Latest Odisha News

BREAKING NEWS

Browsing Category

ଫିଚର

ଓବିସି ଜନଗଣନାରେ ବିଳମ୍ବ, ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲା ବିଜେପି

ଭୁବନେଶ୍ୱର: ଓବିସି ଜନଗଣନାରେ ବିଳମ୍ବ ହେଉଥିବା କହି ରାଜ୍ୟ ସରକାରଙ୍କୁ ବିରୋଧୀ ବିଜେପି ଚେତାବନୀ ଦେଇଛି। ଯଦି ରାଜ୍ୟ ସରକାର ତୁରନ୍ତ ଓବିସିଙ୍କର ଜନ ଗଣନା ନକରନ୍ତି ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି। ଓବିସି ସର୍ଭେ କାହିଁକି ହେଉନାହିଁ ବୋଲି ଇତିମଧ୍ୟରେ ଓବିସି…

ହକି ବିଶ୍ୱକପ: ନେଦରଲାଣ୍ଡର ବିଶ୍ୱରେକର୍ଡ

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପରେ ଗୁରୁବାର ନେଦରଲାଣ୍ଡ ଟିମ ବିଶ୍ୱରେକର୍ଡ କରିଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ନେଦରଲାଣ୍ଡ ୧୪-୦ ଗୋଲରେ ଚିଲିକୁ ପରାସ୍ତ କରିଛି । ଏହା ବିଶ୍ୱକପ ଟୁର୍ଣ୍ଣାମେଂଟ ଇତିହାସର ସବୁଠାରୁ ବୃହତ ବିଜୟ । ଏହା ପୂର୍ବରୁ ଏହି ରେକର୍ଡ…

ମୋଦୀଙ୍କୁ ନେଇ ବିବିସିର ଡକ୍ୟୁମେଣ୍ଟାରୀ, ବୈଦେଶିକ ମନ୍ତ୍ରାଳୟ କହିଲା ‘ଉଦ୍ଦେଶ୍ୟ ମୂଳକ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଅନ୍ତର୍ଜାତୀୟ ଗଣମାଧ୍ଯମ ସଂସ୍ଥା ବିବିସି ଏକ ଡକ୍ୟୁମେଣ୍ଟାରୀ ସିରିଜ ପ୍ରସାରଣ କରିଛି। “ଭାରତ: ମୋଦୀ ପ୍ରଶ୍ନ” ଶୀର୍ଷକରେ ଦୁଇଟି ଭାଗରେ ଏକ ଡକ୍ୟୁମେଣ୍ଟାରୀ ରିଲିଜ କରିଛି  ବିବିସି। ଏହାକୁ ନେଇ ବିବାଦ ବଢିବା ପରେ ପ୍ରତିକ୍ରିୟା…

ରଣଜୀ ଟ୍ରଫି: ଶୁଭ୍ରାଂଶୁ, ଅନୁରାଗଙ୍କ ଦୃଢ଼ ବ୍ୟାଟିଂ

ମୀରଟ: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ କ୍ରିକେଟରେ ଉତରପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସରେ ପଛୁଆ ଥିବା ଓଡିଶା କିନ୍ତୁ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ କରିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ଗୋଟିଏ ୱିକେଟ ହରାଇ ୧୫୨ ରନ କରିଛି । ଶୁଭ୍ରାଂଶୁ ସେନାପତି ୯୧ ଓ ଅନୁରାଗ ଷଡଙ୍ଗୀ ୫୨…

ଆମେରିକାରେ ହେବ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ !

ନୂଆଦିଲ୍ଲୀ: ଆଇସିସି ତାର ପ୍ରତ୍ୟେକ ବଡ ଟୁର୍ଣ୍ଣାମେଂଟରେ ଭାରତ-ପାକିସ୍ତାନ ମଧ୍ୟରେ ଗୋଟିଏ ମ୍ୟାଚ କରିବା ନେଇ ସର୍ବଦା ବ୍ୟଗ୍ର ରହିଥାଏ । ୨୦୨୪ ଟି୨୦ ବିଶ୍ୱକପରେ ଭାରତ-ପାକ ମଧ୍ୟରେ ପୁନର୍ବାର ମୁକାବିଲା ହେବ । ଏହି ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ମିଳିତ ଭାବେ ଖେଳାଯିବ । ତେବେ…

