Latest Odisha News

BREAKING NEWS

Browsing Category

ଫିଚର

ହଷ୍ଟେଲରେ ଆତ୍ମହତ୍ୟା, କାହିଁକି ଜୀବନ ହାରିଲେ ବେଦାନ୍ତରେ କାର୍ଯ୍ୟରତ ଯୁବତୀ ?

ଝାରସୁଗୁଡ଼ା: ହଷ୍ଟେଲରେ ଆତ୍ମହତ୍ୟା । ବେଦାନ୍ତ ଆଲୁମିନିୟମ୍ କାରଖାନାରେ କାର୍ଯ୍ୟରତ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ବଡ଼ମାଲ ଥାନା ଟାଉନ ସିପରେ ଥିବା ଲେଡିଜ୍ ହଷ୍ଟେଲରୁ ମୃତ ୨୬ ବର୍ଷୀୟ ଯୁବତୀ ସ୍ତୁତି ସାଗରିକା ସାହୁଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତ ସାଗରିକା ଭୁବନେଶ୍ୱର…

ବିବାହ ମୁଦି କଥା ବି ଭୁଲି ଯାଇଥିଲେ ରୋହିତ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଟସ ବେଳେ ଟିମ ଡିସିଶନ ଭୁଲି ଯାଇଥିଲେ । ଟମ ଲାଥାମ ଓ ମ୍ୟାଚ ରେଫରୀଙ୍କୁ ଏଥିପାଇଁ ବେଶ କିଛି ସମୟ ଅପେକ୍ଷା କରିବାକୁ ପଡିଥିଲା । ରୋହିତ ଜଣେ ଭୁଲା ମନ ବ୍ୟକ୍ତି । ତାଙ୍କ ପ୍ରିୟ ବନ୍ଧୁ ବିରାଟ…

ମାଘରେ ନାହିଁ ଶୀତ, ରାଜ୍ୟର ୭ଟି ସ୍ଥାନରେ ୩୨ ଟପିଲା ତାପମାତ୍ରା

ଭୁବନେଶ୍ୱର: ମାଘ ମାସରେ ବି ଶୀତ ନାହିଁ । ରାଜ୍ୟରେ ଏବେ ଭୋରରେ କୁହୁଡ଼ି ଲାଗି ରହୁଥିବା ବେଳେ ଦିନ ବେଳା ଗରମ ଅନୁଭୂତ ହେଉଛି । ଯେମିତି ଲାଗୁଛି ମାର୍ଚ୍ଚ ଅଧା ହେଲାଣି । ଶୀତ ସରି ନଥିବା ବେଳେ ରାଜ୍ୟରେ ଦିନ ତାପମାତ୍ରାରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖା ଦେଇଛି ।…

ସରିଲା ଆଥିୟା ଓ ରାହୁଲ୍‌ଙ୍କ ବାହାଘର: ରିସେପ୍‌ସନ୍ ନେଇ ସୂଚନା ଦେଲେ ସୁନୀଲ ଶେଟ୍ଟୀ

ଖଣ୍ଡାଲା: ସରିଲା ଆଥିୟା ଶେଟ୍ଟୀ ଓ କ୍ରିକେଟର କେଏଲ୍ ରାହୁଲ୍‌ଙ୍କ ବାହାଘର। ବଲିଉଡ୍ ଅଭିନେତା ସୁନୀଲ ଶେଟ୍ଟୀ ବାହାଘର ନେଇ ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ଖଣ୍ଡାଲାରେ ଥିବା ସୁନୀଲଙ୍କ ଫାର୍ମ ହାଉସ୍‌ରେ ଉଭୟଙ୍କର ବିବାହ ହୋଇଛି। ଝିଅ ବାହାଘର ସମ୍ପର୍କରେ ସୁନୀଲ ନିଜେ…

ଅଷ୍ଟ୍ରେଲିଆନ ଓପନ ଟେନିସ: ମିକ୍ସଡ ଡବଲ୍ସ କ୍ୱାର୍ଟରରେ ସାନିଆ-ବୋପାନ୍ନା

ମେଲବୋର୍ଣ୍ଣ: କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଖେଳୁଥିବା ଭାରତର ଷ୍ଟାର ମହିଳା ଖେଳାଳି ସାନିଆ ମିର୍ଜା ମିକ୍ସଡ ଡବଲ୍ସ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏଥିସହ ତାଙ୍କ ନିକଟରେ ଶେଷ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ସମ୍ଭାବନା ସୃଷ୍ଟି ହୋଇଛି । ସାନିଆ ଓ ରୋହନ ବୋପାନ୍ନା ଯୋଡି…

