Latest Odisha News

BREAKING NEWS

Browsing Category

ଫିଚର

ଜୁଆ,ଋଣର ପ୍ରଲୋଭନ ଦେଖାଉଥିବା ଚାଇନୀଜ ଆପକୁ ବ୍ୟାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚୀନ ସହିତ ଜଡିତ ଥିବା ୨୩୨ ମୋବାଇଲ ଆପକୁ ବ୍ୟାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ୧୩୩ ଆପ ଅନଲାଇନ ସଟ୍ଟା ଏବଂ ୯୪ ଆପ ଋଣ ପ୍ରଦାନ କରିଥାଏ । ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫର୍ମମେଶନ ଟେକ୍ନୋଲୋଜି…

ନେପାଳରେ ରାଜନୈତିକ ସଙ୍କଟ: ପ୍ରଚଣ୍ଡଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଆରଏସପି

କାଠମାଣ୍ଡୁ: ନେପାଳରେ ରାଜନୈତିକ ସଙ୍କଟ ଲାଗି ରହିଛି । ରବିବାର ପୁଷ୍ପ କମଲ ଦହଲଙ୍କ ସରକାରରୁ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ସମର୍ଥନ ପ୍ରତ୍ୟାହାର କରିନେଇଛି । ଫଳରେ ସରକାର ତିଷ୍ଠିବା ନେଇ ବିପଦ ସୃଷ୍ଟି ହୋଇଛି । ୨୦୨୨ ନେପାଳ ନିର୍ବାଚନରେ ରବି ଲାମିଛାନେଙ୍କ ଆରଏସପି ଚତୁର୍ଥ ବଡ ପାର୍ଟି…

୪୪ ତମ ସଫ୍ଟବଲ ପ୍ରତିଯୋଗିତା ଉଦଘାଟିତ

ପୁରୀ : ତାଳବଣିଆ ସ୍ପୋର୍ଟ୍ସ କମ୍ପେ୍ଲକ୍ସଠାରେ ଆଜିଠାରୁ ୫ ଦିନିଆ ୪୪ ତମ ଜାତୀୟ ସଫ୍ଟବଲ ପୁରୁଷ ଓ ମହିଳା ଚାମ୍ପିୟନଶିପ ଆରମ୍ଭ ହୋଇଛି । ଉଦଘାଟନର ପ୍ରାରମ୍ଭରେ ଦିଲ୍ଲୀର ସିନିୟର ଅମ୍ପାୟର ଗୋପାଳ ସିଂ ଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସାଂସ୍କୃତିକ…

ଅପରାଧକୁ ନେଇ ବିଜେପିର ରାଜନୀତି ଫର୍ମୁଲାକୁ ପ୍ରତ୍ୟାଖାନ କରୁଛନ୍ତି ଓଡ଼ିଶାବାସୀ: ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସାମ୍ବାଦିକମାନଙ୍କ ସହିତ ଆଲୋଚନା ସମୟରେ ଆଇନ ଶୃଙ୍ଖଳା ବିଷୟରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ବିଜେପି ଶାସିତ ରାଜ୍ୟଗୁଡିକରେ ମଦ ଜନିତ ଦୁର୍ଘଟଣା ହେଉ କିମ୍ବା ପୋଲ ଭୁଶୁଡ଼ିବା ହେଉ ଅନେକ ଲୋକଙ୍କ ମୃତ୍ୟୁ…

ଘରୋଇ ଟେଷ୍ଟ କ୍ରିକେଟ ସିରିଜରେ ଭାରତକୁ ହରାଇବା ଅସମ୍ଭବ !

ନାଗପୁର: ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଟିମ ଭାରତରେ ପଂହଚି ସାରିଛି । ତେବେ ଦୀର୍ଘ ୧୦ ବର୍ଷର ରେକର୍ଡକୁ ବିଚାରକୁ ନେଲେ ଘରୋଇ ପରିବେଶରେ ଭାରତକୁ ହରାଇବା ଭ୍ରମଣକାରୀ ଟିମ ପାଇଁ ପ୍ରାୟତଃ ଅସମ୍ଭବ ହୋଇ ପଡିଛି । ୨୦୧୩ ପରଠାରୁ ଟିମ ଇଣ୍ଡିଆ କ୍ରମାଗତ…

ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ନେଇ ବର୍ଷିଲେ ଧର୍ମେନ୍ଦ୍ର, ଗୃହମନ୍ତ୍ରୀ ନିରବ କାହିଁକି ?

