Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ଆରମ୍ଭ ଯୋରନ୍ଦା ମେଳା, ଚଳଚଞ୍ଚଳ ଢେଙ୍କାନାଳ

ଢେଙ୍କାନାଳ : ମହିମା ଧର୍ମ ପ୍ରଚାରକ ପ୍ରଭୁ ମହିମା ଅଲେଖଙ୍କ ଦେହତ୍ୟାଗ ଦିବସକୁ ବଡ଼ ଉତ୍ସାହ ସହକାରେ ପାଳନ କରାଯାଏ । ଯାହା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ନାଁରେ ପରିଚିତ । ଆଜିଠୁ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ଯାତ୍ରା । ଦୁଇବର୍ଷ ଧରି କୋଭିଡ୍ କଟକଣା ଯୋଗୁଁ ଯୋରନ୍ଦା…

ପୁଣି ଫେରିଲା ଶୀତ: ଜାଡ଼ରେ ଥରିଲା ଫୁଲବାଣୀ

ଫୁଲବାଣୀ: ପୁଣି ଫେରିଲା ଶୀତ। ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଶୀତ ବଢ଼ିଛି। ଯଦିଓ ଉପକୂଳ ଓଡ଼ିଶାରେ ଶୀତର ଲହରି କମ୍ ରହିଛି ତେବେ ଫୁଲବାଣୀ, କନ୍ଧମାଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଶୀତ ଅନୁଭୂତ ହେଉଛି। ରାତି ୮ରୁ ଥଣ୍ଡାପଡ଼ିବା ଆରମ୍ଭ ହୋଇ ସକାଳ ୯ଟା ପର୍ଯ୍ୟନ୍ତ ଥଣ୍ଡା…

ଗୋପଳ ଘରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌, ସ୍ତ୍ରୀ ଓ ପୁତୁରାକୁ ପଚରାଉଚରା

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ମାମଲା । ଏହି ଘଟଣାରେ ତନ ତନ କରି ଯାଞ୍ଚ କରୁଛି କ୍ରାଇମ୍‌ବାଞ୍ଚ ଟିମ୍‌ । ଆଜି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ଆଙ୍କୁଲା ସ୍ଥିତ ଗୋପାଳ ଘରେ ପହଞ୍ଚି ତଦନ୍ତ କରିଛି  । ଗୋପାଳଙ୍କୁ ନେଇ ସ୍ତ୍ରୀ ଜୟନ୍ତୀ ଦାସ ଏବଂ ପୁତୁରାଙ୍କୁ ପଚରାଉଚରା…

ଅଭିନେତା ପିଣ୍ଟୁନନ୍ଦ ଚିକିତ୍ସା ପାଇଁ ଯିବେ ଦିଲ୍ଲୀ

ଭୁବନେଶ୍ୱର: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । କିଛି ଦିନ ଧରି ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯିବ ବୋଲି ସୂଚନା ଦିଆଯାଇଛି । ସେଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ କରାଯିବ  । ଏହି ଚିକିତ୍ସା ପାଇଁ…

ସଂସଦରେ ଆଦାନୀ ଝଡ଼, ଜେପିସି ଦାବିରେ ବିରୋଧୀ

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରଠାରୁ ଆଦାନୀ ଗ୍ରୁପ୍ ବିରୋଧୀଙ୍କ ଆକ୍ରମଣର ଶିକାର ହୋଇଛି। ଏହାକୁ ନେଇ କଂଗ୍ରେସର ଅନେକ ନେତା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏଲଆଇସି ଏବଂ ଷ୍ଟେଟ୍ ବ୍ୟାଙ୍କ୍ ଭଳି ରାଷ୍ଟ୍ରାୟତ୍ତ…

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏସପିଜି ସୁରକ୍ଷା ଭଳି ଏସଓପି ଚିନ୍ତା କରୁଛନ୍ତି ସରକାର

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ୱିପ୍ରହରରେ ଜଣେ ଏଏସ୍ଆଇଙ୍କ ଦ୍ୱାରା ହତ୍ୟା ଘଟଣା କେବଳ ରାଜ୍ୟକୁ ସ୍ତବ୍ଧ କରିଦେଇନାହିଁ, ହାଇପ୍ରୋଫାଇଲ୍ ନେତାଙ୍କ ପାଇଁ ପ୍ରଚଳିତ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନବ ଦାସ ହତ୍ୟାକାଣ୍ଡ ପରେ…

ସାମ୍ନାକୁ ଆସିଲା ଗୋପାଳ ଦାସଙ୍କ ଛୁଟି ଉପସ୍ଥାପନ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଛୁଟି ମିଳୁନଥିବା ଅଭିଯୋଗ ରହିଛି। ଅଭିଯୁକ୍ତଙ୍କ ପରିବାର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି। ତେଣୁ ମାନସିକ ଭାରସାମ୍ୟ ହରାଇ ଗୋପାଳ ଦାସ ହୁଏତ ଏଭଳି ଏକ ଘଟଣା ଭିଆଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଥିଲା।…

ଆଇ ଡ୍ରପ୍ ପକାଇଲେ ଚାଲି ଯାଉଛି ଦୃଷ୍ଟି ଶକ୍ତି ! ଭାରତରେ ବନ୍ଦ ହେଲା ଉତ୍ପାଦନ

ନୂଆଦିଲ୍ଲୀ: ଆଖିରେ ଆଇ ଡ୍ରପ୍ ପକାଇଲେ ଚାଲି ଯାଉଛି ଦୃଷ୍ଟି ଶକ୍ତି, ପ୍ରାଣ ହରାଉଛନ୍ତି ଲୋକେ । ଗ୍ଲୋବାଲ୍ ଫାର୍ମା ହେଲଥକେୟାରର ଆର୍ଟିଫିସିଆଲ୍ ଟିଅର୍ସ ଡ୍ରପକୁ ନେଇ ଆମେରିକାର ଅଭିଯୋଗ ପରେ କମ୍ପାନୀ ପ୍ରଥମେ ସମସ୍ତ ଡ୍ରପକୁ ଫେରାଇ ନେଇଥିଲା । ଏବେ ଭାରତରେ ଉତ୍ପାଦନକୁ ବନ୍ଦ କରି ଦେଇଥିବା…

ସଭାରେ ନବୀନଙ୍କ ଭରପୂର ପ୍ରଶଂସା, କ’ଣ ଇସାରା ଦେଉଛନ୍ତି ତାରା ?

ଭୁବନେଶ୍ୱର: ଭରା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଖାଲି ପ୍ରଶଂସା କରି ନାହାନ୍ତି ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି ତାରା । ଜୟପୁର ବିକ୍ରମ ଦେବ କଲେଜର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ତାରା ନବୀନଙ୍କୁ…

ଆଇଏଏସ ପରୀକ୍ଷା ପାଇଁ କୋଚିଂ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ମାଗଣା ଆଇଏଏସ କୋଚିଂ ଦେବେ। ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏଭଳି ଏକ ଯୋଜନା କରିଛି। ଓଡ଼ିଆଙ୍କ ପ୍ରଦର୍ଶନ ଭାରତୀୟ ପ୍ରଶାସନିକ ସେବା ବା ୟୁପିଏସ୍‌ସିରେ ଦିନକୁ ଦିନ ହ୍ରାସ ପାଉଥିବାରୁ ବିଭାଗ ଏଭଳି ଏକ ପଦକ୍ଷେପ ନେଉଛି। ଆଇଏଏସ, ଆଇପିଏସ କିମ୍ବା ଆଇଆରଏସ ହେବାକୁ…