Latest Odisha News

BREAKING NEWS

Browsing Category

ଫିଚର

ସାଣ୍ଡଓ୍ବିଚ୍‌ର ମୂଲ୍ୟ ୧୪ ହଜାର ଟଙ୍କା

ନୂଆଦିଲ୍ଲୀ: ଆପଣମାନେ ଜାଣିଥିବେ ସାଧାରଣତଃ ଲୋକଙ୍କର ଭିନ୍ନ ଭିନ୍ନ ପସନ୍ଦ ଥାଏ । କାହାକୁ ଫାଷ୍ଟଫୁଡ ପସନ୍ଦ ଥାଏ ତ ଆଉ କାହାକୁ ବିଭିନ୍ନ ଖାଦ୍ୟ ପସନ୍ଦ । ସେଥିମଧ୍ୟରୁ ଅନେକ ଲୋକ ସାଣ୍ଡଓ୍ବିଚ୍‌ ଖାଇବାକୁ ପସନ୍ଦ କରନ୍ତି । ବିଶେଷ କରି ରାସ୍ତା କଡ଼ରେ ମିଳୁଥିବା ସାଣ୍ଡଓ୍ବିଚ୍‌ ସବୁ ଲୋକେ…

ପଥର ମାଡ଼ରେ ବେହାଲ ହେଲାଣି ବନ୍ଦେ ଭାରତ ଏକ୍ସପ୍ରେସ୍: ପୁଣି ଏହି ରାଜ୍ୟରେ ହେଲା ମାଡ଼

ପଟନା: ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ପୁଣି ପଥର ମାଡ଼। ଏଥର ପଶ୍ଚିମବଙ୍ଗରେ ନୁହେଁ କି ଆନ୍ଧ୍ରପ୍ରଦେଶରେ ନୁହେଁ, ବିହାରରେ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଛି। ଶନିବାର ଗାଡ଼ି ନମ୍ବର ୨୨୩୦୨ କୁ କଟିହାର ଜିଲ୍ଲା ବଳରାମପୁର ଥାନାରେ ଅଧିନରେ ଆସୁଥିବା ସ୍ଥାନରେ ପଥର ମାଡ଼ କରାଯାଇଛି। ଏହି ଘଟଣାରେ…

ପରଜଙ୍ଗରେ ହାତୀ ଆତଙ୍କ : ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ : ଦିନକୁ ଦିନ ବଢି ଚାଲିଛି ହାତୀ ଉପଦ୍ରବ । ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ହାତୀ । ଫଳରେ ଦନ୍ତା ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖାଲପାଳ ଗାଁର ବୃଦ୍ଧ ଅଲେଖ ନାୟକ ଘର ପାଖ ପଡ଼ିଆକୁ ଶୌଚ ହେବାକୁ…

ସନ୍ତାନ ପ୍ରାପ୍ତି ପାଇଁ ମହିଳାଙ୍କୁ ମଣିଷ ହାଡ଼ଗୁଣ୍ଡ ଖାଇବାକୁ ବାଧ୍ୟ କରୁଥିଲେ ଶ୍ୱଶୁର ଘର ଲୋକେ, ୭ ଜଣଙ୍କ ନାଁରେ…

ପୁଣେ: ଆଧୁନିକତାର ଚାକଚକ୍ୟରେ ସଫଳତା ପାଇଁ ମଣିଷ ପୁଣି ହଜୁଛି ଗୁଣିଗାରେଡ଼ିର ଅନ୍ଧାର ଗଳିରେ। ଭାଗ୍ୟ ବଦଳାଇବାର ପ୍ରୟାସରେ ବିଜ୍ଞାନ ଯୁଗରେ ମଣିଷ ବାହିରିଛି ତାନ୍ତ୍ରୀକର ସନ୍ଧାନରେ। ତାନ୍ତ୍ରୀକ ତନ୍ତ୍ର ମନ୍ତ୍ର ଦେଇ ବଦଳାଇ ଦେବ ଭାଗ୍ୟ। ଏହି ଆଶାରେ ଶାଶୂଘର ଲୋକେ ବୋହୂକ…

