Latest Odisha News

BREAKING NEWS

Browsing Category

ଫିଚର

ବିଚିତ୍ର ଅଞ୍ଚଳ: ପାଣିରେ ଭାସୁଛି ଗାଁ

ପାହାଡ଼ ଶିଖରରେ କିମ୍ବା ଅଗନାଅଗନି ବନସ୍ତରେ ଲୋକେ ଘର କରି ରହିବା କଥା ଆମେ ଶୁଣିଛେ । କିନ୍ତୁ ସମୁଦ୍ର ପାଣିରେ ବର୍ଷ ବର୍ଷ ଧରି ଘର କରି ରହିବା ଓ ପାଣିକୁ ଭିଟାମାଟି ଭାବେ ବିଚାର କରିବା ନିହାତି ଆଚମ୍ବିତ ଘଟଣା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏଠି ଗୋଟିଏ କି ଦୁଇଟି ଘର ନୁହେଁ, ପାଣି ଉପରେ ଘର…

କ୍ରିକେଟର ଦୀପକ ଚହରଙ୍କ ପତ୍ନୀଙ୍କୁ ହତ୍ୟା ଧମକ

ମୁମ୍ବାଇ: କ୍ରିକେଟର ଦୀପକ ଚହରଙ୍କ ପତ୍ନୀ ଜୟା ଭରଦ୍ୱାଜଙ୍କୁ ହତ୍ୟା ଧମକ ମିଳିଛି । ଏହି ଧମକ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ପୂର୍ବ ପଦାଧିକାରୀ ଓ ତାଙ୍କ ପୁଅ ଦେଇଛନ୍ତି । ଜୟାଙ୍କଠାରୁ ଆସୋସିଏଶନର ଅଧିକାରୀ ଓ ତାଙ୍କ ପୁଅ ୧୦ ଲକ୍ଷ ଟଙ୍କା ବ୍ୟବସାୟ ବାବଦକୁ ନେଇଥିଲେ । ଜୟା ଏହି ଅର୍ଥ…

ହାଇକୋର୍ଟଙ୍କ ଛାଟ ପରେ ଯୁବ ବିଧାୟକ ବିଜୟଙ୍କ ବିରୋଧରେ ମାମଲା ରୁଜୁ

ଜଗତସିଂହପୁର: ଯୁବ ବିଜେଡି ବିଧାୟକଙ୍କ ବିରୋଧରେ ରୁଜୁ ହେଲା ମାମଲା । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ବିଜୟଙ୍କ ପ୍ରେମିକା ସୋମାଲିକା ଦାଶଙ୍କ ସାନି ଏତଲା କ୍ରମେ ପୋଲିସ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ । ପୂର୍ବରୁ ସୋମାଲିକା…

ପ୍ରଭାସ, ଦୀପିକାଙ୍କ ପ୍ରୋଜେକ୍ଟ କେ ଦୁଇ ଭାଗରେ ହେବ ରିଲିଜ

ମୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସ ଓ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ନାମ ଘୋଷଣା କରାଯାଇ ନାହିଁ । ପ୍ରୋଜେକ୍ଟ କେକୁ ୨ଟି ଭାଗରେ ରିଲିଜ କରିବା ପାଇଁ ନିର୍ମାତା ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ଅମିତାଭ ବଚ୍ଚନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ…

ଫାଙ୍କା ଗୁଳି ଫୁଟାଇ ଦିନ ଦ୍ୱିପହରରେ ବ୍ୟାଙ୍କରୁ ଲୁଟିନେଲେ କୋଟିଏ ଟଙ୍କାର ସୁନା

କାମାକ୍ଷାନଗର(ହରେକୃଷ୍ଣ ରାଉତ):  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗ୍ରାମ୍ୟବ୍ୟାଙ୍କରୁ ବଡ ଧରଣର ଲୁଟ୍ ।  ମହାବିରୋଡ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୧ କୋଟିର ସୁନା ଏବଂ ୫ ଲକ୍ଷ ନଗଦ ଟଙ୍କାଲୁଟି ନେଇଛନ୍ତି ଦୁୃର୍ବୃତ୍ତ । ଦିନ ଦ୍ୱିପହରରେ ଫାଙ୍କା ଗୁଳି ଫୁଟାଇ ବ୍ୟାଙ୍କ ଲୁଟି ନେଇ…

ଗୋପାଳଙ୍କ ବାସଭବନରେ କ୍ରାଇମବ୍ରାଞ୍ଚ ଟିମ; ଏଇଠି ଲୁଚିଛି କି ହତ୍ୟା ରହସ୍ୟ ?

