Latest Odisha News

BREAKING NEWS

Browsing Category

ଫିଚର

ମନକୁ ଛୁଇଁଗଲା ରାଷ୍ଟ୍ରପତିଙ୍କ କବିତା

ଭୁବନେଶ୍‌:ର:ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉତ୍କଳ ମଣ୍ଡପଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୩୪ ମିନିଟର ଭାଷଣ ପଢିଥିଲେ । ଅଭିଭାଷଣ ବେଳେ ରାଷ୍ଟ୍ରପତି ପଢିଥିବା…

ବିପଦରେ ଶ୍ରୀମନ୍ଦିର; ସିଂହଦ୍ୱାର ଗୁମୁଟରେ ଫାଟ

ପୁରୀ:ବିପଦରେ ଶ୍ରୀମନ୍ଦିର । ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ଦେଖା ଦେଲାଣି ଫାଟ । ପ୍ରବେଶ ପଥର ବାମପଟ ପଥରରେ ଏହି ଫାଟ ଦେଖିବାକୁ ମିଳିଛି । ଛୋଟ ଛୋଟ ନୁହେଁ ବଡ ଫାଟ ଯାହା ଶ୍ରୀମନ୍ଦିର ପାଇଁ ଯେ କୌଣସି ମୁହୂର୍ତ୍ତରେ ବିପଦ ହୋଇ ଛିଡା ହୋଇପାରେ । ଖାଲି ଫାଟ ନୁହେଁ, ଏଠାରେ ଲାଗିଥିବା…

‘ଗୋ ଆଲିଙ୍ଗନ’ ଦିବସ ପାଳିବାକୁ ପ୍ରଥମେ କିଏ ଆଇଡିଆ ଦେଇଥିଲେ ?

ନୂଆଦିଲ୍ଲୀ: ଫେବୃଆରୀ ୧୪ ଭାଲେନଟାଇନ୍ ଡେ ବା ପ୍ରେମ ଦିବସ। ଏହି ଦିନ ଗୋ ଆଲିଙ୍ଗନ ଦିବସ ରୂପେ ପାଳନ କରିବାକୁ ଏକ ନୋଟିସ୍ ଜାରି ହୋଇଥିଲା ଦେଶର ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ। ଯାହାକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ସମର୍ଥନ କରିଥିଲେ। ଏହାପରେ ବିବାଦ ଦେଖାଦେବା ପରେ ନୋଟିସ…

କୋର୍ଟରେ ମୁହାଁମୁହିଁ ହେବେ ଆଦାନୀ- ହିଣ୍ଡେନବର୍ଗ: ପ୍ରତିଷ୍ଠିତ ଲ’ କମ୍ପାନୀ ରଖିବ ଆଦାନୀଙ୍କ ପକ୍ଷ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଏବଂ ଆମେରିକାର  ହିଣ୍ଡେନବର୍ଗ ଏବେ ଆହୁରି ମୁହାଁମୁହିଁ ହେବାକୁ ଯାଉଛନ୍ତି। ଆଦାନୀ ଗ୍ରୁପ୍ ହିଣ୍ଡେନବର୍ଗ ବିରୋଧରେ କୋର୍ଟରେ ଜୋରଦାର ଲଢ଼େଇ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଗ୍ରୁପ୍ ଆମେରିକାର ଅନ୍ୟତମ ବଡ଼ ତଥା…

ଆଦାନୀ-ହିଣ୍ଡେନବର୍ଗ ମାମଲା: ଚିନ୍ତାବ୍ୟକ୍ତ କରିବା ସହିତ ସେବିର ମତାମତା ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଚିନ୍ତାବ୍ୟକ୍ତ କରିଛନ୍ତି ସୁୁପ୍ରିମକୋର୍ଟ। ନିବେଶକଙ୍କ କ୍ଷତିକୁ ନେଇ ଦେଶର ସର୍ବୋଚ୍ଚ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଶୁକ୍ରବାର ଏହି ମାମଲାରେ ଦାୟର ହୋଇଥିବା ପିଆଇଲର ଶୁଣାଣି କରିବା ବେଳେ ସେୟାର ବଜାର ନିୟାମକ ବ୍ୟବସ୍ଥାରେ କିଛି…

