Latest Odisha News

BREAKING NEWS

Browsing Category

ଫିଚର

ପୁଅ ଗିରଫକୁ ନେଇ ଡିଜିପିଙ୍କୁ ଟାଣିଲେ ସାଲୁଜା

ଭୁବନେଶ୍ୱର: କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅକୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁସାରେ, ସାଲୁଜାଙ୍କ ପୁଅ ସେଜି ଅନ୍ୟ ସାଙ୍ଗମାନଙ୍କ ସହ ମିଶି ସିନେମା ହଲରେ ଗଣ୍ଡଗୋଳ କରିଥିଲେ । ଯେଉଁଥିପାଇଁ ପୋଲିସ ସେଜିଙ୍କ ସହ ୬ ଜଣଙ୍କୁ ଗିରଫ କରିଛି । ପୁଅ ସହ ୬ ଜଣଙ୍କୁ…

ଦିଲ୍ଲୀ ଅବକାରୀ ଦୁର୍ନୀତିର ଟଙ୍କା ଲାଗିଥିଲା ଗୋଆ ନିର୍ବାଚନରେ: ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଦ୍ବିତୀୟ ଚାର୍ଜସିଟ ଦାଖଲ କରିଛି। କିଛି ମିଡିଆରେ ପ୍ରକାଶ ପାଇଥିବା ଏହି ଇଡିକୁ ନେଇ ଏବେ ଦିଲ୍ଲୀ ରାଜନୀତି ସରଗରମ ହୋଇଛି। ଚାର୍ଜସିଟ୍ ଅନୁଯାୟୀ ଦିଲ୍ଲୀର ହୋଇଥିବା ଅବକାରୀ ଦୁର୍ନୀତିରୁ ଆୟ ହୋଇଥିବା ଟଙ୍କା ଗୋଆ ନିର୍ବାଚନରେ ଆମ୍…

ଏଠାରେ ଗୋରା ପିଲା ଜନ୍ମ ହେଲେ ସଙ୍ଗେ ସଙ୍ଗେ କରି ଦିଆଯାଏ ହତ୍ୟା

ନୂଆଦିଲ୍ଲୀ: ସଦ୍ୟଜାତ ଶିଶୁକୁ ଆମ ସଭ୍ୟତାରେ ଭଗବାନଙ୍କ ରୂପ ଭାବେ ବିବେଚନା କରାଯାଏ । ଶିଶୁର ରଙ୍ଗ, ରୂପ ନେଇ କେବେ ଭେଦ ଭାବ କରାଯାଏନି । ତଥାପି ଏ ଭଳି ଏକ ତଥ୍ୟ ଆମେ ଆପଣଙ୍କୁ ଦେଉଛି ଯାହାକି ଏକ ଚିନ୍ତାର ବିଷୟ । ଆଣ୍ଡାମାନ ନିକୋବର ଦ୍ୱୀପପୁଂଜରେ ରହୁଥିବା ଜାରୱା ଜାନଜାତିଙ୍କ…

ତାଲିମ ଏବଂ ଦକ୍ଷତା ବିକାଶ ପାଇଁ ଆରଏସପି ଓ ଏନଆଇଟି ମଧ୍ଯରେ ଏମଓୟୁ

ସୁନ୍ଦରଗଡ: ଟେକ୍ନୋଲୋଜି ଦ୍ୱାରା କିଛି ନୂଆ କରିବା ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ତାଲିମ ସହିତ ଦକ୍ଷତା ବିକାଶ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆରଏସପି) ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି) ରାଉରକେଲା ମଧ୍ୟରେ ଏକ ବୁଝାମଣାପତ୍ର ବା ଏମଓୟୁ ସ୍ୱାକ୍ଷରିତ…

ଖଣ୍ଡ ଖଣ୍ଡ କାଗଜ ଖୋଲିବ ଗୋପାଳ ଗୁଳିର ଗୁମର ?

