Latest Odisha News

BREAKING NEWS

Browsing Category

ଫିଚର

ବାଲି ମାଫିଆଙ୍କ ଆକ୍ରମଣରେ ଉପଜିଲ୍ଲାପାଳ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ସୀତାରାମ ଚୌହାନଙ୍କୁ ଶୁକ୍ରବାର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡ଼ାଠାରେ ବାଲି ମାଫିଆମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଉପଜିଲ୍ଲାପାଳ ଚୌହାନ ଫୁଲାଡ଼ିରୁ ବାଲେଶ୍ୱର ଯାଉଥିବା ବେଳେ ଫୁଲାଡ଼ି ବ୍ରିଜ୍ ଉପରେ ଏକ ବାଲି ବୋଝେଇ ଟ୍ରକ୍…

ବିଶ୍ୱରେ ଲୋକପ୍ରିୟ ନେତା ମୋଦି, ପଛରେ ପଡ଼ିଲେ ବାଇଡେନ୍ ଓ ସୁନକ

ନୂଆଦିଲ୍ଲୀ: ବିଶ୍ୱରେ ସବୁଠୁ ଲୋକପ୍ରିୟ ନେତା କିଏ ? ଦୁନିଆର ଲୋକପ୍ରିୟ ନେତାଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀର୍ଷ ସ୍ଥାନରେ ଅଛନ୍ତି । ଆମେରିକା, ୟୁକେ ଭଳି ରାଷ୍ଟ୍ରର ମୁଖ୍ୟ ଲୋକପ୍ରିୟତା କ୍ଷେତ୍ରରେ ମୋଦିଙ୍କ ପଛରେ ରହିଛନ୍ତି । ବିଜନେସ…

ଯାତ୍ରୀ ଜଣଙ୍କ ପାଟନାକୁ ଟିକେଟ୍ କାଟିଥିଲେ, କିନ୍ତୁ ଓହ୍ଲାଇଲେ ଉଦୟପୁରରେ

ନୂଆଦିଲ୍ଲୀ: ଖାମଖିଆଲିର ଚରମସୀମାରେ ଇଣ୍ଡିଗୋ ଏୟାରଲାଇନ୍ସ। କର୍ମଚାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ ଜଣେ ଯାତ୍ରୀଙ୍କୁ ବିହାରର ପାଟନା ପରିବର୍ତ୍ତେ ରାଜସ୍ଥାନର ଉଦୟପୁରରେ ଓହ୍ଲାଇବାକୁ ପଡିଛି। ଯାହାକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ତଦନ୍ତ ନିର୍ଦ୍ଦେଶ…

ରଣଜୀ ଟ୍ରଫି: ବେଙ୍ଗଲ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ସେମିରେ

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବେଙ୍ଗଲ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ସେମିଫାଇନାଲରେ ପ୍ରବେଶ କରି ସାରିଛନ୍ତି । ପଞ୍ଜାବ ଓ ସୌରାଷ୍ଟ୍ର ମଧ୍ୟରୁ ଅନ୍ତିମ ଟିମ ସେମିକୁ ଉନ୍ନୀତ ହେବା ପରେ ଏହାର ଲାଇନ ଅପ ଚୂଡାନ୍ତ ହେବ । ପଶ୍ଚିମବଙ୍ଗ ୯ ୱିକେଟରେ ଝାଡଖଣ୍ଡକୁ ପରାସ୍ତ କରିଥିବା…

ଏକାସାଙ୍ଗରେ ତାରା ଓ ରବି ଉପସ୍ଥିତ ରହିବା ଅସମ୍ଭବ !

ଓଡ଼ିଶା ସମ୍ବାଦ ବ୍ୟୁରୋ : ସୂର୍ଯ୍ୟ ଓ ତାରା । ଏ ଦୁଇ ଜଣ କେବେ ଏକା ସାଥିରେ ଦେଖାଯାଆନ୍ତି ନାହିଁ। ସୂର୍ଯ୍ୟ ଅସ୍ତ ହେଲେ ଆକାଶରେ ମିଞ୍ଜି ମିଞ୍ଜି ହୋଇ ତାରା ଦେଖାଯାଏ ଆଉ ସକାଳେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆକାଶରୁ ତାରା ଗାଏବ ହୋଇଯାଇଥାଏ। ବୋଧହୁଏ ଏହାକୁ କେହି ମାନନ୍ତୁ ନ…