ଭୁବନେଶ୍ୱର: ରାଜନୀତିରେ ହିଂସାର ସ୍ଥାନ ନାହିଁ । କିନ୍ତୁ ଜାନୁଆରୀ ୨୯ ଘଟଣା ଓଡ଼ିଶାବାସୀଙ୍କୁ ହତବାକ୍ କରି ଦେଇଛି । ଜଣେ ପୋଲିସ ଅଧିକାରୀ ସରକାରୀ ବନ୍ଧୁକରେ ମନ୍ତ୍ରୀଙ୍କୁ ହତ୍ୟା କରିବା । ହତ୍ୟାର ସପ୍ତାହକ ପରେ ଡିଜିପି କହିବେ ଜଗନ୍ନାଥ ହିଁ ଭରସା । ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି…

ନବ ଦାସଙ୍କୁ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶା ଇତିହାସରେ ପ୍ରଥମ । ସରକାର ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ବଞ୍ଚାଇବାରେ ଅସଫଳ ହେଲେ । କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପୋଲିସ ଏଏସ୍ଆଇ ହତ୍ୟା କଲେ । ଏବେ ଯେଉଁ ତଦନ୍ତ ଚାଲିଛି ତାକୁ ନେଇ କଂଗ୍ରେସ ସନ୍ତୁଷ୍ଟ ନାହିଁ । ତା ଛଡ଼ା ଗୋପାଳ ପାଇଖାନା ଟାଙ୍କିରେ କାଗଜ ଖଣ୍ଡେ…

ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଉର୍ବଶୀ ଢୋଲକିଆ…

ମୁମ୍ବାଇ : ଛୋଟ ପରଦାରେ ବେଶ୍‌ ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ଢୋଲକିଆ । ଏବେ ଉର୍ବଶୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ମୁମ୍ବାଇରେ ଉର୍ବଶୀଙ୍କ କାର ଦୁର୍ଘଟଣାର ଶିକାର ହୋଇଛି । ହେଲେ ଉର୍ବଶୀଙ୍କର ବିଶେଷ କ୍ଷତି ହୋଇ ନଥିବା ସୂଚନା ରହିଛି । ସମାଚାର ଏଜେନ୍ସି ଏଏନଆଇର ରିପୋର୍ଟ…

ସରକାରୀ କର୍ମଚାରୀ ଓ ପେନ୍‌ସନ ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ବଢିବ ମହଙ୍ଗା ଭତ୍ତା

ନୂଆଦଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା ବଢ଼ାଇବେ କେନ୍ଦ୍ର ସରକାର। ବର୍ତ୍ତମାନ ଥିବା ୩୮ ପ୍ରତିଶତରୁ ମହଙ୍ଗା ଭତ୍ତା ୪୨ ପ୍ରତିଶତକୁ ବଢ଼ିବ। ଅର୍ଥାତ ହିସାବ ଅନୁସାରେ ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇବାକୁ କେନ୍ଦ୍ର ସରକାର ଯୋଜନା…

ଆସନ୍ତା ନିର୍ବାଚନ ମୋର ଶେଷ ନିର୍ବାଚନ ହେବ; କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା

ବେଙ୍ଗାଲୁରୁ: ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନ ମୋର ଶେଷ ନିର୍ବାଚନ ହେବ। ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ। କର୍ଣ୍ଣାଟକର ବିଦର ସହରରେ ଲୋକଙ୍କୁ ସମ୍ବୋଧନ କରି ଆଗୁଆ ଅବସର ଘୋଷଣା କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ସିଦ୍ଧରମୟା। ତେବେ ସେ ନିଜେ ନିର୍ବାଚନ ନ ଲଢ଼ିଲେ ବି ରାଜନୀତିରେ…