Latest Odisha News

BREAKING NEWS

Browsing Category

ଫିଚର

ପର ହୋଇଗଲେ ପରୀ ରାଇଜର ପରୀ, ଏବେ ଖାଲି କଳି ଆଉ କଳି…

ଭୁବନେଶ୍ୱର: ଓଲିଉଡର ଦାମ୍ପତ୍ୟ ଝଡ । ଉଜୁଡି ଯାଉଛି ସ୍ୱାମୀ-ସ୍ତ୍ରୀ ସମ୍ପର୍କ । ଗୋଟିଏ ପରେ ଗୋଟିଏ ପାରିବାରିକ ବିବାଦକୁ ନେଇ ଓଲିଉଡ ଏବେ ପଡୁଛି ଉଠୁଛି । ପ୍ରଥମେ ବର୍ଷା-ଅନୁଭବ ସମ୍ପର୍କ । ଏହା ପରେ ବାବୁଶାନ-ତୃପ୍ତି । ଆଉ ଏବେ ହ୍ୟୁମାନ ସାଗର ଏବଂ ଶ୍ରୀୟା । ଅବଶ୍ୟ ବାବୁଶାନ-ତୃପ୍ତି…

ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗୁଛି ଶାହରୁଖଙ୍କ ‘ପଠାନ’

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହରୁଖଙ୍କ ଜଲୱା ପୁଣି ଥରେ ଦେଖିବାକୁ ମିଳିଛି । ୪ ବର୍ଷ ପରେ ଶାହରୁଖ ବିଗ୍ ସ୍କ୍ରିନକୁ ଫେରୁଥିବା ବେଳେ ନୂଆ ରେକର୍ଡ ସୃଷ୍ଟି କରିଛି ଫିଲ୍ମ ‘ପଠାନ’ । ଶାହରୁଖ ଫିଲ୍ମ ‘ପଠାନ’ ଆସନ୍ତା ୨୫ ତାରିଖରେ ରିଲିଜ୍ ହେବ । ଯେଉଁଥି ପାଇଁ ଅନଲାଇନ୍ ଟିକେଟ୍ ବୁକିଂ…

ଗଣତନ୍ତ୍ର ଦିବସରେ କିଏ, କେଉଁଠି କରିବେ ତ୍ରିରଙ୍ଗା ଉତ୍ତୋଳନ ?

ଭୁବନେଶ୍ୱର: ୭୪ତମ ସାଧାରଣତନ୍ତ୍ର ଦିବସରେ କିଏ, କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠା ପ୍ରକାଶ ପାଇଛି । ୨୦ଟି ସ୍ଥାନରେ ମନ୍ତ୍ରୀ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ୨ଟି ସ୍ଥାନରେ ଆରଡିସି ଏବଂ ୧୦ଟି ସ୍ଥାନରେ ଜିଲ୍ଲାପାଳ ତ୍ରିରଙ୍ଗା ଉତ୍ତୋଳନ…

CRPF ଯବାନଙ୍କ ପାଇଁ ସୋସିଆଲ୍ ମିଡିଆ ଗାଇଡ୍‌ଲାଇନ୍‌: ବିବାଦୀୟ ପ୍ରସଙ୍ଗ କିମ୍ବା ରାଜନୈତିକ ଟିପ୍ପଣୀ କରିବା ମନା

ନୂଆଦିଲ୍ଲୀ: ସେନା, ପୁଲିସ ଭଳି ଦେଶର ସୁରକ୍ଷା ସହ ଜଡ଼ିତ ଗୁରୁ ଦାୟିତ୍ୱରେ ଥିବା କ୍ରମଚାରୀଙ୍କ ସୋସିଆ ମିଡିଆ ପୋଷ୍ଟକୁ ନେଇ ଆଜିକାଲି ଅନେକ ଚର୍ଚ୍ଚା ସମାଲୋଚନା ହେଉଛି। ତେଣୁ ଏଥରେ ଅଂକୁଶ ଲଗାଇବା ପାଇଁ ସେନା କର୍ମଚାରୀଙ୍କ ପାଇଁ ସୋସିଆଲ୍ ମିଡିଆ ଗାଇଡ୍‌ଲାଇନ ଜାରି ହୋଇଛି।…

