Latest Odisha News

BREAKING NEWS

Browsing Category

ଫିଚର

୨ କିଲୋମିଟର ରେଳ ଟ୍ରାକ ଚୋରି, ଆରପିଏଫର ଦୁଇ ଅଧିକାରୀ ନିଲମ୍ବିତ

ପାଟଣା: ବିହାରରେ ରେଳ ଲାଇନ୍ ଟ୍ରାକ ଚୋରି ମାମଲା ସାମ୍ନାକୁ ଆସିଛି। କିଛି ମାସ ପୂର୍ବରୁ ଚୋରମାନେ ବିହାରର ରୋହତସ ଜିଲ୍ଲାରେ ଥିବା ଏକ ବ୍ରିଜରେ ଲାଗିଥିବା ଯନ୍ତ୍ରାଂଶ ଚୋରି କରି ନେଇଥିଲେ। ଏଥର କିନ୍ତୁ ଚୋରମାନେ ନିଜେ ରେଳ ଟ୍ରାକ୍ ଚୋରି କରିଛନ୍ତି। ଏହି ଟ୍ରାକ ୨ କିଲୋମିଟରର ବୋଲି…

ନବ ଦାସଙ୍କୁ ମାରିବାକୁ ୪ ମାସ ଧରି ସୁଯୋଗ ଖୋଜୁଥିଲେ ଗୋପାଳ!

ଝାରସୁଗୁଡା: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ଦ୍ବିତୀୟ ରିମାଣ୍ଡ ଅବଧି ରବିବାରଠୁ ଆରମ୍ଭ ହୋଇଛି। ଝାରସୁଗୁଡାର ଓଏସଏପି ଦ୍ବିତୀୟ ବାଟାଲିଅନ କୋଠାରେ ଗୋପାଳଙ୍କୁ ଜେରା ଚାଲିଛି। ଏହାରି ଭିତରେ କିଛି ତଥ୍ୟ ସାମ୍ନାକୁ ଆସିଛି ଯାହା ଗୋପାଳର ମର୍ଡର ପ୍ଲାନ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଖ୍ୟାତ ଗାୟିକା ବାଣୀ ଜୟରାମଙ୍କ ଶେଷକୃତ୍ୟ ସମ୍ପନ୍ନ

ଚେନ୍ନାଇ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଖ୍ୟାତ ଗାୟିକା ବାଣୀ ଜୟରାମଙ୍କ ଶେଷକୃତ୍ୟ ସମ୍ପନ୍ନ। ଚେନ୍ନାଇର ବସନ୍ତ ନଗର ଶ୍ମାଶାନରେ ଇଲେକ୍ଟ୍ରିକ ଚୁଲାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପଞ୍ଚଭୂତରେ ଲୀନ ହୋଇଛନ୍ତି ସ୍ୱରର ରାଣୀ ବାଣୀ। ଗତକାଲି ଚେନ୍ନାଇର ନୁଙ୍ଗବକ୍କମରେ ଥିବା…

କ୍ୱେଟା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଟିଟିପି

କ୍ୱେଟା: ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନର କ୍ୱେଟାରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୫ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତେହରିକ ଇ ତାଲିବାନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ଆହତଙ୍କ ମଧ୍ୟରେ ଅଧିକାଂଶ ପୋଲିସ କର୍ମୀ ରହିଛନ୍ତି । ସେମାନଙ୍କୁ ସ୍ଥାନୀୟ…

ନ ଦେଖିଲେ ବିଶ୍ୱାସ ହେବନି, ନଈର ପାଣି ଠିକ୍ କାଚ ଭଳି ସ୍ୱଚ୍ଛ

ଭାରତ ଏପରି ଏକ ଦେଶ ଯେଉଁଠାରେ ପାଣିପାଗ ଅନୁସାରେ ପରିବେଶକୁ ଉପଭୋଗ କରିହେବ । ଯେତେବେଳେ ଦକ୍ଷିଣରେ ଗରମ ଅନୁଭୂତ ହୁଏ ସେତେବେଳେ ପାହାଡ଼ିଆ ଅଞ୍ଚଳରେ ଶୀତକୁ ନେଇ ଖୁବ୍ ମଜା ଅନୁଭବ ହୁଏ । ଭାରତୀୟ ସଂସ୍କୃତି ଏବଂ ବାର ମାସରେ ତେର ପର୍ବ କାରଣରୁ ଭାରତରେ ବହୁ ବିଦେଶୀ ପର୍ଯ୍ୟଟକ ଡ଼େରା…

ଭଗବାନଙ୍କ ପାଖରେ ନାହିଁ ଜାତି-ବର୍ଣ୍ଣ, ଏସବୁ ସୃଷ୍ଟି କରିଛନ୍ତି ପଣ୍ଡିତ: ମୋହନ ଭାଗବତ

ମୁମ୍ବାଇ: ଜାତିବାଦକୁ ନେଇ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ବଡ଼ ବୟାନ ଦେଇଛି । କହିଛନ୍ତି, ଆମ ସମାଜକୁ ଭାଗ ଭାଗ କରି ଅନ୍ୟମାନେ ଫାଇଦା ଉଠାଇଛନ୍ତି । ଯାହାର ଫାଇଦା ନେଇ ଆମ ଦେଶ ଉପରେ ଆକ୍ରମଣ କରିଛନ୍ତି, ବାହାର ଲୋକ ଲାଭ ପାଇଛନ୍ତି । ଆମେ ସମସ୍ତ ଦେଶ, ସମାଜ ପାଇଁ କାମ କରୁଛୁ । ଯେତେବେଳେ…

ରିମାଣ୍ଡରେ ଗୋପାଳ, କେତେ ଆଗେଇଲା କ୍ରାଇମବ୍ରାଞ୍ଚ ତଦନ୍ତ ?

ଝାରସୁଗୁଡ଼ା: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାର ୭ ଦିନ ପରେ ବି ଖୋଲିନି ଗୁମର । ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସକୁ କ୍ରାଇମବ୍ରାଞ୍ଚ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ଛାନଭିନ୍ କରୁଛି । ଗୋପାଳର ମାନସିକ ସ୍ଥିତି ଏବଂ ଲେୟାର୍ଡ ଭଏସ୍ ଆନାଲିସିସ୍ ଟେଷ୍ଟ କରୁଛନ୍ତି ଦିଲ୍ଲୀରୁ ଆସିଥିବା…

ଜେଲେନସ୍କିଙ୍କୁ ହତ୍ୟା କରିବେ ନାହିଁ ବୋଲି କହିଛନ୍ତି ପୁତିନ !

ଜେରୁଜେଲମ: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁନି । ତେବେ ଏହି ଯୁଦ୍ଧକୁ ଶେଷ କରିବା ପାଇଁ ବିଭିନ୍ନ ମାଧ୍ୟମରେ ଉଦ୍ୟମ ହୋଇଛି । ରିପୋର୍ଟ ମୁତାବକ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ ମଧ୍ୟ ଏ ନେଇ ଉଦ୍ୟମ କରିଥିଲେ । ବେନେଟଙ୍କ କହିବା ଅନୁସାରେ ମୁଁ ଉଭୟ ଦେଶ…

ତାରା କହିଲେ ନବ ଦାସଙ୍କୁ ଯିଏ ମାରିଛି ତା’କୁ ଫାଶୀ ହେଉ…

କୋରାପୁଟ: ନବ ଦାସଙ୍କ ହତ୍ୟାକାରୀକୁ ଫାଶୀ ଦିଆଯାଉ । ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ନ ଉଠୁ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏଏସ୍ଆଇ ଗୁଳି କରି ହତ୍ୟା କରିବା । କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ରାଜନୈତିକ ବୟାନ ବାଜି ଥମୁନି । ପୋଲିସ ଉପରେ ପ୍ରଶ୍ନ ଉଠାଇ ଶାସକ, ବିରୋଧୀ…

ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ବେଳେ ୫ ଗିରଫ, ବନ୍ଧୁକ ଓ ମାରଣାସ୍ତ୍ର ଜବତ

ଯାଜପୁର: ଡକାୟତି ଯୋଜନା ପଣ୍ଡ, ୫ ଗିରଫ । ଯାଜପୁର ଜିଲ୍ଲା ବୈରୀ ଥାନା ପୋଲିସ ଏକ ଡକାୟତ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରିଛି । ଛତିଆ ସ୍ଥିତ ଏକ ପେଟ୍ରୋଲ୍ ପମ୍ପରୁ ଡକାୟତି ନେଇ ଯୋଜନା କରୁଥିବା ବେଳେ ବୈରୀ ଥାନା ପୋଲିସ ୫ ଜଣଙ୍କୁ ଗିରଫ କରି…