Latest Odisha News

BREAKING NEWS

Browsing Category

ଫିଚର

ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଉଦଘାଟିତ ହେବ ମେଡିକାଲ କଲେଜ

କେନ୍ଦୁଝର : ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଉଦଘାଟିତ ହେବ ଧରଣୀଧର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ । ଏଥିସହ ଜିଲ୍ଲାବାସୀଙ୍କୁ ୪ହଜାର ୭ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଗସ୍ତ…

ଗୁଜରାଟରୁ ଫେରିଲା ଗୋପାଳ, ଆଜି ସରୁଛି ରିମାଣ୍ଡ ଅବଧି

ଝାରସୁଗୁଡା: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଗୁଜରାଟରୁ ଫେରିଛି। ଗତକାଲି ଭାୟା ରାୟପୁର ହୋଇ ଝାରସୁଗୁଡାକୁ ଫେରିଛି। କଡ଼ା ସୁରକ୍ଷା ମଧ୍ୟରେ ଗୋପାଳ ଦାସକୁ ବିମାନବନ୍ଦର ଥାନାରେ ରଖାଯାଇଛି। ଗାନ୍ଧୀନଗରରୁ ରାୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ପୋଲିସ କଡ଼ା…

ବାଣୀବିହାର ବିଶ୍ୱବିଦ୍ୟାଳୟରେ ଜେଏନୟୁ ପ୍ରଫେସରଙ୍କ ଅଭିଭାଷଣକୁ ନେଇ ବିବାଦ, ତେଜିଲା ରାଜନୀତି

ଭୁବନେଶ୍ୱର: ରବିବାର ବାଣୀବିହାର ବିଶ୍ୱବିଦ୍ୟାଳୟ ପରିସରରେ ଦେଖାଦେଇଥିବା ଅଶାନ୍ତିକୁ  ନେଇ ତେଜିଛି ରାଜନୀତି। ଗୋଟିଏ ପଟେ ପିଜି କାଉନ୍‌ସିଲ୍‌ ହଲ୍‌ରେ ସିଟିଜେନ୍‌ ଫୋରମ୍‌ ପକ୍ଷରୁ ‘ଭାରତୀୟ ସମ୍ବିଧାନର ପ୍ରଭାବ’ ଶୀର୍ଷକ ଆଲୋଚନାଚକ୍ରରେ ଦେଶ ବିରୋଧୀ ମନ୍ତବ୍ୟ ଦିଆଯାଇଥିବା ଆୟୋଜକ…

ପରକୀୟା ପ୍ରୀତିରୁ ଗୁଳିକାଣ୍ଡ, ୩ ଗୁରୁତର  

ଆଠଗଡ : ଜେନାପଦା ଗାଁରେ ଅଭାବନୀୟ ଘଟଣା  । ପରକୀୟା ପ୍ରୀତିକୁ ନେଇ ଗୁଳିକାଣ୍ଡ ଘଟିଛି । ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି  । ସୂଚନା ଅନୁଯାୟୀ, ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ ତିଗିରିଆ ଥାନା ଅନ୍ତର୍ଗତ ହରିଡାପଶି ଗ୍ରାମର ସଦାନନ୍ଦ ଦାସ ମାମୁଁ ଘରେ ଜେନାପଦାରେ ରହି…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ରୋଡ୍ରିଗ୍ୟୁଜଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ପାକିସ୍ତାନକୁ ହରାଇଲା ଭାରତ

କେପଟାଉନ: ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଜେମିମା ରୋଡ୍ରିଗ୍ୟୁଜଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ବିଶ୍ୱକପର ୪ର୍ଥ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪ ୱିକେଟ…

୨ ଦିନରେ ୨ଥର ଜାତୀୟ ରେକର୍ଡ ଭଙ୍ଗ କଲେ ଜ୍ୟୋତି ୟାରାଜୀ

ଭୁବନେଶ୍ୱର: କାଜକସ୍ତାନର ଅଷ୍ଟାନାରେ ଚାଲିଥିବା ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତୀୟ ଆଥଲେଟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ଏଥିରେ ଜ୍ୟୋତି ୟାରାଜୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ସେ ୨ ଦିନରେ ୨ଥର ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି । ୬୦ ମିଟର ହର୍ଡଲ୍ସରେ ସେ…

ବେଙ୍ଗ ପୋଡା ଖାଇ ଶିଶୁକନ୍ୟା ମୃତ, ଜଣେ ଗୁରୁତର

କେନ୍ଦୁଝର:  କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଗୁରୁଡ଼ା ଗ୍ରାମରେ ବେଙ୍ଗ ତରକାରୀ ଖାଇ ଜଣେ ବାଳିକାର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତ ଶିଶୁକନ୍ୟାର ନାମ ସୁମିତ୍ରା ମୁଣ୍ଡା (୬) । ଗୁରୁବାର ରାତିରେ ଏକ ବେଙ୍ଗ…

କିଣନ୍ତୁ ଏଇ ଡିଭାଇସ, କରିବାକୁ ପଡିବନି ମୋବାଇଲ ରିଚାର୍ଜ

ନୂଆଦିଲ୍ଲୀ: ଜିଓ ହେଉ ବା ଏୟାରଟେଲ । ରିଚାର୍ଜ କରିବାବେଳେବେଳେ ବିରକ୍ତିକର ମନେ ହୋଇଥାଏ । କେତେବେଳେ ତୁମର ରିଚାର୍ଜ ତାରିଖ ଆସିଯାଇଥିବ କିନ୍ତୁ ତୁମେ ଜାଣି ନ ଥିବ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ ଏକ ନୂଆ ଉପାୟ ବତାଇବୁ । ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ ଡିଭାଇସ…

୩ ବର୍ଷ ପରେ ଆଉ ଥରେ ବିବାହ କରିବେ ହାର୍ଦ୍ଦିକ-ନତାଶା

ମୁମ୍ବାଇ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶ ଷ୍ଟାନକୋଭିଚ ୩ ବର୍ଷ ହେବ ପତି-ପତ୍ନୀ ଭାବେ ଚଳୁଛନ୍ତି । ଉଭୟଙ୍କ କେମେଷ୍ଟ୍ରିକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥାନ୍ତି । ଭାଲେଂଟାଇନ ଡେ ଅବସରରେ ରାଜସ୍ଥାନର ଉଦୟପୁରରେ ସେମାନେ ଗ୍ରାଣ୍ଡ ସେରୋମୋନୀ ରଖିଛନ୍ତି ବୋଲି ରିପୋର୍ଟ…

ଚୀନ ମହିଳା କିଣିଲେ ଜାପାନର ଦ୍ଵୀପ

ବେଜିଂ:ଚୀନ ମହିଳା କିଣିଲେ ଜାପାନୀ ଦ୍ଵୀପ। ଏମିତି ଦାବି କରିଛନ୍ତି ନିଜେ ଚୀନର ୩୪ ବଷୀୟ ମହିଳା । ମହିଳାଙ୍କର ଏପରି ଦାବି ସାମ୍ନାକୁ ଆସିବା ପରେ ଟୋକିଓ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜାପାନର ଏହି ଦ୍ଵୀପର ନାଁ ହେଉଛି ୟାନାହା । ଓକିନାବା ପ୍ରାନ୍ତର ଉତ୍ତରରେ ରହିଛି…