ଝାରସୁଗୁଡା: ପୂ୍ର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ । ଆଜି ଗୋପାଳଙ୍କୁ ଧରି କ୍ରାଇମବ୍ରାଞ୍ଚ ଟିମ ବ୍ରଜ ରାଜରାଜନଗର  ଯାଇଛି । ସେଠାରେ ଗୋପାଳ ଦାସଙ୍କୁ ତାଙ୍କ ସରକାରୀ ବାସଭବନକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା  କରିଛି…

ବିଶ୍ୱାସ ନଥିବା କହି PSO ଫେରାଇଲେ ଜୟ ନାରାୟଣ, ବିଜେଡି କଲା ତାତ୍ସଲ୍ୟ

ଭୁବନେଶ୍ୱର: ASIଙ୍କ ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ସରକାର ଯୋଗାଇଥିବା ପିଏସଓ (ବ୍ୟକ୍ତିଗତ ସୁରକ୍ଷା କର୍ମୀ)ଙ୍କୁ ନେଇ ବିରୋଧୀ ଦଳ ନେତା ପ୍ରଶ୍ନ ଉଠାଇଛନ୍ତି । ଖାଲି ପ୍ରଶ୍ନ ଉଠାଇ ନାହାନ୍ତି, ଆବଶ୍ୟକତା ନଥିବା କହି ସରକାର ଯୋଗାଇ ଦେଇଥିବା ପିଏସଓଙ୍କୁ ଫେରାଇ…

ଗାଁରେ ବିକ୍ରି ହୁଏ ନାହିଁଁ କ୍ଷୀର, ନିୟମ ଭାଙ୍ଗିଲେ ଘଟେ ଅଘଟଣ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଏକ ଗାଁ କମଇ  । ଯେଉଁଠାରେ କେବେ କ୍ଷୀର ବିକ୍ରି ହୁଏ ନାହିଁ । ଗ୍ରାମବାସୀଙ୍କ  ବିଶ୍ୱାସ ରହିଛି ଯେ, ଯଦି ସେମାନେ କ୍ଷୀର ବିକ୍ରି କରିବେ, ତେବେ କିଛି ଅଘଟଣ ନିଶ୍ଚିନ୍ତ ଘଟିବ । ଏହି କାରଣରୁ ଲୋକମାନେ କ୍ଷୀର ବିକ୍ରୟ କରିବା କଥା ଭାବିବାକୁ ମଧ୍ୟ ଭୟ କରନ୍ତି  ।…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ଡିଜିପି କହିଲେ ‘ଟିକେ ସମୟ ଲାଗିବ’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୬ ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି । ଡିଜିପି ସୁନୀଲ ବଂଶଲ କହିଛନ୍ତି, ଘଟଣା ପରେ ତତକ୍ଷଣାତ୍ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସେଠି କ୍ୟାମ୍ପ କରି ତଦନ୍ତ…

ବାଲ୍ୟ ବିବାହ ରୋକିବାକୁ ଆସାମରେ ଚଢାଉ ଜାରି; ୧୮୦୦ରୁ ଅଧିକ ଗିରଫ  

ଦିଶପୁର: ରାଜ୍ୟରେ ବାଲ୍ୟ ବିବାହକୁ ରୋକିବାକୁ ଜୋର୍‌ସୋର୍‌ରେ ଲାଗିପଡ଼ିଛନ୍ତି ଆସାମ ସରକାର। ଏଥିପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଏହି ଚଢ଼ାଉରେ ଆଜି ୧୮୦୦ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ଶୁକ୍ରବାର ଏହି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଏନେଇ…