Latest Odisha News

BREAKING NEWS

Browsing Category

ଫିଚର

ପୁଣି ସର୍ଜିକାଲ ଷ୍ଟ୍ରାଇକ୍‌ ଓ ପୁଲୱାମା ଆଟାକର ପ୍ରମାଣ ମାଗିଲା କଂଗ୍ରେସ; କହିଲା-ବିଜେପି ମିଛ କହୁଛି

ଶ୍ରୀନଗର: ପୁଣିଥର ସର୍ଜିକାଲ ଷ୍ଟ୍ରାଇକ୍‌ ଓ ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରମାଣ ମାଗିଲା କଂଗ୍ରେସ। ସରକାର ପ୍ରମାଣ ନ ଦେଇ ଖାଲି ମିଛ କଥା କହୁଛନ୍ତି ବୋଲି କଂଗ୍ରେସର ପୂର୍ବତନ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଏପରି କହିଛନ୍ତି। କଂଗ୍ରେସର ଭାରତ…

ସାମାଜିକ ପ୍ରତିବନ୍ଧକ ସହ ଲଢି ବିଧବା ମା’ଙ୍କର ଦ୍ୱିତୀୟ ବିବାହ କରାଇଲା ପୁଅ

କୋହ୍ଲାପୁର: ସମାଜ କ’ଣ କହିବ ସେଥିପାଇଁ ଖାତିର ନ ଥିଲା । ତାଙ୍କ ପରାମ୍ପରାର ଗୌରବ ବଢିବ କି କମିବ ସେ ହିସାବ ସେ କରି ନ ଥିଲେ । ସେ କେବଳ ଶୁଣିଥିଲେ ନିଜ ହୃଦୟର କଥା । ତାଙ୍କ ଆଖି ଆଗରେ ନାଚି ଯାଉଥିଲା ମା’ଙ୍କ ମୁହଁ । ସେ କେବଳ ଭାବୁଥିଲେ ମା’ କେମିତି ଖୁସି ହେବ, ତା ମୁହଁରେ ହସ…

ଆଉ ରହିବନି ଗାଡ଼ି ଚୋରି ଚିନ୍ତା ! ହୋଣ୍ଡା ଆଣିଲା ଆକ୍ଟିଭା ଏଚ୍-ସ୍ମାର୍ଟ

ଭୁବନେଶ୍ୱର: ହୋଣ୍ଡା ଆକ୍ଟିଭାର ଏଚ୍-ସ୍ମାର୍ଟ (Honda Activa H-Smart)ର ୩ଟି ଭାରିଆଣ୍ଟ ମାର୍କେଟକୁ ଆସିଛି । ଯେଉଁଥିରେ ଗୋଟିଏ ଲକରେ ୫ଟି ସୁବିଧା ରହିଛି । କାର ଭଳି ସ୍କୁଟରରେ ଆପଣ ଇଗ୍ନିସନ, ଲକ୍ ଓ ସିଟ୍ ଆଦି ଫିଚର୍ସ ସ୍ମାର୍ଟ କି (Smart-Key) ମାଧ୍ୟମରେ ବ୍ଯବହାର ଉପଯୋଗୀ କରି…

ଋଷଭ ପନ୍ତଙ୍କ ପାଇଁ ଉଜ୍ଜୟୀନ ମନ୍ଦିରର ପୂଜାର୍ଚ୍ଚନା କଲେ ଟିମ୍‌ ଇଣ୍ଡିଆର ଖେଳାଳି ଓ ଅମ୍ପାୟାର

ଭୋପାଳ: ଦୁର୍ଘଟଣାର ଶିକାର ହୋଇ ଆହତ ଅବସ୍ଥାରେ ଚିକିତ୍ସିତ ଥିବା ଋଷବ ପନ୍ତଙ୍କ ପାଇଁ ମନ୍ଦିରର ପୂଜା କଲେ ଟିମ୍ ଇଣ୍ଡିଆର ଖେଳାଳି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ ଖେଳିବା ପୂର୍ବରୁ ସୋମବାର ସକାଳେ ଖେଳାଳି, ଅମ୍ପାୟାର ଓ ଅଧିକାରୀମାନେ ପ୍ରସିଦ୍ଧ ଉଜ୍ଜୟୀନ ମନ୍ଦିରରେ…

