Latest Odisha News

BREAKING NEWS

Browsing Category

ଫିଚର

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ: ମିଡିଲ ଅର୍ଡର ନେଇ ଟିମ ଇଣ୍ଡିଆର ଅଙ୍କକଷା ଆରମ୍ଭ

ମୁମ୍ବାଇ: ଘରୋଇ ପରିବେଶରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୱାଇଟ ବଲ ସିରିଜ ଖେଳିବା ପରେ ଏବେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଅତି କମରେ ୨ଟି ଟେଷ୍ଟ ଜିତିବା ସହ…

ଶତକବୀର ଶୁଭମନ

ମୁମ୍ବାଇ: ଟିମ ଇଣ୍ଡିଆର ଏବେ ଷ୍ଟାର ଖେଳାଳି ଆଖ୍ୟା ପାଇଛନ୍ତି ଶୁଭମନ ଗିଲ । ଆନ୍ତର୍ଜାତୀୟ ପଦାର୍ପଣ ପରଠାରୁ ତାଙ୍କ ବ୍ୟାଟ ନୀରବ ହେବାର ନାଁ ଧରୁନି । ୬ ମାସରେ ୬ ଶତକ ମାରି ସେ ଏବେ ବେଶ ଲୋକପ୍ରିୟ ହୋଇ ଉଠିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ସେ ଭାରତ ପକ୍ଷରୁ…

ଘାଟିରେ ଆତଙ୍କୀଙ୍କ ନୂଆ ଷଡଯନ୍ତ୍ର

ଶ୍ରୀନଗର: କାଶ୍ମୀର ଘାଟିରେ ଷଡଯନ୍ତ୍ରର ନୂଆ ତରିକା ତିଆରି କରିଛନ୍ତି ଆତଙ୍କବାଦୀ । ଏହି ନୂଆ ତରିକା ହେଉଛି ସେଣ୍ଟ ବମ  ବା ପରଫ୍ୟୁମ ବମ । ଜାମ୍ମୁ-କଶ୍ମରରେ ପ୍ରଥମ ଥର ପାଇଁ ଏପରି ପରଫ୍ୟୁମ ବମ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ । ନରୱାଲରେ ଜାନୁଆରୀ ୨୧ରେ ଜମ୍ମୁର ନରୱାଲରେ  ୨ଟି…

କାହା ଯୋଜନା କେତେ ଭଲ ? ଚାଲିଲା ଆୟୁଷ୍ମାନ ଭାରତ-ବିଏସକେୱାଇ ଲଢେଇ

ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ବିଜେଡି ଓ ବିଜେପି  । ଆୟୁଷ୍ମାନ ଭାରତ-ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ତୁଳନାତ୍ମକ ବିଚାର ବିଜେଡି ଆରମ୍ଭ କରିଥିବାବେଳେ ବିଜେପି ବିଜୁ ସ୍ୱାସ୍ଥ୍ୟ କାର୍ଡର ଦୁର୍ନୀତିକୁ ନେଇ ବିଜେଡି ସରକାରକୁ ସମାଲୋଚନା କରିଛି ।…

ଜାମିନ୍ ଆବେଦନ ଖାରଜ, ଜେଲ୍ ଗଲେ ସାଲୁଜାଙ୍କ ପୁଅ

ପାଟଣାଗଡ଼: ସିନେମା ହଲରେ ଧମକଚମକ, ଗଣ୍ଡଗୋଳ କରିବା ଅଭିଯୋଗରେ ପୋଲିସ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅଙ୍କ ସହ ୬ ଜଣଙ୍କୁ ଗିରଫ କରିଥିଲା । କଂଗ୍ରେସ ବିଧାୟକ ସାଲୁଜାଙ୍କ ପୁଅ ସେଜି ସିଂଙ୍କ ଜାମିନ୍ ଆବେଦନ କୋର୍ଟ ଖାରାଜ କରିବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ସୂଚନା ଅନୁସାରେ,…

ଗୋପାଳର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ଜୟ ନାରାୟଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ । ଏବେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଛାନଭିନ୍ କରୁଛି । ବୁଧବାର ଝାରସୁଗୁଡ଼ା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କି ଭାଙ୍ଗି କ୍ରାଇମବ୍ରାଞ୍ଚ ଅଧିକାରୀ ଗୋପାଳର ହାତ ଲେଖା ଟୁକୁଡ଼ା…

ତଦନ୍ତକାରୀ ଟିମ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଜୟ ନାରାୟଣ; କହିଲେ, ଅପରାଧୀ କରୁଛି ଅପରାଧର ତଦନ୍ତ

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ଦିନ ଯେତେ ଗଡୁଛି, ରହସ୍ୟ ସେତେ ବଢୁଛି । ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।  ହେଲେ କ୍ରାଇମବ୍ରାଞ୍ଚ ଟିମ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଯେଉଁମାନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ…

ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯାଇଛି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ ମାନଙ୍କର ବହୁ ଦିନର ଦାବି ଆଜି ପୂରଣ ହୋଇଛି ବୋଲି…

୫୦୦ ଛାତ୍ରୀ ଦେଖି ବେହୋସ୍‌ ହେଲା ଛାତ୍ର, ଭିଡିଓ ହେଉଛି ଭାଇରାଲ୍‌…

ବିହାର: ପରୀକ୍ଷା ହଲରେ ୫୦୦ ଝିଅ ଦେଖି ଅଚେତ ହୋଇପଡିଲେ ଯୁବକ । ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ବିହାରର ନାଳନ୍ଦା ଅଞ୍ଚଳରେ । ଜଣେ ଯୁକ୍ତ ଦୁଇ ଛାତ୍ର ପରୀକ୍ଷା ହଲରେ ୫୦୦ ଛାତ୍ରୀଙ୍କୁ ଦେଖି ବେହୋସ ହୋଇ ପଡିଥିଲେ ।  ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ଚକିତ କରିଛି । ଛାତ୍ର…

ଛୁଇଁଲେ ଫାଟିଯିବ ପରଫ୍ୟୁମ୍ ବୋମା, ଜାମ୍ମୁକାଶ୍ମୀରରୁ ଗିରଫ ଆତଙ୍କବାଦୀଙ୍କଠୁ ଜବତ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ବିଭିନ୍ନ ଆକ୍ରମଣ ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି । ଗତ ୨୧ ତାରିଖରେ ନରୱାଲରେ ହୋଇଥିବା ଆଇଡି ବିସ୍ଫୋରଣରେ ୯ ଜଣ ଆହତ ହୋଇଥିଲେ । ଉକ୍ତ ମାମଲାରେ ପୋଲିସ ଜଣେ ଆତଙ୍କବାଦୀକୁ ଗିରଫ କରିଛି । ଆତଙ୍କବାଦୀ ଜଣଙ୍କ ପାକିସ୍ତାନର ଲସ୍କର ଏ ତୋଇବା…