ଆରଏସଏସ ତାଲିବାନ କିନ୍ତୁ ରାହୁଲ ଗାନ୍ଧୀ ଆଦି ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ୨୦୨୪ ନର୍ବାଚନ ଯେତେ ପାଖେଇ ଆସୁଛି, ବିଜେପି-କଂଗ୍ରେସ କାଦୁଅ ଫିଙ୍ଗାପିଙ୍ଗି ବଢି ଚାଲିଛି । ଆରୋପ-ପ୍ରତ୍ୟାରୋପ ବି ବଢିଚାଲିଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଆରଏସଏସକୁ ତାଲିବାନ ସହ ତୁଳନା କରିଥିବାବେଳେ ନାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲା…

ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ଗାଇଡଲାଇନ: ପୂର୍ବାହ୍ନ ସାଢ଼େ ୯ଟା ପୂର୍ବରୁ ଉଡ଼ିବ ଜାତୀୟ ପତାକା

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ଗାଇଡ୍ଲାଇନ । ଜାନୁଆରୀ ୨୬ ତାରିଖ ଦିନ ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଜାତୀୟ ପତାକା ଉଡ଼ିବ। କୋଭିଡ୍‌ ସ୍ଥିତିକୁ ଦେଖି ଭର୍ଚୁଆଲ ନ ହେଲେ ଫିଜିକାଲ ମୋଡ୍‌ରେ ପତାକା ଉତ୍ତୋଳନ କରିବେ ଶିକ୍ଷାନୁଷ୍ଠାନର…

ଆନ୍ଦୋଳନରୁ ଓହରିଲେ, କୁସ୍ତିଯୋଦ୍ଧା ସଂଘ ସଭାପତିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ ହେବ। ଏଥିପାଇଁ ଏକ ୭ ଜଣିଆ କମିଟି ଗଠନ କରାଯାଇଛି। ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଦ୍ୱାରା ଏହି କମିଟି ଗଠନ କରାଯାଇଛି। କମିଟିର ସଦସ୍ୟମାନେ…

ବେଆଇନ ଖଣି ଖନନ ମାମଲା, ବିଜେଡି ବିଧାୟକଙ୍କୁ ଇଡିର ୭ ଘଣ୍ଟା ଜେରା

ଭୁବନେଶ୍ୱର: ବେଆଇନ ଖଣି ଖନନ ମାମଲାରେ ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କୁ ଜେରା। ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ଜେରା କରିଛି। ହେଲେ ଜେରା ବେଳେ ଶାସକ ଦଳର ଏହି ବିଧାୟକ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ବୋଲି ସୂଚନା ରହିଛି। ତେଣୁ ପୁଣିଥରେ ବିଧାୟକ ଇଡି ଜେରାର…

ଯୋଡା ଡାକ୍ତର ଶୁଭଶ୍ରୀ ମୃତ୍ୟୁ ଘଟଣା, ଆସିଲା ଭିସେରା ରିପୋର୍ଟ; ୭ ଜଣଙ୍କ ନାଁରେ ଏତଲା

କେନ୍ଦୁଝର: ଯୋଡା ଡାକ୍ତର ଶୁଭଶ୍ରୀ କର ମାମଲାରେ ନୂଆ ଟ୍ବିଷ୍ଟ। ଝିଅର ମୃତ୍ୟର ୨୦ ଦିନ ପରେ ଯୋଡା ଥାନାରେ ଏତଲା ଦେଲେ ମୃତକଙ୍କ ବାପା। ମୋଟ୍ ୭ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶୁଭଶ୍ରୀଙ୍କ ବାପା। ସେହିପରି ପୋଲିସ ହାତରେ ଲାଗିଛି ଶୁଭଶ୍ରୀଙ୍କ ଭିସୋରେ ରିପୋର୍ଟ। ଯେଉଁଥିରେ ଅତ୍ୟଧିକ…

ଓଡ଼ିଶାର ପର୍ଯ୍ୟଟନକୁ ବିଶ୍ବସ୍ତରୀୟ କରିବାକୁ ସରକାର ପ୍ରୟାସ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପର୍ଯ୍ୟଟନର ହଟସ୍ପଟ ବା କେନ୍ଦ୍ର ହେବ ଓଡ଼ିଶା। ସାରା ବିଶ୍ୱରୁ କିଭଳି ଲୋକମାନେ ପର୍ଯ୍ୟଟନ ପାଇଁ ଓଡ଼ିଶା ଆସିବେ ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରୁଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଏପରି କରି ରାଜ୍ୟ ସରକାର ପୁଞ୍ଜି ନିବେଶ ଉପରେ…