Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀ ମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇଥିବା ଅନିମେଶଙ୍କୁ କୋର୍ଟ ଚାଲାଣ କରିବ ପୋଲିସ

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲା । ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି। ସିଟି ଡିଏସ୍‌ପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଅନିମେଶଙ୍କୁ ଗିରଫ କରାଯାଇଥିଲା। ଫଳରେ ଗତ ୧୮ ତାରିଖ ଦିନ ଅନିମେଶ…

ମାଡ଼ି ଆସୁଥିଲା ଲୌହ ଦାନବ, ଟ୍ରେନ ଆଡ଼କୁ ମୁହାଁଉଥିଲେ ବାବା..

ବଲାଙ୍ଗିର:ମାଡି ଆସୁଥିଲା ଲୌହ ଦାନବ । ହଠାତ ଜଣେ ଗରୁଆ ବସ୍ତ୍ରଧାରୀ ବାବା ଚାଲିଥାନ୍ତି ଟ୍ରେନ ଆଡକୁ । ସମସ୍ତେ ଭାବୁଥାନ୍ତି, ଏ ବାବା କୁଆଡେ ଯାଉଛନ୍ତି ? ଏଠି ତ ଟ୍ରେନ ଅଟକିବ ନାହିଁ । ପୁରା ପାଖାପାଖି ବାବା ଆଉ ଟ୍ରେନ.. । କେହି କିଛି ବୁଝିବା ଆଗରୁ ଘଟିଲା ଚମକେଇ ଦେବା ପରି ଘଟଣା ।…

ଦକ୍ଷିଣ କୋରିଆର ବସ୍ତିନଗରୀରେ ଭୟାବହ ଅଗ୍ନିକାଣ୍ଡ

ବ୍ୟୁରୋ: ଦକ୍ଷିଣ କୋରିଆର ରାଜଧାନୀ ସିଓଲ୍‌ ସ୍ଥିତ ଏକ ବସ୍ତି ନଗରୀରେ ଭୟଙ୍କର ଅଗ୍ନିକାଣ୍ଡ । ଯାହା ଫଳରେ ପ୍ରାୟ ୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା କଥା ଅଗ୍ନିଶମ ବିଭାଗ କର୍ତ୍ତୃପକ୍ଷମାନେ କହିଛନ୍ତି। ତେବେ ସୂଚନା ଅନୁଯାୟୀ, ୬୬୦ରୁ ଅଧିକ ପରିବାର ବସବାସ କରୁଥିବା ଦକ୍ଷିଣାଞ୍ଚଳ…

WFI ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ନିର୍ଯାତନା ଆଣିଲେ ଆଉ ଜଣେ ରେସଲର

ନୂଆଦିଲ୍ଲୀ: ବିନେଶ ଫୋଗାଟଙ୍କ ପରେ ଏବେ ଅଂଶୁ ମଲିକ ବି ଭାରତୀୟ କୁସ୍ତି ସଂଘ (WFI)ର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜୟୀନି ଅଂଶୁ ମଲିକ କହିଛନ୍ତି ଯେ ବ୍ରିଜ ଭୂଷଣ ଯେତେବେଳେ ବି କ୍ୟାମ୍ପସ୍ କିମ୍ବା…

ରାଜ୍ୟରେ କୁହୁଡ଼ିର ଆସ୍ତରଣ; ସାମୁଦ୍ରିକ ବାୟୁ ପ୍ରବାହରେ ବୃଦ୍ଧି ଯୋଗୁ କମିବ ଶୀତ

ଭୁବନେଶ୍ୱର: ଗୁରୁଚାପ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଜାରି ରହିବ। ତେବେ ସାମୁଦ୍ରିକ ବାୟୁ ପ୍ରବାହ ବଢ଼ିଥିବାରୁ ଆଗାମୀ କିଛି ଦିନ ରାଜ୍ୟର ବିଶେଷ ଶୀତ ଅନୁଭତ ହେବ ନାହିଁ। ତାପମାତ୍ରା ବେଶି କମିବ ନାହିଁ। ଆଗାମି ୪ଦିନ ପର୍ଯ୍ୟନ୍ତ ଏମିତି ସ୍ଥିତି ଜାରି ରହିବ ବୋଲି…

