Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱରରେ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଜଗାର ମେଳାର ତୃତୀୟ ସଂସ୍କରଣର ଶୁଭାରମ୍ଭ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୧୨୮ ଜଣ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ନିଯୁକ୍ତି…

ତେଜୁଛି ବାବୁ-ନେତା କଳି, ବୁକ୍ ସର୍କୁଲାର ୪୭ ଉଲ୍ଲଂଘନ କରୁଛନ୍ତି ପ୍ରଶାସନିକ ଅଧିକାରୀ?

ଭୁବନେଶ୍ୱର: ମାସକ ଭିତରେ ବଲାଙ୍ଗୀରରେ ଦେଖିବାକୁ ମିଳିଛି ବାବୁ-ନେତାଙ୍କ କଳି। ନୂଆବର୍ଷ ଆରମ୍ଭରୁ ତିନି ନିର୍ବାଚିତ ପ୍ରତିନିଧି ଏବଂ ବାବୁଙ୍କ କଳିକୁ ନେଇ ଏବେ ପୁଣିଥରେ ଉଷ୍ମ ହୋଇଛି ରାଜ୍ୟରେ ବାବୁ-ନେତା କଳି। ପ୍ରଥମେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ବଲାଙ୍ଗୀର…

ଓଡ଼ିଶାର ଚାଷୀଙ୍କ ଉପରେ କେସିଆରଙ୍କ ନଜର

ଭୁବନେଶ୍ୱର: ଭାରତ ରାଷ୍ଚ୍ର ସମିତି (ବିଆରଏସ) ଓଡ଼ିଶାରେ ପ୍ରବେଶ କରିବା ନେଇ ଜୋରଦାର ପ୍ରସ୍ତୁତି ଚଳାଇଛି। ଦକ୍ଷିଣ ଓଡ଼ିଶାର ନେତାଙ୍କୁ ବିଆରଏସ ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଭେଟିବା ପରେ ଏବେ ସାମ୍ନାକୁ ଆସିଛି ଆଉ ରାଜ୍ୟରେ ନବ ନିର୍ମାଣ ସଂଗଠନର ବିଆରଏସ ଲିଙ୍କ୍। ଆଉ…

ଆବାସ ଯୋଜନାରେ ରାଜ୍ୟର ଦାବି ମୁତାବକ ଅଧିକ ଘର ଦେଇଛି କେନ୍ଦ୍ର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକାଶ ପାଇଥିବା ଯୋଗ୍ୟ ହିତିଧିକାରୀ ତାଲିକା ଏବଂ ବଢୁଥିବା ଅସନ୍ତୁଷ୍ଟଙ୍କ ନେଇ ଚେତାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ କହିଛନ୍ତି, ଆବସ ଯୋଜନାରେ ପୂର୍ବ ଅପେକ୍ଷା ଅଧିକ ଘର ଏବଂ ଟଙ୍କା ଦେଇଛନ୍ତି କେନ୍ଦ୍ର ସରକାର। ତେଣୁ…

ବ୍ଲକ ଅଧ୍ୟକ୍ଷାଙ୍କ ଭଣଜାକୁ ଖଣ୍ଡାରେ ହାଣି ହତ୍ୟା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ଭଣଜାକୁ ଛକ ମଝିରେ ନିର୍ମମ ଭାବେ ହତ୍ୟା କରାଯାଇଛି । ସେ ହେଲେ ବ୍ଳକ ଅଧ୍ୟକ୍ଷା ରେଣୁ ଗୌଡ଼ଙ୍କ ଭଣଜା ପଙ୍କଜ ଗୌଡ଼ । ଶୁକ୍ରବାର ସନ୍ଧ୍ୟାରେ ପଙ୍କଜ ତାଙ୍କ ଭାଇ ବିରଞ୍ôଚଙ୍କ ସହ ବେଗୁନିଆପଡ଼ାରୁ ତାଙ୍କ ଘର ଭାବିନିପୁରକୁ ଫେରୁଥିଲେ ।…

