Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରେ ଅସୁରକ୍ଷିତ ବାଘ, ହାତୀ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଭୟାରଣ୍ୟ ଜୀବ ଜନ୍ତୁଙ୍କୁ ସୁରକ୍ଷିତ ରଖିବାର ସ୍ଥାନ। ହେଲେ କିଛି ବର୍ଷ ହେବ ଓଡ଼ିଶାରେ ଅଭୟାରଣ୍ୟରେ ରହୁଥିବା ଜୀବ ଜନ୍ତୁ ମାନେ ଯେପରି ଅସ୍ତବ୍ୟସ୍ତ ହୋଇପଡିଛନ୍ତି ଭଳି ମନେ ହେଉଛି । କେବେ ଦୁର୍ଘଟଣାରେ ତ ଆଉ କେବେ ମନୁଷ୍ୟକୃତ କାରଣ ଯୋଗୁଁ ବାଘ, ହାତୀ, ଭାଲୁ,…

ବିଚାରପତି ନିଯୁକ୍ତି: ସୁପ୍ରିମକୋର୍ଟ କଲେଜିୟମର ଐତିହାସିକ ପଦକ୍ଷେପ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ପ୍ରଥମ ଥର ପାଇଁ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତିକୁ ନେଇ କଲେଜିୟମ୍ ର’ ଏବଂ ଗୁଇନ୍ଦା ରିପୋର୍ଟକୁ ମଧ୍ୟ ସାର୍ବଜନୀନ କରିଛନ୍ତି। ଏହା ସହିତ କେନ୍ଦ୍ର ଯେଉଁ ସବୁ ଆପତ୍ତି ଉଠାଇଥିଲା ତାର ସବିଶେଷ ଉତ୍ତର ଦେଇଛନ୍ତି…

ସମଲିଙ୍ଗୀ ଓକିଲ ସୌରଭ କ୍ରିପାଲ ହାଇକୋର୍ଟ ବିଚାରପତି ହେବା ଉଚିତ: କଲେଜିୟମ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବରେ ସୌରଭ କ୍ରିପାଲଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ କଲେଜିୟମ ପୁଣିଥରେ ଦୋହରାଇଛନ୍ତି। ପୂର୍ବରୁ ଏହି ଓକିଲଙ୍କୁ ନେଇ କେନ୍ଦ୍ର ସରକାର ଆପତ୍ତି ଉଠାଇଥିଲେ। ଏହାପରେ ବି କଲେଜିୟମ ନିଜ ନିଷ୍ପତ୍ତିରେ ଅଟଳ ଦର୍ଶାଇଛି। ସୌରଭ କ୍ରିପାଲ ଜଣେ…

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଦେବେ ଓକିଲାତି ପରୀକ୍ଷା

ଭୁବନେଶ୍ୱର: ଓଡିଶାର ରାଜନୈତିକ କରିଡରକୁ ଦୋହଲାଇ ଦେଇଥିବା ହନିଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଦେବେ ଓକିଲାତି ପରୀକ୍ଷା। ଏଥିପାଇଁ ଭୁବନେଶ୍ୱର ଜେଏମଏଫସି କୋର୍ଟ ଅନୁମତି ଦେଇଥିବା ସୂଚନା ରହିଛି । ସୂଚନା ମୁତାବକ, ଖୁବ୍ ଶୀଘ୍ର ସେ ତାଙ୍କର ଇଣ୍ଟିଗ୍ରେଟେଡ୍ ଲ' ପ୍ରୋଗ୍ରାମ…

ଆବାସ ଯୋଜନାରେ ଅଯବ ମାପଦଣ୍ଡକୁ ନେଇ ଉଠିଲା ପ୍ରଶ୍ନ, ବିଜେପି କହିଲା ତୃଣମୂଳ ସ୍ତରରେ ଘେରିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାଁ ଏବେ ପଞ୍ଜାୟତ ଅଫିସରେ ଝୁଲୁଛି । ଅନେକ ସ୍ଥାନରେ ଝାଟିମାଟି ଘର ଭିତରେ ରହୁଥିବା ଲୋକ ଭୋଟ୍ ଦେଇ ଘର ଖଣ୍ଡିଏ ପାଇଁ ଯେଉଁ ଆଶା ରଖିଥିଲା ତାହା ସଫଳ ନହେବା ପରେ ଏବେ ଅସନ୍ତୋଷ ଝାଡିବା ଆରମ୍ଭ କରିଛି । ଆଉ କେଉଁଠି…