ଯୋରନ୍ଦା ମେଳା ପାଇଁ ଖୋଲିଲା ବାଟ

ଢେଙ୍କାନଳ : ଯୋରନ୍ଦା ମହିମା ଗାଦିରେ ତୃତୀୟ ବେଢ଼ା ଉଚ୍ଛେଦ ପରେ ମହିମା ସମାଜର ଦୁଇଗୋଷ୍ଠୀ ସାଧୁ ସମାଜଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। କୌପୀନଧାରୀ ମହିମା ସମାଜ ଓ ବଳ୍କଳଧାରୀ ସମାଜ ମଧ୍ୟରେ ବିବାଦ ଯୋଗୁଁ ଯୋରନ୍ଦା ମେଳା ଠିକ୍‌ଭାବେ ପାଳନ ହେବକି ନାହିଁ ଯେଉଁ ଆଶଙ୍କା…

ଲାଡେନକୁ କେବେ ବି ଭେଟି ନାହିଁ; ଅଲ୍‌କାଏଦା ସହ ଲିଙ୍କ୍‌କୁ ଅସ୍ୱୀକାର କଲା ବିଶ୍ୱ ଆତଙ୍କବାଦୀ ମକ୍କି

ନୂଆଦିଲ୍ଲୀ: ବିଶ୍ୱ ଆତଙ୍କବାଦୀ ଘୋଷଣା ହୋଇଥିବା ଲସ୍କର ତୋଇବା ଆତଙ୍କବାଦୀ ଅବଦୁଲ ରେହମାନ ମକ୍କି ନିଜକୁ ଅଲ୍‌କାଏଦା ଓ ଇସ୍ଲାମିକ୍ ଷ୍ଟେଟ୍ ଠାରୁ ଦୂରେଇ ରଖିଛି। ଏହି ଦୁଇ ଆତଙ୍କବାଦୀ ସଂଗଠନ ସହ ତାର କୌଣସି ସମ୍ପର୍କ ନାହିଁ ବୋଲି ମକ୍କି କହିଛି।  ଏକ ଭିଡିଓ ଜାରି କରି ଏପରି କହିଛି…

ଆନ୍ଦୋଳନରତ ରେସଲରଙ୍କୁ ଭେଟିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଦେଶ ଲାଗି ଗର୍ବ ଆଣିଥିବା କୁସ୍ତିଯୋଦ୍ଧା ନ୍ୟାୟ ଲାଗି ଦିଲ୍ଲୀ ଜନ୍ତରମନ୍ତରରେ ଧାରଣା ଦେବା ପରେ ସାରା ଦେଶରେ ସୃଷ୍ଟି ହୋଇଛି ପ୍ରତିକ୍ରିୟା । ରେସଲରଙ୍କୁ ଭେଟିଛନ୍ତି ଅନୁରାଗ ଠାକୁର । ମି-ଠୁ ଅଭିଯୋଗ ଅତି ସାଂଘାତିକ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ । ଇସ୍ତଫା…

ଅତ୍ୟଧିକ ମାତ୍ରାରେ କେଶ ଝଡ଼ୁଥିଲେ ଖାଆନ୍ତୁ….

ବର୍ତ୍ତମାନ କେଶ ଝଡିବା ସଭିଁଙ୍କ ପାଇଁ ଚିନ୍ତାର କାରଣ। କେଶକୁ ସଠିକ ପୋଷଣ ପ୍ରଦାନ କରିବା ପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବା ନିତାନ୍ତ ଜରୁରୀ। ତେବେ ଏଭଳି କିଛି ଖାଦ୍ୟ ରହିଛି, ଯାହାକୁ କେଶର ସୁପରଫୁଡ ବୋଲି କୁହାଯାଏ।ଯାହାକୁ ଖାଇବା ଦ୍ୱାରା କେଶ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ  ।…

ଆଇସିସିର ୨୦ କୋଟି ଚୁନା ଲଗାଇଲା ‘ଜମତାରା’!

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହାଯାଏ ଅନ୍ ଲାଇନ ଠକେଇର ଶିକାର ସେହିମାନେ ହୁଅନ୍ତି ଯେଉଁମାନେ କମ୍ ନିରକ୍ଷର ବା ଆଧୁନିକତାର ସହିତ ତାଳ ନଦେଇ ଚାଲନ୍ତି। ଅନଲାଇନ୍ ଠକେଇ ସମସ୍ୟା ଏବେ ସମଗ୍ର ବିଶ୍ୱ ପାଇଁ ବଡ ବିପଦ ପାଲଟିଛି। ସାଧାରଣ ଲୋକ ସ୍ମାର୍ଟ ସାଇବର ଲୁଟେରାଙ୍କ ଜାଲରେ ଫସି ନିଜର କଷ୍ଟ…