ରାଜଧାନୀରେ ଚାଞ୍ଚଲ୍ୟ, ପ୍ରେମିକାକୁ ଭିଡିଓ କଲ୍ କରି ଜୀବନ ହାରିଲେ ଯୁବକ

ଭୁବନେଶ୍ୱର: ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା । ଆଜି ଗୋଟିଏ ଦିନରେ ରାଜଧାନୀରେ ୨ ଜଣ ଯୁବକ ଦୁଇଟି ପୃଥକ ମାମଲାରେ ଆତ୍ମହତ୍ୟା କରିଛନ୍ତି । ଗୋଟିଏ ଘଟଣା ଧଉଳି ଥାନା ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି ଘଟିଛି ଲିଙ୍ଗରାଜ ଥାନା ଅଞ୍ଚଳରେ । ଲିଙ୍ଗରାଜ ଥାନା ଅଞ୍ଚଳର ଏକ…

ବିମାନ ବନ୍ଦରରେ ଡାକୋଟା ରହିଲେ ଦେଖିବ କିଏ ?

ପୁରୀ:  ପ୍ରବାଦ ପୁରୁଷ ବିଜୁବାବୁଙ୍କ ବୀରତ୍ୱର  ମୂକସାକ୍ଷୀ ଡାକୋଟା ବିମାନକୁ ନେଇ ପୁଣି ଉଠିିଛି ବିବାଦ । ପ୍ରବାଦ ପୁରୁଷ ବିଜୁବାବୁଙ୍କର ଅନେକ ସ୍ମୃତି ଲୁଚି ରହିଥିବା ଏହି  ଡାକୋଟା ବିମାନ ଭୁବନେଶ୍ୱର ବିମାନବନ୍ଦରରେ କାହିଁକି ରଖାଯାଇଛି ? ଏହାକୁ ସମସ୍ତେ ଦେଖିବା ଉଚିତ । ଧନୀ, ଗରିବ…

ବାହାଘର ବରଯାତ୍ରୀରେ ନାଚୁ ନାଚୁ ଚାଲିଗଲା ଜୀବନ

କାନପୁର: ମୃତ୍ୟୁ କାହା ପାଇଁ  କେତେବେଳେ ଆସେ  ଜଣା ନଥାଏ । ଆାଜିକାଲି ଏମିତି ମୃତ୍ୟୁ ଆସୁଛି ଯାହାକୁ ଶୁଣିଲେ ଛାତି ଥରି ଯାଉଛି । ଏମିତିକି ନୃତ୍ୟ, ଅଭିନୟ, ଜିମ୍ କରିବା ସମୟରେ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସୁଛି। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି  । କାନପୁରର ହରଡାଉଲି…

ଇଣ୍ଟରନେଟ ମାୟାରେ ବାୟା ହେଲା ମାଙ୍କଡ, ଭିଡିଓ ଭାଇରାଲ

ଭୁବନେଶ୍ୱର: ଦେଶରେ ଇଣ୍ଟରନେଟର ବହୁଳ ପ୍ରସାର ହେଉଛି । ୪ଜି ପରେ ୫ଜି ଆସିଛି । ଗାଁ ଗାଁ ଘରେ ଘରେ ଇଣ୍ଟରନେଟର ପ୍ରସାର ପାଇଁ ସରକାର ଉଦ୍ୟମ କରୁଛନ୍ତି । ଗୋଟିଏ ବାକ୍ୟରେ କହିଲେ ଆଜିର ଯୁଗରେ ଇଣ୍ଟରନେଟ ଆଉ ସ୍ମାର୍ଟ ଫୋନ ବିନା ଜୀବନ ଯେମିତି ଅଧାବାଟରେ ଅଟକି ଯାଉଛି । ତେଣୁ ସମସ୍ତଙ୍କ…

ଘନ କୁହୁଡ଼ି ନେଇ ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଶୀତ କମିଛି । ଅନ୍ୟପଟେ ଲାଗି ରହୁଛି କୁହୁ଼ଡ଼ି । ଏଭଳି ପାଗ ଆଉ ୩ ଦିନ ଯାଏ ଲାଗି ରହିବ । ଘନ କୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।…