Latest Odisha News

BREAKING NEWS

Browsing Category

ଫିଚର

‘ରାଷ୍ଟ୍ରପତି କଲର’ ପୁରସ୍କାରରେ ସମ୍ମାନିତ ହେବେ ହରିୟାଣା ପୋଲିସ

ଚଣ୍ଡିଗଡ଼ : ରାଷ୍ଟ୍ରପତି କଲର ସମ୍ମାନ ଏକ ବିରଳ ମର୍ଯ୍ୟାଦା ସମ୍ପନ୍ନ ପୁରସ୍କାର । ଦେଶ ପାଇଁ ବଳିଦାନ ଓ ବୀରତ୍ୱ ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।ତେବେ ଏହି ସମ୍ମାନ ହରିୟାଣା ପୁଲିସକୁ ମିଳିବ । ଆସନ୍ତା ଫେବୃଆରୀ୧୪ ତାରିଖରେ ହରିୟାଣା ପୁଲିସଙ୍କୁ ‘ରାଷ୍ଟ୍ରପତି କଲର’…

କୋଭିଡ୍ ପରେ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଗସ୍ତ କରିଛନ୍ତି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷା ପାଇଁ ଭାରତ ନୁହେଁ, ବିଦେଶକୁ ଅଧିକ ପସନ୍ଦ କରୁଛନ୍ତି ବିଦ୍ୟାର୍ଥୀ। କାରଣ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଦେଶ ଛାଡ଼ି ବିଦେଶକୁ ପଳାଉଛନ୍ତି। କରୋନା ପରେ ଦେଶର ଅଧିକାଂଶ ଛାତ୍ରଛାତ୍ରୀ ପାଠପଢ଼ିବା ପାଇଁ ବିଦେଶ ଗସ୍ତ କରିଥିବା କେନ୍ଦ୍ର ସରକାର ସୂଚନା…

ବାଇକକୁ ପିଟିଲା ବାଇକ; ଚାଲିଗଲା ୩ ଜୀବନ

କେନ୍ଦଝର: ଦୁଇ ବାଇକ ପରସ୍ପରକୁ ସାମ୍ନାପଟୁ ଧକ୍କା ଦେଲେ । ଚାଲିଗଲା ୩ ଜୀବନ । ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ରୁଟିଶିଳା ଗାଁ ନିକଟରେ  । ୨ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ…

ଯଦି ଆମ୍ବେଦକର ବଞ୍ଚିଥାନ୍ତେ ତାଙ୍କୁ ହତ୍ୟା କରିଥାନ୍ତି: ଭିଡିଓକୁ ନେଇ ବିବାଦ ପରେ ଅଭିଯୁକ୍ତ ଗିରଫ

ହାଇଦ୍ରାବାଦ: ଭାରତୀୟ ସମ୍ବିଧାନ ପ୍ରତିଷ୍ଠାତା ବିଆର୍. ଆମ୍ବେଦକରଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇ ଗିରଫ ହେଲେ ଅଭିଯୁକ୍ତ। ତେଲେଙ୍ଗାନାରେ ହମାରା ପ୍ରସାଦ ନାମକ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆରେ ଏକ ଭିଡିଓ ଅପ୍‌ଲୋଡ କରି ଆମ୍ବେଦକରଙ୍କ ବିରୋଧରେ ଅପମାନଜକ ମନ୍ତବ୍ୟ ଦେଇଥିଲେ।  ଏହି…

Cow Hug Day ନୁହେଁ, ଶ୍ରଦ୍ଧାରେ ଗୋମାତାଙ୍କୁ ଆଲିଙ୍ଗନ କର; କାହିଁକି ନିଷ୍ପତ୍ତି ବଦଳାଇଲେ ସରକାର ?

ନୂଆଦିଲ୍ଲୀ: ଫେବ୍ରୁଆରୀ ୧୪ ତାରିଖରେ ଗୋ ଆଲିଙ୍ଗନ ଦିବସ (Cow Hug Day) ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲା କେନ୍ଦ୍ର ସରକାରଙ୍କ ପଶୁ କଲ୍ୟାଣ ବୋର୍ଡ। ଏହାକୁ ନେଇ ନାନା ବ୍ୟଙ୍ଗ ବିଦ୍ରୁପ ଓ ସମାଲୋଚନା ହେବା ପରେ ନିଷ୍ପତ୍ତି ବଦଳାଇଛି ବୋର୍ଡ। ପୂର୍ବରୁ ଜାରି କରାଯାଇଥିବା…