ଅପରେସନ ହେବା ପରେ ପନ୍ତଙ୍କ ଆବେଗଭରା ଫଟୋ ଟ୍ବିଟ୍

ମୁମ୍ବାଇ: ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ ଏକ ଆବେଗଭରା ଫଟୋ ସୋଶିଆଲ ମିଡିଆରେ ସେୟାର କରିଛନ୍ତି। ସେୟାର ହୋଇଥିବା ଏହି ଦୁଇଟି ଫଟୋରେ ପନ୍ତ ଆଶାବାଡ଼ି ସାହାଯ୍ୟରେ ବୁଲୁଥିବାର ନଜର ଆସିଛନ୍ତି। ପନ୍ତଙ୍କ ପାଦରେ ପ୍ଲାଷ୍ଟର ହୋଇଥିବା ଦେଖିବାକୁ ମିଳିଛି। ସେ ତାଙ୍କର…

କରୋନା ବେଳେ ବ୍ୟବହାର ହେଉଥିବା ଆରୋଗ୍ୟ ସେତୁ ଆପର ଡାଟା କୁଆଡ଼େ ଗଲା?

ନୂଆଦିଲ୍ଲୀ: ମହାମାରୀ ସମୟରେ କୋଭିଡର ସମ୍ଭାବ୍ୟ ମାମଲା ଚିହ୍ନଟ କରିବା ପାଇଁ ୨୦୨୦ରେ ଆରୋଗ୍ୟ ସେତୁ ମୋବାଇଲ ଆପ୍ଲିକେସନର ଶୁଭାରମ୍ଭ କରାଯାଇଥିଲା। ଏହି ଆପ୍ ମାଧ୍ୟମରେ ସଂଗୃହୀତ ସମସ୍ତ କଣ୍ଟାକ୍ଟ ଟ୍ରେସିଂ ତଥ୍ୟକୁ ହଟାଇ ଦିଆଯାଇଛି ବୋଲି ସରକାର ବୁଧବାର ସଂସଦରେ ସୂଚନା ଦେଇଛନ୍ତି। ଏହି…

ସମ୍ବଲପୁରରେ ଆନ୍ଦୋଳନ ବେଳେ ଭଙ୍ଗାରୁଜା: ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ୍

କଟକ: ସମ୍ବଲପୁର ଜିଲ୍ଲା କୋର୍ଟରେ ଭଙ୍ଗାରୁଜା ଘଟଣାରେ ଗିରଫ ହୋଇଥିବା ୨୯ ଜଣ ଆଇନଜୀବୀଙ୍କୁ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ହାଇକୋର୍ଟ ଗୁରୁବାର ମାମଲାର ଶୁଣାଣି କରିଥିଲେ ମଧ୍ୟ ରାୟ ସଂରକ୍ଷିତ ରଖିଥିଲେ। ରାଲି ନକରିବା, ଗଣମାଧ୍ୟମ ଆଗରେ ବୟାନ ଦେବା…

ମଝି ଆକାଶରେ ମନର କଥା କହିବାକୁ ସର୍ତ୍ତ ରଖିଲେ ମନ୍ତ୍ରୀଙ୍କ ହତ୍ୟା ମାମଲାର ଅଭିଯୁକ୍ତ!

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ କେଉଁ କାରଣ ପାଇଁ ଜଣେ ପୋଲିସ ଅଧିକାରୀ (ଏବେ ବହିଷ୍କୃତ) ନିଷ୍ପତ୍ତି ନେଲେ ତାହା ଏଯାବତ ଅସ୍ପଷ୍ଟ ରହିଛି। ଘଟଣାକୁ ଇତି ମଧ୍ୟରେ ୧୩ ଦିନ ବିତିଛି। ହତ୍ୟାର ଉଦ୍ଦେଶ୍ୟ କଣ ହୋଇଥାଇପାରେ ଏ ନେଇ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଛି। ସେହିପରି ହତ୍ୟାର…

କୋର୍ଟରେ ରେକର୍ଡ ହେଲା ସୋମାଲିକାଙ୍କ ବୟାନ, କହିଲେ ‘ନ୍ୟାୟ ନ ମିଳିଲେ ରାସ୍ତାକୁ ଓହ୍ଲାଇବି’

ଜଗତସିଂହପୁର: ଥାନା ପରେ କୋର୍ଟରେ ରେକର୍ଡ ହେଲା ସୋମାଲିକାଙ୍କ ବୟାନ । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ସୋମାଲିକା ଏତଲା ଦେଇଥିଲେ । ସୋମାଲିକାଙ୍କ ଏତଲା ଅନୁସାରେ ପୂର୍ବରୁ ପୋଲିସ ବୟାନ ରେକର୍ଡ କରିଥିବା ବେଳେ ଆଜି କୋର୍ଟରେ ବୟାନ ରେକର୍ଡ କରାଯାଇଛି । ଜଗତସିଂହପୁର…