ବିଶ୍ୱର ଦ୍ରୁତତମ ଧାବକ ବୋଲ୍ଟଙ୍କ ଆକାଂଉଟରୁ ଗାଏବ ହୋଇଗଲା ୯୮ କୋଟି ଟଙ୍କା

ନୂଆଦିଲ୍ଲୀ: ବିଶ୍ୱର ଦ୍ରୁତତମ ଧାବକ ଜାମାଇକାର ଉସେନ ବୋଲ୍ଟଙ୍କ ଆକାଂଉଟରୁ ୯୮ କୋଟି ଟଙ୍କା ଗାଏବ ହୋଇଯାଇଛି । ତାଙ୍କ ଅର୍ଥ ଜାମାଇକା ଷ୍ଟକ୍ସ ଆଣ୍ଡ ସିକ୍ୟୁରିଟିଜ ଲିମିଟେଡ କମ୍ପାନୀରେ ଲଗା ଯାଇଥିଲା । ବୋଲ୍ଟଙ୍କ ଓକିଲ ଗାର୍ଡେନଙ୍କ ଅନୁସାରେ ବୋଲ ଠକାମୀର ଶୀକାର ହୋଇଛନ୍ତି । ଏଥିଯୋଗୁ…

୪-୨ ଗୋଲରେ ୱେଲ୍ସକୁ ହରାଇଲା ଭାରତ, କ୍ରସ୍ ଓଭରରେ ନ୍ୟୁଜିଲାଣ୍ଡ ସହ ମୁକାବିଲା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ୱାଲେ ବିପକ୍ଷ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଏଥିସହ କ୍ରସ୍ ଓଭରରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ଆଜିର ଚିତ୍ତାକର୍ଷକ ମ୍ୟାଚରେ ୪-୨ ଗୋଲରେ ଭାରତ ବିଜୟୀ ହୋଇଛି । ଦଳ ପକ୍ଷରୁ ଆକାଶଦୀପ ସିଂ ୨ଟି ଗୋଲ୍ ଦେଇଥିବା ବେଳେ ଶମଶେର ସିଂ ଓ ହରମନପ୍ରୀତ ସିଂ…

ସାଧାରଣ ବଣ୍ଟନ କେନ୍ଦ୍ରରେ ବିଜେପି ଲଗାଇବ ପ୍ରଧାନମନ୍ତ୍ରୀଙ୍କ ଫଟୋ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଏକ ପ୍ରକାର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ତେଣୁ ଯୋଜନାକୁ ନେଇ ଯେପରି ଲୋକଙ୍କ ଭିତରେ ଭ୍ରମ ନରହୁ ସେ ନେଇ ଆରମ୍ଭ ହୋଇଛି ପ୍ରଚାର ରାଜନୀତି। ଏହି କ୍ରମରେ ବିଜେପି ଏବେ ସାଧାରଣ ବଣ୍ଟନ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବାକୁ ସ୍ଥିର…

ଟାଟା ପରିବାରର ବୋହୂ କାନ୍ଧରେ ଟୟୋଟା କମ୍ପାନୀର ଦାୟିତ୍ବ

ନୂଆଦିଲ୍ଲୀ: ଦେଶର ଅନ୍ୟତମ ପ୍ରତିଷ୍ଠିତ ବ୍ୟକ୍ତି ହେଉଛନ୍ତି ଟାଟା ଗ୍ରୁପର ଚେୟାରମ୍ୟାନ ତଥା ଶିଳ୍ପପତି ରତନ ଟାଟା। ଦେଶବାସୀଙ୍କ ପାଇଁ ଟାଟା ନାଁ କହିଲେ ଆଉ କିଛି ବ୍ୟାଖ୍ୟା କରିବାର ଆବଶ୍ୟକତା ନାହଁ। ଲୁଣଠାରୁ ଆରମ୍ଭ କରି କାର ତିଆରି କରେ ରତନ ଟାଟାଙ୍କ ନେତୃତ୍ବାଧୀନ କମ୍ପାନୀ ଟାଟା।…

ହାଇସ୍କୁଲ୍ ପରେ 5T ଅଧିନରେ ବଦଳିବ ଜିଲ୍ଲା ଚିକିତ୍ସାଳୟର ରୂପରେଖ

ଭୁବନେଶ୍ୱର: 5T ଅଧିନରେ ରୂପାନ୍ତରିତ ହେବ ଚିକିତ୍ସାଳୟ । ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରଣ ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ହେବ । ସମସ୍ତ ଜିଲ୍ଲା ଚିକିତ୍ସାଳୟ ସହ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଏବଂ ରାଉରକେଲା ସରକାରୀ ହସ୍ପିଟାଲର ରୂପାନ୍ତରଣ କରାଯିବ । ସ୍ୱାସ୍ଥ୍ୟ ବିଭାଗ…