Latest Odisha News

BREAKING NEWS

Browsing Category

ଫିଚର

ଥାନାରେ ହାଜର ହେଲେ ହ୍ୟୁମାନ ସାଗର ଓ ପତ୍ନୀ

କଟକ: ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ ପତ୍ନୀ ନିର୍ଯାତନା ଅଭିଯୋଗ ଆଣିବା ପରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି ହ୍ୟୁମାନ ସାଗର । ଥାନାରେ ହାଜର ହେବା ପାଇଁ ତାଙ୍କୁ ସମନ ହୋଇଥିଲା ।  ପତ୍ନୀ ଶ୍ରୀୟା ମିଶ୍ର ତାଙ୍କ ବିରୋଧରେ ଘରୋଇ ହିଂସା ଓ ଦାମ୍ପତ୍ୟ କଳହ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଡ଼ିଆଳ ବ୍ଲକ୍ ବିଡିଓ ଗିରଫ

ନୂଆପଡ଼ା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଖଡ଼ିଆଳ ବିଡିଓ ନାରାୟଣ ସାହୁ। ତାଙ୍କ ପାଖରେ ଆୟ ଠାରୁ ୧୦୬ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରାଯାଇଛି।  ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ବିଡିଓଙ୍କ ବାସଭବନରେ ଚଢାଉ କରିଥିଲା।  ଏହି ଚଢ଼ାଉରେ…

ଠାକୁର ଜିତିଲେ ଗିଲଙ୍କ ଦିଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଦ୍ୱିଶତକ ହାସଲ କରି ଭାରତର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଯେତିକି ଚର୍ଚ୍ଚିତ ହୋଇଛନ୍ତି ତାହାଠାରୁ ଅଧିକ ଶାର୍ଦ୍ଦୁଳ ଠାକୁର ପ୍ରଶଂସା ସାଉଁଟୁଛନ୍ତି । ଶାର୍ଦ୍ଦୁଳ ତ୍ୟାଗ କରି ନ ଥିଲେ ଗିଲ ଦ୍ୱିଶତକ ହାସଲ କରିପାରି ନ…

ବ୍ୟାଙ୍କ ଲୁଟିବାକୁ ଆସିଥିଲେ, ମହିଳା ସିପାହୀଙ୍କଠାରୁ ପାନେ ପାଇ ଧାଇଁ ପଳାଇଲେ

ପାଟଣା: ବ୍ୟାଙ୍କ ଲୁଟ ପାଇଁ ଆସିଥିଲେ ସଶସ୍ତ୍ର ଡକାୟତ । ୩ ଜଣ ଡକାୟତଙ୍କ ହାତରେ ଥିଲା ଭୟଙ୍କର ମାରଣାସ୍ତ୍ର । ଦେଖିଲେ, ମହିଳା ସିପାହୀ ବସିଛନ୍ତି । ତେଣୁ ସହଜରେ ଲୁଟି ନେବେ ବ୍ୟାଙ୍କ । ହେଲେ ଘଟିଲା ଓଲଟା । ଦୁଇ ମହିଳା ସିପାହୀ ଏମାନଙ୍କୁ ଏମିତି ପାନେ ଦେଲେ ଯେ, ବ୍ୟାଙ୍କ ଲୁଟ ନିଶା…

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳିଲେ ଚାଷୀ

ଜଗତସିଂହପୁର : ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳି ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧାନମଣ୍ଡିରେ ଅବ୍ୟବସ୍ଥା, ଧାନ ବିକ୍ରି ସମୟରେ କଟନୀ ଛଟନୀ ତଥା ମିଲର ମାନଙ୍କ ମନମାନି ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।…

ରେସଲର ବିବାଦ: ଡବ୍ଲ୍ୟୁଏଫଆଇକୁ ଜବାବ ରଖିବା ପାଇଁ ୭୨ ଘଂଟାର ସମୟ ଦେଲେ କ୍ରୀଡା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ଓ ରେସଲରଙ୍କ ବିବାଦ ରାଜରାସ୍ତାକୁ ଆସିବା ପରେ କ୍ରୀଡା ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରିଛି । ୭୨ ଘଂଟା ମଧ୍ୟରେ ରେସଲରମାନେ ଆଣିଥିବା ଅଭିଯୋଗର ଜବାବ ରଖିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଡବ୍ଲୁଏଫଆଇର ସଭାପତି ବ୍ରିଜ ଭୂଷଣ ସିଂଙ୍କୁ ନିର୍ଦ୍ଦେଶ…

୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ରଦ୍ଦ କଲେ ହାଇକୋର୍ଟ, ତାଲିକାରୁ ଏହି ଦୁଇ ଫିଲ୍ମକୁ ହଟାଇବାକୁ ନିର୍ଦ୍ଦେଶ

କଟକ: ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୧ ଘୋଷଣା କରାଯାଇଥିବା ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୯କୁ ରଦ୍ଦ କଲେ ଓଡ଼ିଶା ହାଇକୋର୍ଟ। କାରଣ ଏଥିରେ ଦୁଇଟି ରିମେକ୍ ଚଳଚ୍ଚିତ୍ର ଖୁସୀ ଓ ଗୋଲମାଲ ଲଭ୍‌କୁ ତାଲିକାଭୁକ୍ତ କରାଯାଇଛି। ଯାହା କୌଣସି ବର୍ଗରେ ଏହି ପୁରସ୍କାର ପାଇଁ ଯୋଗ୍ୟ ନୁହେଁ।…

ବଞ୍ଚିଥିବାବେଳେ ଏଡାଇ ଦେଲେ, ମୃତ୍ୟୁ ପରେ ପ୍ରେମୀ ଯୁଗଳଙ୍କ ପ୍ରତିମୂର୍ତ୍ତିର ବିବାହ କରାଇଲେ ପରିବାର ଲୋକେ

ତାପି(ଗୁଜରାଟ): କୁହାଯାଏ ପ୍ରେମ ଶାଶ୍ୱତ..ପ୍ରେମ ସ୍ୱର୍ଗୀୟ.. ।  ପ୍ରେମ ପାଖରେ ଦେବା-ନେବାର କ୍ଷୁଦ୍ର ମାନସିକତା ନ ଥାଏ । ନିରୋଳା ପ୍ରେମ ଦୁଇ ଆତ୍ମାର ବନ୍ଧନ । ପ୍ରେମ ପାଖରେ ଜୀବନ ଛୋଟ ହୋଇଯାଏ ..ମୃତ୍ୟ ପାଲଟିଯାଏ ମହାନ । ଏକଥା ଆମେ କହୁନୁ, ଏକଥା ପ୍ରମାଣ କରି ଯାଇଛନ୍ତି ଏଇ…

ଇସ୍ତଫା ଦେବେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା

ହାମିଲଟନ: ନ୍ୟୁଜିଲାଣ୍ଡରେ ଚଳିତ ବର୍ଷ ଅକ୍ଟୋବରରେ ନିର୍ବାଚନ ହେବ । ତେବେ ଗୁରୁବାର ହଠାତ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନ ଇସ୍ତଫା ଦେବେ ବୋଲି ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଫେବୃୟାରୀ ୭ରେ ସେ ପ୍ରଧାନମନ୍ତ୍ରୀ ଏବଂ ପାର୍ଟି ମୂଖ୍ୟ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି…

ପୂର୍ବ ନିୟମ କାଏମ ରଖିଲେ ସରକାର; ୨୧ ବର୍ଷରୁ କମ୍‌ ଲୋକ କିଣିପାରିବେନି ମଦ

ବେଙ୍ଗାଲୁରୁ: ମଦ କିଣିବାର ବୟସ ସୀମା ୨୧ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବାର ସରକାରୀ ନିଷ୍ପତ୍ତିକୁ ତୀବ୍ର ବିରୋଧ ଓ ସମାଲୋଚନା ପରେ ନଇଁଲେ ସରକାର। ମଦ କିଣିବା ନେଇ ପୂର୍ବରୁ ଥିବା ଆଇନ ବଳବତ୍ତର ରହିବ। ୧୮ ବର୍ଷ ନୁହେଁ ପୂର୍ବ ଭଳି ୨୧ ବର୍ଷର ଲୋକ ହିଁ ମଦ କିଣିବାର ଆଇନଗତ ଅଧିକାର ପାଇବେ…