ମୁଁ ଶ୍ରୀୟାକୁ ବହୁତ ଭଲ ପାଏ, ସବୁ ସମ୍ପତ୍ତି ତା ନାଁରେ କରିଦେଇଛି

ଭୁବନେଶ୍ୱର: ଓଲିଉଡ଼ ପିଛା ଛାଡ଼ୁନି ବିବାଦ  ।   ପୂର୍ବରୁ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ପରେ ବାବୁଶାନ ଏବଂ ଏବେ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ହାଟରେ ପଡି ଦାଣ୍ଡରେ ଗଡ଼ିଲାଣି  । ଏହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ଗଲା ତିନି ଦିନ ତଳେ ମହିଳା ଥାନାରେ…

ଜାତି ଆଧାରରେ ଜନଗଣନା ବିରୋଧୀ ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିହାରରେ ଜାତି ଆଧାରରେ ଜନଗଣନା ବିରୋଧରେ ହୋଇଥିବା ଆବେଦନ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ। ଏ ବିଷୟରେ କୌଣସି ରାୟ ଶୁଣାଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ରାଜ୍ୟରେ ଜାତି ଆଧାରରରେ ଜନଗଣନା କରିବାକୁ ଚାହୁଁଛନ୍ତି। ଏହାକୁ…

୪୦ ବର୍ଷର ସ୍ୱପ୍ନ ପୂରଣ ହେଲା, ୮୮ ବର୍ଷରେ ଜିତିଲେ ୫ କାେଟିର ଲଟେରି

ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି । ବୋଧହୁଏ ଦେବାବେଳେ ଭଗବାନ ଭାବନ୍ତିନି କାହାର କେତେ ଦୂରକାର ।  ନ ହେଲେ ୮୮ ବର୍ଷ ବୟସ୍କଙ୍କ ଭାଗ୍ୟରେ ଅଜାଡି ଦେଇଥାନ୍ତେ ଏତେ ଧନ ! ୮୮ ବର୍ଷର ବୃଦ୍ଧ ଜିତିଲେ ୫ କୋଟିର ଲଟେରୀ । ଭାଗ୍ୟ ବଦଳିଗଲା । ଗାଁର ମହନ୍ତ ପାଲଟିଗଲେ କୋଟିପତି…

ଇ-ମେଲ୍ ଦେଇ ୩୮୦ କର୍ମଚାରୀ ଛଟେଇ କଲା ସ୍ୱିଗୀ: ଚାକିରିରୁ ବିଦା କରି କହିଲା ସରି

ବେଙ୍ଗାଲୁରୁ: ଅନ୍‌ଲାଇନ ଖାଦ୍ୟ ଯୋଗାଣ କମ୍ପାନୀ ସ୍ୱିଗୀ ଭାରତରେ କର୍ମଚାରି ଛଟେଇ ଆରମ୍ଭ କରିଛି। ୩୮୦ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ। ମେଲ୍ ଦେଇ ଛଟେଇ କର୍ମାଚାରୀଙ୍କୁ ଛଟେଇ କରିବା ସହ ଏପରି ସ୍ଥିତି ପାଇଁ କ୍ଷମା ମାଗିନେଇଛି। ଚାକିରି ଛଟେଇର ଅନେକ କାରଣ ଦର୍ଶାଇଛନ୍ତି ସ୍ୱିଗୀ…

ଶ୍ରୀ ମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇଥିବା ଅନିମେଶଙ୍କୁ କୋର୍ଟ ଚାଲାଣ କରିବ ପୋଲିସ

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲା । ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି। ସିଟି ଡିଏସ୍‌ପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଅନିମେଶଙ୍କୁ ଗିରଫ କରାଯାଇଥିଲା। ଫଳରେ ଗତ ୧୮ ତାରିଖ ଦିନ ଅନିମେଶ…

ମାଡ଼ି ଆସୁଥିଲା ଲୌହ ଦାନବ, ଟ୍ରେନ ଆଡ଼କୁ ମୁହାଁଉଥିଲେ ବାବା..

ବଲାଙ୍ଗିର:ମାଡି ଆସୁଥିଲା ଲୌହ ଦାନବ । ହଠାତ ଜଣେ ଗରୁଆ ବସ୍ତ୍ରଧାରୀ ବାବା ଚାଲିଥାନ୍ତି ଟ୍ରେନ ଆଡକୁ । ସମସ୍ତେ ଭାବୁଥାନ୍ତି, ଏ ବାବା କୁଆଡେ ଯାଉଛନ୍ତି ? ଏଠି ତ ଟ୍ରେନ ଅଟକିବ ନାହିଁ । ପୁରା ପାଖାପାଖି ବାବା ଆଉ ଟ୍ରେନ.. । କେହି କିଛି ବୁଝିବା ଆଗରୁ ଘଟିଲା ଚମକେଇ ଦେବା ପରି ଘଟଣା ।…