ଖାଲି ପାଦରେ ଲିଙ୍ଗରାଜ ମନ୍ଦିର ଗଲେ ରାଷ୍ଟ୍ରପତି; ମହାପ୍ରଭୁଙ୍କ ଦର୍ଶନ ସହ ଜଳାଭିଷେକ କଲେ

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ୨ୟ ଦିନ । ଆଜି ସକାଳୁ ସକାଳୁ ରାଷ୍ଟ୍ରପତି ଦ୍ରୌପଦୀ ମୁମୁର୍  ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ।   ମହାପ୍ରଭୁଙ୍କ ଦର୍ଶନ ସହ ଜଳାଭିଷେକ ବି କରିଛନ୍ତି । ରାଷ୍ଟ୍ରପତି ମାଉସୀ ମା’ ଛକରୁ ରଥ ରୋଡ ହୋଇ ମନ୍ଦିର ଆସିଥିଲେ । ପ୍ରଥମେ…

ତୁର୍କୀ-ସିରିଆ ଭୂମିକମ୍ପ; ମୃତ୍ୟୁ ସଂଖ୍ୟା ୨୪ ହଜାର ପାର୍, ଭାରତ ପଠାଇଲା ଔଷଧ

ଇସ୍ତାନବୁଲ: ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ହୋଇଥିବା ଭୂମିକମ୍ପରେ ଛାର୍‌ଖାର ହୋଇଯାଇଥିବା ତୁର୍କୀ ଓ ସିରିଆରେ ଏବେ ବି ସର୍ଚ୍ଚ ଅପରେଶନ ଜାରି ରହିଛି। ଭୁଶୁଡ଼ି ପଡ଼ିଥିବା କୋଠାର ଧ୍ୱଂସସ୍ତୁପ ତଳୁ ଉଦ୍ଧାର ହେଉଛନ୍ତି ମୃତ ଓ ଜୀବିତ। ଏଭଳି କରୁଣ ପରିସ୍ଥିତି ଭିତରେ ତୁର୍କୀ ଓ ସିରିଆରେ…

ପୁଣି ଭାରତ ଆଡ଼କୁ ଆଶାବାଦୀ ଆଖିରେ ଚାହିଁଲା ଆମେରିକା; ପ୍ରଧାନମନ୍ତ୍ରୀ ମୋଦୀ ଚାହିଁଲେ ପୁଟିନକୁ ମନାଇ ପାରିବେ

ୱାସିଂଟନ ଡିସି: ଅନେକ ଆଲୋଚନା, ପର୍ଯ୍ୟାଲୋଚନା, ସନ୍ଧି ଓ ବୈଠକ ପରେ ବି ଥମୁନି ଋଷ-ୟୁକ୍ରେନ ଯୁଦ୍ଧ। ଏପଟେ ଯୁଦ୍ଧ ପାଇଁ ପଶ୍ଚିମ ଦେଶଗୁଡ଼ିକ ସହ ପୂରା ବିଶ୍ୱ ଭୋଗୁଛି ଆର୍ଥିକ ସଂକଟ। ଏଭଳି ସ୍ଥିତିରେ ଆମେରିକା ପୁଣିଥରେ ଭାରତ ଆଡ଼କୁ ଆଶାବାଦୀ ଆଖିରେ ଚାହିଁଛି। ଭାରତ ଚାହିଁଲେ ଋଷ-ୟୁକ୍ରେନ୍…

ଦୁଇ ଦିନ ପରେ ପୁଣି ଶୀତ; ରାତିରେ ୨-୩ ଡିଗ୍ରୀ ତଳକୁ ଖସିବ ପାରଦ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଅନେକ ସ୍ଥାନରେ ଦିନ ବେଳେ ଗରମ ଅନୁଭୂତ ହେଉଥିବା ବେଳେ ରାତିରେ ତାପମାତ୍ରା ହ୍ରାସ ପାଉଛି। ଏମିତି ଆଉ ଦିନ ଚାଲିବ। ରାତିରେ ତାପମାତ୍ରା ୨-୩ ଡିଗ୍ରୀ ତଳକୁ ଖସି ସାମାନ୍ୟ ଶୀତ ଅନୁଭୂତ ହେବ। କିଛି କିଛି ସ୍ଥାନରେ ପାଗ ଥଣ୍ଡା ରହିବ ବୋଲି ଭୁବନେଶ୍ୱର…

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆଜି ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଦ୍ଵିତୀୟ ଦିନ । ଆଜି ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ୯ଟାରେ ରାଷ୍ଟ୍ରପତି ପ୍ରଥମେ ଲିଙ୍ଗରାଜ ମନ୍ଦିରକୁ ଯିବା କାର୍ଯ୍ୟକ୍ରମ ରହିଛି । ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ…