏସଆଇରୁ ଏସଆଇ ପଦୋନ୍ନତି ପ୍ରସ୍ତାବକୁ ଖାରଜ କରିଥିଲେ ଗୋପାଳ, ପଢ଼ନ୍ତୁ କ’ଣ ରହିଛି କାରଣ…

ଭୁବନେଶ୍ୱର: ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ବହିଷ୍କୃତ ପୁଲିସ ଏଏସ୍ଆଇ ଗୋପାଳ ଦାସ କିଛି ମାସ ତଳେ ସବ୍-ଇନ୍ସପେକ୍ଟର ବା ଏସଆଇ ପାହ୍ୟାକୁ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଥିଲେ। ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ସୂଚନା ମିଳିଛି।…

ଆମେରିକା, କାନାଡା ପରେ ଏବେ ଜାପାନର ଖୁଲାସା; ୩ ବର୍ଷରେ ୩ ଗୁଇନ୍ଦା ବେଲୁନ ଛାଡିଛି ଚୀନ !

ଟୋକିଓ: ପ୍ରଥମେ ଆମେରିକା ପରେ କାନାଡ଼ା ଆଉ ଏବେ ଜାପାନର ଖୁଲାସା। ଜାପାନ ଆକାଶ ସୀମାରେ ବି ଉଡିଛି ସନ୍ଦିଗ୍ଧ ଉଡ଼ନ୍ତାବିମାନ। ମଙ୍ଗଳବାର ଜାପାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇ। ସନ୍ଦିଗ୍ଧ ଉଡ଼ନ୍ତାବିମାନ ଚୀନର ଗୁଇନ୍ଦା ବେଲୁନ ବୋଲି ଜାପାନ ଅନୁମାନ କରିଛି। ୨୦୧୯…

ଆଜି କଂଗ୍ରେସରେ ସାମିଲ ହେବେ ପ୍ୟାରୀ ମହାପାତ୍ରଙ୍କ ଝିଅ

ଭୁବନେଶ୍ୱର: କଂଗ୍ରେସରେ ସାମିଲ ହେବେ ପୂର୍ବତନ ରାଜ୍ୟସଭା ସଦସ୍ୟ ସ୍ୱର୍ଗତ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି । ବୁଧବାର ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହେବେ । ଏଥିପାଇଁ ଅପରାହ୍ନ ୫ଟାରେ ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ଏକ ମିଶ୍ରଣ…

ISIS ସମର୍ଥନକାରୀଙ୍କୁ ଖୋଜୁଛି NIA; କେରଳ ଓ ତାମିଲନାଡୁରେ ୬୦ରୁ ଅଧିକ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ଭାରତରେ ରହି ଆତଙ୍କବାଦୀ ସଂଗଠନ ISISକୁ ବଳ ଦେଉଥିବା ଅପରାଧିଙ୍କୁ ଖୋଜୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA । ଏଥିପାଇଁ ତାମିଲନାଡୁରେ ଏବଂ କେରଳରେ ଚଢ଼ାଉ  ଜାରି ରହିଛି। ISIS ଭିଡିଓ ଜାରି କରି ଏମାନଙ୍କୁ ସଂଗଠନରେ ସାମିଲ୍ ହେବାକୁ ମତାଇଛି। ତେଣୁ ସେମାନଙ୍କୁ ଗିରଫ…

ବିଶ୍ୱର ସର୍ବବୃହତ ବେସାମରିକ ବିମାନ କ୍ରୟ ଚୁକ୍ତି; ୪୭୦ ବିମାନ କିଣିବାକୁ ଅର୍ଡର ଦେଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଇତିହାସ ରଚିଲା ଟାଟା ଗ୍ରୁପର ଏୟାର ଇଣ୍ଡିଆ। ବିଶ୍ୱର ବୃହତ ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା ହେବା ଦୌଡ଼ରେ ଏୟାର ଇଣ୍ଡିଆ। ବିମାନ ସେବା ବିସ୍ତାର କରିବାକୁ  ଫ୍ରାନ୍ସ ଓ ଆମେରିକା ସହ ବଡ଼ ଡିଲ୍। ୪୭୦ ଯାତ୍ରୀବାହୀ ବିମାନ କିଣିବାକୁ…