ମୋଦୀଙ୍କ ଉପରେ ବିବିସି ରିପୋର୍ଟ: ଗଭୀର ଗବେଷଣା କରି ରିପୋର୍ଟ କରିଛୁ ବୋଲି କହିଲା ମିଡିଆ ହାଉସ୍

ନୂଆଦିଲ୍ଲୀ: ୨୦୦୨ ମସିହା ଗୁଜୁରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି କରିଥିବା ଏକ ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ଦେଖାଦେଇଛି। ବ୍ରିଟେନ୍‌ ସଂସଦରେ ମଧ୍ୟ ଏହାକୁ ଉଦ୍ଦେଶ୍ୟପ୍ରଣୋଦିତ ରିପୋର୍ଟ କହି ନିନ୍ଦା କରାଯିବ ସହ ଭାରତରେ ମଧ୍ୟ ଏହାକୁ କଡ଼ା ନିନ୍ଦା…

ରେସଲରଙ୍କ ଅଭିଯୋଗର ତଦନ୍ତ ପାଇଁ ଆଇଓଏ ଗଠନ କଲା ୭ଜଣିଆ କମିଟି

ନୂଆଦିଲ୍ଲୀ: ରେସଲର ଓ ଡବ୍ଲ୍ୟୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । କ୍ରୀଡା ମନ୍ତ୍ରୀଙ୍କ ବାସଭବନରେ ରେସଲର, ମନ୍ତ୍ରୀ ଓ ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରୀ ରହିଛି । ଇତି ମଧ୍ୟରେ ରେସଲର କରିଥିବା ଯେନ…

ଏଲଏସିରେ ମୁତୟନ ଚୀନ ସୈନିକଙ୍କ ସହ କଥା ହୋଇ ଯୁଦ୍ଧ ପ୍ରସ୍ତୁତିର ସମୀକ୍ଷା କଲେ ଜିନପିଙ୍ଗ

ନୂଆଦିଲ୍ଲୀ: ଲଦାଖ ଏଲଏସିରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଥମୁନି । ସେପଟେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯୁଦ୍ଧ ପ୍ରସ୍ତୁତି ନେଇ ସୈନିକଙ୍କ ସହ ଆଲୋଚନା କରିଛନ୍ତି । ଶୁକ୍ରବାର ଚୀନର ସରକାରୀ ଗଣମାଧ୍ୟମ ଏ ସୂଚନା ଦେଇଛି । ପିଏଲଏ ମୁଖ୍ୟାଳୟରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ…

ଦୁନିଆ ଦେଖିଲା ଇସ୍ରାଏଲର ମାରାତ୍ମକ ମିସାଇଲ

ତେଲ ଅବୀବ: ଇସ୍ରାଏଲରର ସରକାରୀ କମ୍ପାନୀ ଇସ୍ରାଏଲ ଏରୋସ୍ପେସ ଇଣ୍ଡଷ୍ଟ୍ରିଜ ଦୁନିଆକୁ ଏହାର ନୂତନ ମାରାତ୍ମକ ମିସାଇଲକୁ ଦେଖାଇଛି । ଏକ୍ସ ଆକୃତିର ଏହି ମିସାଇଲକୁ ଜଣେ ସେନା ଏକୁଟିଆ ନେଇପାରିବ । ଇସ୍ରାଏଲର ଦ୍ୱାରା ପ୍ରସ୍ତୁତ ଏହି ମିସାଇଲ ଖୁବ ଶୀଘ୍ର ଆମେରିକାକୁ ପ୍ରଦାନ କରାଯିବ । ଡ୍ରୋନ…

ହକି ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ହରାଇ ତୃତୀୟ ଟିମ ଭାବେ କ୍ୱାର୍ଟରରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ରାଉରକେଲା: ଚଳିତ ହକି ବିଶ୍ୱକପରେ ଶୁକ୍ରବାର ଅଷ୍ଟ୍ରେଲିଆ ତୃତୀୟ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ୯-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । କ୍ୱାର୍ଟରରେ କଙ୍ଗାରୁ ଟିମ ମାଲେସିଆ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତାକୁ ଭେଟିବ । ବ୍ଲାକ ଗୋଭର୍ସ…