ଝାରସୁଗୁଡ଼ା: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ଗୋପାଳ ? ଗୁଳି ପଛର କାରଣ ବ୍ୟକ୍ତିଗତ ଶତ୍ରୁତା ନା ଆଉ କିଛି ? ନବଙ୍କୁ ମାରିବା ଲାଗି ଗୋପାଳଙ୍କୁ କିଏ ଦେଇଥିଲା କି ସୁପାରି ? ନା ପ୍ରକୃତରେ ଗୋପାଳ ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଭିଆଇଛନ୍ତି । ଯଦି ହଁ ସେ…

ଅଷ୍ଟ୍ରେଲିଆ ମୁଦ୍ରାରୁ ହଟିବ ବ୍ରିଟେନ ରାଜପରିବାରର ଚିହ୍ନ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଏଥର ସେମାନଙ୍କ ମୁଦ୍ରାରୁ ବ୍ରିଟେନ ରାଜପରିବାରର ସମସ୍ତ ଚିହ୍ନ ହଟେଇବା ପାଇଁ ନିଷ୍ପତି ନେଇଛି । ଗୁରୁବାର ଏ ନେଇ ଘୋଷଣା କରାଯାଇଛି । ରାଣୀ ଏଲିଜାବେଥ-୨ଙ୍କ ଫଟୋ ଅଷ୍ଟ୍ରେଲିଆରେ ୫ ଡଲାର ନୋଟରେ ରହିଥିଲା । ତାଙ୍କ ମୃତ୍ୟୁ ପରେ କିଙ୍ଗସ ଚାର୍ଲସଙ୍କ ଫଟୋ ରହିବା…

ବଦଳିଲା ଓଡ଼ିଶା ଅଗ୍ନିଶମ ସେବାର ନାମ, ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର: ଲୋକଙ୍କ ବିପତ୍ତି ସମୟରେ ଛିଡା ହୋଇଥାଏ 'ଓଡ଼ିଶା ଅଗ୍ନିଶମ ସେବା' ବା ଦମକଳ ବାହିନୀ। ଏବେ ଏହି ଓଡ଼ିଶା ଅଗ୍ନିଶମ ସେବାର ନାମ ପରିବର୍ତ୍ତନ ହୋଇଛି। ନୂଆ ନାମ ଭାବେ 'ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା' ରଖାଯାଇଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏ ନେଇ ଏକ ବିଜ୍ଞପ୍ତି…

୨୪ ଫେବୃୟାରୀରେ ୟୁକ୍ରେନ ଉପରେ ରୁଷ ବଡ ଧରଣର ଆକ୍ରମଣ କରିପାରେ !

କୀଭ: ଫେବୃୟାରୀ ୨୪ରେ ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ବର୍ଷେ ପୂରିବାକୁ ଯାଉଛି । ସହଜରେ ୟୁକ୍ରେନକୁ ହାତେଇବା ଲକ୍ଷ୍ୟରେ ଥିବା ରୁଷିଆକୁ କିନ୍ତୁ ଏ ପର୍ଯ୍ୟନ୍ତ ନିରାଶ ହେବାକୁ ପଡିଛି । ଏହି ଅବସରରେ ୟୁକ୍ରେନର ରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ ଗୁରୁବାର ଏକ ଚିନ୍ତାଜନକ କଥା ସୋସିଆଲ ମିଡିଆ…

‘ନମାଜ ପଢ଼, ଯାହା କରିବାର କର’ ମୁସଲମାନଙ୍କୁ ଏଭଳି ଶିକ୍ଷା ଦିଆ ଯାଉଥିବା କହିଲେ ରାମଦେବ

ଅମ୍ରିତସର: ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ନେଇ ବିବାଦ ଥମିନି । ଏହାରି ଭିତରେ ଯୋଗ ଗୁରୁ ବାବା ରାମଦେବ ମୁସଲମାନଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା, ଆଲୋଚନା ଜୋର ଧରିଛି । ରାଜସ୍ଥାନର ବାଡ଼ମୋରର ଏକ ସଭାରେ ବାବା ରାମଦେବ କହିଛନ୍ତି,…

‘ହ୍ୟୁମାନଙ୍କ ପାଖେ ନାହିଁ ମଣିଷପଣିଆ’, ଜୀବିକା ଛଡ଼ାଇବାକୁ ଚେଷ୍ଟା କରୁଥିବା କହିଲେ ଗୁଲୁଆ

ଭୁବନେଶ୍ୱର: ସ୍ୱାମୀ-ସ୍ତ୍ରୀ କଳିକୁ ନେଇ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ବେଶ୍ ଚର୍ଚ୍ଚାରେ ଥିଲା । କାଉନସେଲିଂ ପରେ ସ୍ୱାମୀ, ସ୍ତ୍ରୀ ଏକାଠି ହୋଇଛନ୍ତି । ନିଜ ପରିବାର ସଜାଡ଼ି ହୋଇଥିବା ବେଳେ ହ୍ୟୁମାନ ଆଉ ଏକ ପରିବାରର ଖାଇବା ଥାଳି ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି । ଏଭଳି କିଛି ଅଭିଯୋଗ…