ଥାଲାପତି ବିଜୟଙ୍କ ନୂତନ ଫିଲ୍ମର ନାମ ଲିଓ, ଅକ୍ଟୋବର ୧୯ରେ ହେବ ରିଲିଜ

ମାଡ୍ରାସ: ଥାଲାପତି ବିଜୟଙ୍କ ବହୁ ଚର୍ଚ୍ଚିତ ଥାଲାପତି ୬୭ର ଟାଇଟଲ ଶୁଣିବା ପାଇଁ ଦର୍ଶକମାନେ ବେଶ କିଛି ଦିନ ହେବ ଉତ୍କଣ୍ଠା ସହକାରେ ଅପେକ୍ଷା କରିଥିଲେ । ଆଜି ମେକର୍ସଙ୍କ ପକ୍ଷରୁ ଏହାର ଟାଇଟଲ ଏବଂ ରିଲିଜ ତାରିଖ ଘୋଷଣା କରାଯାଇଛି । ଫିଲ୍ମର ନାମ ଲିଓ ରଖାଯାଇଥିବା ବେଳେ ଏହା ୧୯ ଅକ୍ଟୋବର…

ଘାଣ୍ଟୁଛି କ୍ରାଇମବ୍ରାଞ୍ଚ, ଗାନ୍ଧୀ ଛକ ଫାଣ୍ଡିରେ ଥିବା ପୁରୁଣା କାରରୁ ମିଳିଲା ଡାଏରୀ

ଝାରସୁଗୁଡ଼ା: ଗୋପାଳକୁ ନେଇ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଖୋଳାତାଡ଼ ଜାରି ରଖିଛି । ଆଜି ଗୋପାଳ ଦାସର ଘରେ ଯାଞ୍ଚ ପରେ କ୍ରାଇମବ୍ରାଞ୍ଚ ଗାନ୍ଧୀ ଛକ ଫାଣ୍ଡିରେ ପହଞ୍ଚିଥିଲା । ଫାଣ୍ଡିରେ ଯାଞ୍ଚ…

ଯୁଦ୍ଧ ବନ୍ଦ କରିବା ପାଇଁ ବାଇଡେନ ଦେଇଥିଲେ ୟୁକ୍ରେନ ଭାଗ କରିବା ପ୍ରସ୍ତାବ !

ୱାଶିଂଟନ: ୨୪ ଫେବୃୟାରୀକୁ ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିବ । ଏବେ ବି ଏହି ଯୁଦ୍ଧ ବନ୍ଦ ହେବାର ନାମ ଧରୁନି । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନେଇ ଏକ ରିପୋର୍ଟ ଆଲୋଚନାର କାରଣ ସାଜିଛି । ବାଇଡେନ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ ୟୁକ୍ରେନର ୨୦ ପ୍ରତିଶତ ଅଂଶ…

ଅମରିନ୍ଦର ସିଂଙ୍କ ପତ୍ନୀଙ୍କୁ ସସପେଣ୍ଡ କଲା କଂଗ୍ରେସ

ନୂଆଦିଲ୍ଲୀ: କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ପତ୍ନୀ ପ୍ରିନୀତ କୌରଙ୍କୁ ଦଳ ବିରୋଧୀ କାର୍ଯ୍ୟ ନେଇ କଂଗ୍ରେସ ସସପେଣ୍ଡ କରିଛି । କଂଗ୍ରେସରେ ଥିବା ସତ୍ୱେ ସେ ବିଜେପି ପାଇଁ ପରୋକ୍ଷରେ କାମ କରୁଥିଲେ ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ପୂର୍ବରୁ ପିସିସି ମୂଖ୍ୟ ଅମରିନ୍ଦର ସିଂ ରାଜା ୱାରିଂ ଏହି…

ରେଳ ବଜେଟରେ ଓଡ଼ିଶା ଦାବି ଠାରୁ ୧୯% ଅଧିକ ଅନୁଦାନ ଦିଆଯାଇଛି: ଅଶ୍ୱିନୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ରେଳ ବଜେଟରୁ ଅନୁଦାନ ଘୋଷଣା ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କା ଅନୁଦାନ ମିଳିଛି । ଶୁକ୍ରବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଏ ସୂଚନା ଦେଇଛନ୍ତି । ଅଶ୍ୱିନୀ ବୈଷ୍ଣବ…