ଆମାଜନ, ଗୁଗଲ ଓ ମାଇକ୍ରୋସଫ୍ଟ ପରେ ଏବେ ୬୦୦ କର୍ମଚାରୀ ଛଟେଇ କରିବ ସ୍ପଟିଫାଏ

ୱାଶିଂଟନ: ବର୍ତ୍ତମାନ କର୍ମଚାରୀ ଛଟେଇ ଜାରି ରହିଛି। ଆମାଜନ, ଗୁଗଲ, ମାଇକ୍ରୋସଫ୍ଟ ଭଳି ବଡ଼ ବଡ଼ ଟେକ୍‌ କମ୍ପାନୀ ଛଟେଇ କରୁଛନ୍ତି। ଏବେ ମ୍ୟୁଜିକ୍‌ ଷ୍ଟ୍ରିମିଂ କମ୍ପାନୀ ସ୍ପୋଟିଫାଏ ଟେକ୍ନୋଲୋଜି ଏସ୍‌ଏ ମଧ୍ୟ ଛଟେଇ କରିବା ନେଇ ଘୋଷଣା କରିଛି। କମ୍ପାନୀ ତାର ୬ ପ୍ରତିଶତ କର୍ମଚାରୀ,…

ବର୍ଷକର ଶ୍ରେଷ୍ଠ ଟି୨୦ ଏକାଦଶରେ ଭାରତରୁ ୩

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ ଶ୍ରେଷ୍ଠ ଟି୨୦ ଏକାଦଶ ଚୟନ କରିଛି । ଏଥିରେ ଭାରତର ୩ଜଣ ଖେଳାଳି ସ୍ଥାନ ପାଇଛି । ସେମାନେ ହେଲେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା । ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଓ ପାକିସ୍ତାନରୁ ୨ଜଣ ଲେଖାଁଏ ଖେଳାଳିଙ୍କୁ…

ମୋଟା ନାକ ପତଳା କରିବେ କେମିତି ? ଆପଣାନ୍ତୁ ଏହି ତନୋଟି ଉପାୟ

ମୁହଁ ଭିତରେ ନାକ ସାର । ଆକର୍ଷଣୀୟ ନାକ ଆଖି ଟାଣିନିଏ । ଆପଣ ନିଜ ଅସୁନ୍ଦର ମୋଟା ନାକକୁ ନେଇ ଚିନ୍ତିତ କି ?   ମୋଟା ନାକ ପାଇଁ ଚିନ୍ତା କରନ୍ତୁନି । କାରଣ ମୋଟା ନାକକୁ ସହଜରେ ପତଳା କରିପାରିବେ । ଏଥିପାଇଁ ଆପଣାନ୍ତୁ ଏହି ଉପାୟ । ମୋଟାନାକକୁ ପତଳା କରିବା ପାଇଁ ୩ଟି ଏକ୍ସରସାଇଜ…

ମନ ଇଚ୍ଛା ହର୍ଣ୍ଣ ବଜାଇଲେ ଦେବେ ୧୦ ହଜାର ଟଙ୍କା ଜରିମାନା

ନୋଏଡ଼ା: ଗାଡ଼ି ଚଳାଇବା ବେଳେ ମନଇଚ୍ଛା ହର୍ଣ୍ଣ ବଜାଇଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ । ଏଭଳି ନିଷ୍ପତ୍ତି ନେଇଛନ୍ତି ନୋଏଡ଼ା କର୍ତ୍ତୃପକ୍ଷ । ନୋଏଡ଼ାର କିଛି ସ୍ଥାନକୁ ସାଇଲେଣ୍ଟ ଜୋନ୍ ଭାବେ ଚିହ୍ନଟ କରାଯିବ । ଆଉ ଉକ୍ତ ସାଇଲେନ୍ସ ଜୋନରେ ମନ ଇଚ୍ଛା ହର୍ଣ୍ଣ ମାରିବା ବେଳେ ଧରା…

ପିଏମ୍ ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରିକୁ ଭୟଙ୍କର ତ୍ରୁଟି କହି ତଦନ୍ତ ପାଇଁ ବ୍ରିଟେନ୍‌ରେ ପିଟିସନ ଦାଖଲ

ଲଣ୍ଡନ: ଗୁଜୁରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ତିଆରି କରିଥିବା ଡକ୍ୟୁମେଣ୍ଟାରି ଉପରେ ଏବେ ବ୍ରିଟେନ୍‌ରେ ଏକ ପିଟିସନ ଦାଖଲ ହୋଇଛି। ଅନ୍‌ଲାଇନ୍‌ ପିଟିସନ ଦାଖଲ କରାଯାଇ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବେ ବିବିସି  ରିପୋର୍ଟିଂର ନିରେପକ୍ଷତାକୁ ଯାଞ୍ଚ କରିବାକୁ…