Latest Odisha News

BREAKING NEWS

Browsing Category

ଫିଚର

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌ଙ୍କ ପରଲୋକ

ପାକିସ୍ତାନ : ପାକସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌ଙ୍କ ପରଲୋକ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି  । ଅନେକ ଦିନ ଧରି ସେ ଅସୁସ୍ଥ ହୋଇ ଦୁବାଇର ଏକ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିଲେ। ଆଜି ୟୁଏଇ ସ୍ଥିତ ଆମେରିକାନ୍‌ ହସ୍ପିଟାଲ୍‌ରେ ତାଙ୍କର…

ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ବିନୋଦ କାମ୍ବଲିଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି। ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଥାନାରେ ମାମଲା ରୁଜୁ। କାମ୍ବଲିଙ୍କ ପତ୍ନୀ ଆଣ୍ଡ୍ରିୟା ହେୱିତ୍ ନିର୍ଯାତନା ଅଭିଯୋଗ ନେଇ ଥାନାରେ ମାମଲା କରିଛନ୍ତି। ଶୁକ୍ରବାର ମୁମ୍ବାଇର ବାନ୍ଦ୍ରାରେ ଥିବା…

ଫୁଟିଲା ବୋମା, ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ସନ୍ନି ଲିଓନି

ଇମ୍ଫାଲ : ମଣିପୁରର ରାଜଧାନୀ ଇମ୍ଫାଲରେ ବିସ୍ଫୋରଣ । ଇମ୍ଫାଲରେ ଏକ ଫ୍ୟାଶନ୍‌ ଶୋ' ଆୟୋଜନ ହୋଇଥିଲା  । ଏଥିରେ ଯୋଗ ଦେଇଥାନ୍ତେ ବଲିଉଡ କୁଇନ୍‌ ସନ୍ନି ଲିଓନି  । ହେଲେ ଆୟୋଜନ ସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଥିଲା ଅଘଟଣ  । ଫ୍ୟାଶନ ଶୋ' ନିକଟରେ ଫୁଟିଥିଲା ବୋମା । ଅଳ୍ପକେ ବର୍ତ୍ତି…

ସ୍ପାଏ ବେଲୁନକୁ ଗୁଳି କରି ଖସାଇବା ପରେ ଆମେରିକାକୁ ଚୀନର ଚେତାବନୀ

ବେଜିଂ: ଆମେରିକା ତା ଆକାଶ ଉଡ଼ୁଥିବା ଚୀନର ସ୍ପାଏ ବେଲୁନ(ଗୁପ୍ତଚର ବେଲୁନ)କୁ ଗୁଳି କରି ଖସାଇ ଦେବା ପରେ ତାତିଲା ଚୀନ। ଆମେରିକାର ଏଭଳି ନିଷ୍ପତ୍ତି ଉପରେ କଡ଼ା ଜାବାବ ଦିଆଯିବ ବୋଲି ଚୀନ କହିଛି। ଆମେରିକା ଅନାବଶ୍ୟକ ପ୍ରତିକ୍ରିୟା ଦେଖାଇ ବେଲୁନକୁ ଗୁଳି କରି ଖସାଇ ଦେଇଛି। ଯାହା…

ସ୍କ୍ରାପିଂ ପଲିସିକୁ ପ୍ରୋତ୍ସାହନ; ୧୫ ବର୍ଷର ପୁରୁଣା ଗାଡ଼ି ଉପରେ ଟିକସ ଓ ଫାଇନ ଛାଡ଼ କଲେ ସରକାର

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କର ଯୋଜନା ଅନୁଯାୟୀ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ସ୍କ୍ରାପିଂ ପଲିସିରେ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଏଥିପାଇଁ ସରକାରୀ ପୁରୁଣାଗାଡ଼ିଗୁଡ଼ିକୁ ମାର୍ଚ୍ଚ ୩୧ ସୁଧା ହଟାଇ ନିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ…

ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଆଜି ହେଉଛି ପବିତ୍ର ମାଘ ମାସ ପୂର୍ଣ୍ଣିମା  ।ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନ ଉପରେ ଏହି ବେଶ ଅନୁଷ୍ଠିତ ହେବ। ଏହି ଅବସରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ…

ବାଲ୍ୟବିବାହକୁ ମନା,୨ ଦିନରେ ଗିରଫ ହେଲେଣି୨ ହଜାରରୁ ଅଧିକ ଲୋକ

ଗୌହାଟୀ: ଆଉ ହେବନି ବାଲ୍ୟବିବାହ । ଦୁଇଦିନ ମଧ୍ୟରେ ଗିରଫ ହେଲେଣି ୨ହଜାରରୁ ଅଧିକ ଲୋକ  । ଆସାମରେ ବାଲ୍ୟ ବିବାହ ପ୍ରଥା ବନ୍ଦ କରିବାକୁ ଆସାମ ସରକାର କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି l ଆଉ ବାଲ୍ୟବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଧୁବ୍ରିରେ ଆଜି ଅଶାନ୍ତ…

ଗଳ୍ପରେ, କାହାଣୀ ସହ ସମାଜ ପାଇଁ ବାର୍ତ୍ତାଟିଏ ରହୁ : ବିମଳା ଶଙ୍କର ଦାଶ

ଗଳ୍ପ, କବିତା, ଶିଶୁ ସାହିତ୍ୟ ଆଦି ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କର ଗଳ୍ପ, କବିତା ଓ ଶିଶୁ ସାହିତ୍ୟ ପ୍ରକାଶିତ । ବିଜ୍ଞାନର ଛାତ୍ର ସହ ବୃତ୍ତି ଶିକ୍ଷକତା ହେଲେ ମଧ୍ୟ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ…

ମାର୍ଚ୍ଚ ୧୦ରେ ମାଟ୍ରିକ୍‌ ପରୀକ୍ଷା, ଫେବୃଆରୀ ୧୫ରୁ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ

ଭୁବନେଶ୍ବର : ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା  । ସ୍କୁଲ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ  ।  ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦିଆଯାଇଛି ସୂଚନା  । ଏହି ପରୀକ୍ଷା ୧୦ ରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବା ନେଇ ସୂଚନା ରହିଛି  । ଏନେଇ ବୋର୍ଡ ବୋର୍ଡ…

ଗଳା ପୋଡ଼ା ହେଉଛି କି ! ଆପଣାନ୍ତୁ ଏହି ଉପାୟ ମିଳିବ ଆରାମ…

ଅନେକ ସମୟରେ ଆମ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ  । ଅତ୍ୟଧିକ ଥଣ୍ଡା କାରଣରୁ ହେଉ ଅବା ଏସିଡିଟି କାରଣରୁ କିନ୍ତୁ ପୋଡାଜଳା ଅନୁଭବ ହୋଇଥାଏ। ଏହା ବ୍ୟତୀତ ଧୁମ୍ରପାନ, ଏଲର୍ଜି, ଥଣ୍ଡା, ବ୍ୟାକ୍ଟେରିଆ ଜନିତ ସଂକ୍ରମଣ କାରଣରୁ ମଧ୍ୟ ଗଳାରେ ପୋଡାଜଳା ଅନୁଭବ ହୋଇଥାଏ। ଗଳାରେ ପୋଡାଜଳା ଅନୁଭବ…