କେ.ଏଲ ରାହୁଲ ଓ ଆଥିଆ ଶେଟ୍ଟିଙ୍କ ବିବାହରେ ମୋବାଇଲ ବାରଣ

ନୂଆଦିଲ୍ଲୀ : ଜାନୁଆରୀ ୨୩ରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଷ୍ଟାର ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲ ଏବଂ ବଲିଉଡର ଅଭିନେତ୍ରୀ ଆଥିଆ ଶେଟ୍ଟି । ସାତ ଘେରା ବୁଲି ସାରା ଜୀବନ ପାଇଁ ସାଥି ହୋଇ ରହିବେ କେ.ଏଲ ରାହୁଲ  ଓ ଆଥିଆ  । ଖଣ୍ଡାଲା ସ୍ଥିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଠାରେ ବିବାହ…

ମନ୍ଦିରରେ ଉତ୍ସବ ଚାଲିଥିବାବେଳେ ଖସି ପଡିଲା କ୍ରେନ; ୪ ମୃତ

ଚେନ୍ନାଇ: ତାମିଲନାଡୁର ଅରାକୋଣମରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । କ୍ରେନର ଏକ ଅଂଶ ଛିଣ୍ଡି ପଡିବା କାରଣରୁ ୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଘଟିବା ସମୟରେ ମନ୍ଦିରରେ ଏକ ସମାରୋହ ଚାଲିଥିଲା ଏବଂ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା…

କେଉଁଠୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ? ଲୋକସଭା ନା ବିଧାନସଭା ପ୍ରାର୍ଥୀ ହେବେ ?

ଭୁବନେଶ୍ୱର: ୨୦୨୪ ନିର୍ବାଚନ ଯେତିକି ପାଖଉଛି, ଚର୍ଚ୍ଚା ସେତିକି ବଢ଼ିବାରେ ଲାଗିଛି । ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସେ ଏଥର ନିର୍ବଚାନ ଲଢ଼ିବେ । ଦୈନିକ ଇଂରାଜୀ ସମ୍ବାଦପତ୍ର ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସକୁ…

ଖୋଲିବ କି ନେତାଜୀଙ୍କ ଜୀବନ ରହସ୍ୟ, ସାମ୍ନାକୁ ଆସିଲା ୭୪ ବର୍ଷ ପୁରୁଣା ଅପ୍ରକାଶିତ ପୁସ୍ତକ

'ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି', ଯେତେବେଳେ ବି ଏହି ସ୍ଲୋଗାନ କାନରେ ବାଜେ, ସେତେବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁ ମନରେ ଆସିଥାଏ ।  ଜାନୁୟାରୀ ୨୩, ୧୮୯୭ରେ ଜନ୍ମ ନେତାଜୀ । ତାଙ୍କ ଜୀବନ ଥିଲା ଏକ ଖୋଲା ବହି । ତାଙ୍କ ଜୀବନରେ ଯାହା ଘଟିଥିଲା ସେ ବିଷୟରେ…

ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେଲା ଆଣ୍ଡାମାନ ନିକୋବରର ୨୧ ଦ୍ୱୀପ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଣ୍ଡାମାନ ନିକୋବରର ୨୧ ଦ୍ୱୀପର ନାମକରଣ କରିଛନ୍ତି । ଏକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଦ୍ୱୀପକୁ ନେତାଜୀଙ୍କ ସ୍ମୃତିରେ ସମର୍ପିତ  କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମତିଥିରେ ନେତାଜୀ ନାଶନାଲ…

୩୦ରେ ଥାନାରେ ହାଜର ହୋଇ ପକ୍ଷ ରଖିବେ ହ୍ୟୁମାନ-ଶ୍ରେୟା

ଭୁବନେଶ୍ୱର : ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ମାମଲା । ଆସନ୍ତା ୩୦ରେ ଥାନାରେ ହାଜର ହେବେ ହ୍ୟୁମାନ-ଶ୍ରେୟା । ପୂର୍ବରୁ ୨ ଦିନ ନେଇଥିଲେ ଉଭୟ । ଗତ ୧୯ ତାରିଖରେ ପୋଲିସ ଉଭୟଙ୍କୁ କାଉନସେଲିଂ କରିଥିବା ବେଳେ ଗତକାଲି ଶ୍ରେୟା ପ୍ରେସମିଟ୍‌ କରି ଗଣମାଧ୍ୟମକୁ ସମସ୍ତ କଥା ଜଣାଇଛନ୍ତି  ।…